କଳିଯୁଗ ଶେଷରେ ବାହାରିବ ବାସୁକୀ ନାଗ, ଚାରିଆଡେ ଖେଳିଯିବ ହାହାକାର, ଶେଷ ହୋଇଯିବ କଳିଯୁଗ।:-

ମାଳିକାରେ ଲେଖା ହୋଇଛି କିଛି ଏଭଳି ଲେଖା। କଳିଯୁଗ ଶେଷରେ ବାହାରିବ ବାସୁକୀ ନାଗ। ଆଉ ନେବ ଭୟଙ୍କର ରୁପ। ଫଣା ଟେକି ଫଁ ଫଁ କରି ଗ-ର୍ଜନ କରିବ। ସାତଦିନ ସାତରାତି ଅନ୍ଧାରର ଲାଭ ଉଠାଇ ଭ-ୟଙ୍କର ଲୀଳା ରଚିବ।ଆଜ୍ଞା ହଁ କଳିଯୁଗ ଶେଷରେ ବାହାରିବ ବାସୁକୀ ନାଗ।

ବିଶ୍ୱରେ ତା-ଣ୍ଡବ ରଚିବା ପାଇଁ ବାହାରି ଆସିବ ନାଗ। କେତେବେଳେ ଆସିବ ଆଉ କାହାକୁ ମା-ରିବ କେହି ବି ଜାଣି ପାରିବେ ନାହିଁ। ଆପଣମାନେ ତ ଜାଣିଛନ୍ତି ଭବିଷ୍ୟତରେ କଣ ଘ-ଟିବ ତାହା ମାଳିକାରେ ପୂର୍ବରୁ ବର୍ଣ୍ଣିତ ଅଛି। ଆଉ ଆମ ମହାପୁରୁଷ କହିଯାଇଛନ୍ତି ଯେ କଳିଯୁଗ ଶେଷରେ ହେବ ଭ-ୟଙ୍କର ଲୀଳା।

ଆଉ ସେହି ଲୀଳା କରିବ ଏହି ବାସୁକୀ ନାଗ। ଯାହାର ଶବ୍ଦ ଶୁଣି ଲୋକଙ୍କ ମନରେ ଭ-ୟ ପଶିବ। ହୀରାକୁଦ ଜଳ ଭଣ୍ଡାରରୁ ଖେଳି ଖେଳି ବାହାରି ଆସିବ ବାସୁକୀ ନାଗ। ଆଉ ସବୁ ପାପିଙ୍କୁ ଶେଷ କରିବ। ସେପଟେ ନାସା ମଧ୍ୟ ସୂଚନା ଦେଇଛି ଯେ ପୃଥିବୀ ଆଡକୁ ମାଡି ଆସୁଛି ଭ-ୟଙ୍କର ସୌର ଝଡ଼।

ଯାହା ପୃଥୀବିର ଅନେକ କ୍ଷ-ୟକ୍ଷ-ତି ଘଟାଇବ। ଆଉ ଏଥିରୁ କେହି ବି ତ୍ରାହି ପାଇ ପାରିବେ ନାହିଁ। ତେବେ ମାଳିକାରେ ଲେଖା ଅଛି ଯେ ଯଦି ମଣିଷ ସମୟ ଥାଉ ଥାଉ ସତ-ର୍କ ହେବ ତେବେ ସେ ଏଥିରୁ ମୁକ୍ତି ପାଇବ।

Leave a Reply

Your email address will not be published. Required fields are marked *