ଶିତଲଙ୍କୁ ହାତର କଣ୍ଢେଇ କରି ନଚେଇବାକୁ ଚାହୁଁଥିଲେ ଦୟାନିଧି, କିନ୍ତୁ ସବୁ ହୋଇଗଲା ପରଦାଫାସ।:-

ହାତର କଣ୍ଢେଇ କରିଦେବାକୁ କରୁଥିଲେ ଚେଷ୍ଟା। ଦୟାଙ୍କ କଥାରେ ଉଠବସ ହୋଇଥାନ୍ତେ ଅଭିନେତ୍ରୀ। ଉଦ୍ୟମ ପଣ୍ଡ ହେବାପରେ କଲେ ବ୍ଲା-କମେ-ଲ। 2 ବର୍ଷ ସହିଲା ପରେ ମୁହଁ ଖୋଲିଲେ ଅଭିନେତ୍ରୀ। ଆଜ୍ଞା ହଁ ଓଲିଉଡ଼ର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଆଣିଛନ୍ତି ସାଂଘା-ତିକ୍ ଅଭି-ଯୋଗ। ଶାରି-ରୀକ ଏବଂ ମାନସିକ ନିର୍ଯା-ତନା, ଠକେଇ ଏବଂ ଅନ୍ତ-ରଙ୍ଗ ମୁହୁର୍ତର ଫଟୋ ଭାଇରାଲ କରିବାକୁ ଧ-ମକ୍ ଦେବା ଭଳି ଅଭି-ଯୋଗ କରିଛନ୍ତି ଆଗଧାଡ଼ିର ଏହି ନାୟିକା।

କେବଳ ସେତିକି ନୁହେଁ, ସୁଟିଂ ସେଟରେ ଗ-ଣ୍ଡଗୋ-ଳ କରିବା ସହ ବଡ଼ ବଡ଼ ଫିଲ୍ମ ଏବଂ ପ୍ରଡ଼କ୍ସନ ହାଉସରେ କାମ ଦେବାକୁ କହି ସ-ମ୍ପର୍କ ରଖୁଥିବା ନେଇ ଅଭି-ଯୋଗ ହୋଇଛି। ଅଭି-ଯୁକ୍ତ ହେଉଛନ୍ତି ଦୟା ଏଣ୍ଟରଟେନମେଣ୍ଟର ମାଲିକ ହେଉଛନ୍ତି ସିନେ ନିର୍ମାତା ଦୟାନିଧି ଦହିମା। ଯାହାଙ୍କ ନାମରେ ଆସିଛି, ନିର୍ଯା-ତନା, ଶୋଷଣ ଏବଂ ବ୍ଲା-କମେ-ଲ୍ ଭଳି ସାଂଘା-ତିକ୍ ଅଭି-ଯୋଗ।

ଗୋଟିଏ ପେଶାରେ ଥିବାରୁ ସଂପୃକ୍ତ ଅଭିନେତ୍ରୀ ଏବଂ ସିନେ ନିର୍ମାତାଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଯେଉଁ ସ-ମ୍ପର୍କ 2019 ମସିହାରେ ନିବିଡ଼ ହୋଇଥିଲା। ହେଲେ ସମୟକ୍ରମେ ସୃଷ୍ଟି ହୋଇଥିବା ବିଭେଦ, ଭିନ୍ନ ଏକ କାହାଣୀ ସାମ୍ନାକୁ ଆଣିଛି। କ୍ରମାଗତ ଭାବେ ଦୟାନିଧି ଦହିମାଙ୍କଠାରୁ ନିର୍ଯା-ତନାର ଶି-କାର ହେବା ପରେ ଥା-ନାର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଅଭିନେତ୍ରୀ।

ତେବେ ଥା-ନାରେ ଏତ-ଲା ଗ୍ରହଣ କରାନଯିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ଏହା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ସଂଗୀନ୍। ଅଭି-ଯୋଗ ଅନୁସାରେ 2019ରୁ ଉଭୟଙ୍କ ମଧ୍ୟରେ ସ-ମ୍ପର୍କ ଥିଲା। ବଡ଼ ଫିଲ୍ମ, ପ୍ରଡ଼କ୍ସନ ହାଉସ ଏବଂ ଆଡଭାଟାଇଜିଂ ଏଜେନ୍ସି ଜରିଆରେ ବଡ଼ କାମ ଦେବାର ଲୋଭ ଦେଖାଇ ଶୋଷଣ କରୁଥିବା ଅଭି-ଯୋଗ ହୋଇଛି।

ଏମିତି କି ଅଭିନେତ୍ରୀଙ୍କ ସୁଟିଂ ସେଟକୁ ଆସି ଏହି ଫିଲ୍ମ ନିର୍ମାତା ଜଣକ ଗ-ଣ୍ଡଗୋ-ଳ କରୁଥିବା ନେଇ ଅଭି-ଯୋଗ ହୋଇଛି। ପୂର୍ବରୁ 2021ରେ ଗୋଟିଏ ଥର ବୁଝାମଣା ମଧ୍ୟ ହୋଇଥିଲା। ଜଣେ ଅଭିନେତ୍ରୀଙ୍କ ସାଂଘା-ତିକ୍ ଅଭି-ଯୋଗ ଭିତରେ ଓଲିଉଡ୍ ଅଭିନେତ୍ରୀ ଶୀତଲ ପାତ୍ର ଏବେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

ଫେସବୁକରେ ଶୀତଲ ଲେଖିଛନ୍ତି ଯେ,” ସୋସିଆଲ ମିଡିଆର ବ୍ୟବହାର କରି ମି-ଛ ଖବର ତିଆରି କରିବା ଏକ ଅପ-ରାଧ। ଏଥିରେ ସେ ଦୟାନିଧି ଦହିମା ଏବଂ ଦୟା ଦୟା ଏଣ୍ଟରଟେନମେଣ୍ଟର ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି। ଦୟା ଏଣ୍ଟରଟେନମେଣ୍ଟର ମାଲିକ ଦୟାନିଧି ଦହିମା ଏକାଧିକ ଫେକ୍ ଆକାଉଣ୍ଟ ଖୋଲିଥିବା ଏବଂ ମି-ଛ ଖବର ତିଆରି କରିଥିବା କଥା ମାନିଛନ୍ତି ବୋଲି ଶୀତଲ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଜଣେ ମହିଳାଙ୍କ ପାଇଁ ଏହା କେତେ ମାନସିକ ଯ-ନ୍ତ୍ରଣା ସୃଷ୍ଟି କରେ, ତାହା ସମସ୍ତେ ବୁଝିବା ଉଚିତ୍। କାମ କରୁଥିବା ସଂସ୍ଥା ଏବଂ ବ୍ୟକ୍ତିଙ୍କ ବାବଦରେ ସମସ୍ତ କଳାକାର, ବିଶେଷ କରି ମହିଳାମାନେ ସ-ତର୍କ ହେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ଅଭିନେତ୍ରୀ ଶୀତଲ।

Leave a Reply

Your email address will not be published. Required fields are marked *