ହଁ ମୁଁ ବେଇ-ମାନ। ସସ୍ମିତା ଭଉଣୀ ଯାହା କହୁଛନ୍ତି ତାହା ସତ, ହାତଯୋଡି ଭୁଲ ମାଗିଲେ ରିପୋ-ର୍ଟର ରାହୁଲ

ଏବେ ଜଣେ ଭିକାରୁଣୀ ବହୁତ ଭାଇରାଲ ହୋଇଥିଲେ ସେ ବିଷୟରେ ତ ଆପଣ ଜାଣିଥିବେ। ଯିଏ ନିଜ ମଧୁର ସ୍ୱର ପାଇଁ ବହୁତ ଫେମସ ହୋଇଛନ୍ତି। ଆଉ ଏବେ ସେ ଷ୍ଟୁଡ଼ିଓରେ ଗୀତ ମଧ୍ୟ ଗାଇଛନ୍ତି। ଆଉ ସେଥିରୁ ଯାହା ଟଙ୍କା ପାଇଛନ୍ତି ତାହାକୁ ନିଜ ଘର ତିଆରି କରିବାରେ ଲଗାଇବେ ବୋଲି କହିଥିଲେ।

ତେବେ ଏହି ଭିକାରୁଣୀ ଜଣକ ଏବେ ଜଣେ ରିପୋ-ର୍ଟରଙ୍କୁ ନେଇ ବି-ବାଦ ସୃଷ୍ଟି କରିଛନ୍ତି। ସେ କହୁଛନ୍ତି ଯେ ଉକ୍ତ ରିପୋ-ର୍ଟର ଜଣକ ମୋ ଟଙ୍କା ଖାଇଛନ୍ତି। ମତେ ସାହାଯ୍ୟ କରିବା ବାହାନାରେ ମୋ ଠାରୁ ଟଙ୍କା ଲୁ-ଟିଛନ୍ତି। ଏହାପରେ ଅନେକ ଲୋକ ସେହି ରିପୋ-ର୍ଟରଙ୍କୁ ଖରାପ ବ୍ୟବହାର କରୁଛନ୍ତି।

ତେବେ ଏହାକୁ ନେଇ ଉକ୍ତ ରିପୋ-ର୍ଟର ଜଣକ କହିଛନ୍ତି ଯେ,” ଆଜ୍ଞା ଦେଖନ୍ତୁ ଏହି ଦୁନିଆ ରେ କାହାକୁ ସାହାଯ୍ୟ କଲେ କେତେ ଖରାପ ହୋଇପାରେ ତାହା ମୁଁ ଏବେ ଜାଣି ଗଲାଣି। ମୁଁ ଯେତେବେଳେ ଦେଖିଲି ଯେ ଜଣେ ଭିକାରୁଣୀ ମନ୍ଦିର ବାହାରେ ବସି ଭିକ ମାଗୁଛନ୍ତି ଆଉ ଗୀତ ଗାଉଛନ୍ତି।

ତାଙ୍କ ସ୍ୱର ଏତେ ସୁନ୍ଦର ଥିଲା ଯେ ମୁଁ ଭାବିଲି ଏପରି ମହିଳାଙ୍କୁ ଥରେ ସୁଯୋଗ ମିଳିବା ଉଚିତ। ଜାହାପରେ ମୁଁ ତାଙ୍କୁ ସାହାଯ୍ୟ କଲି। ତାଙ୍କୁ ଭାଇରାଲ କଲି। ତାଙ୍କର ଗୀତ ଭାଇରାଲ ହେବା ପରେ ସେ ଷ୍ଟୁଡ଼ିଓରେ ଯାଇ ଗୀତ ଗାଇଲେ। ଏସବୁ ମୁଁ ନିଜ ପାଇଁ କରିନାହିଁ। ତାଙ୍କ ପାଇଁ ଆଉ ତାଙ୍କ ପିଲା ପାଇଁ ମୁଁ ଏସବୁ କରିଛି।

ଯେଉଁଦିନ ଗୀତ ଗାଇବାକୁ ସେ ଗଲେ ମୁଁ ତାଙ୍କ ସହ ଯାଇଥିଲି। ସେ ଗୀତ ଗାଇଲେ ଆଉ ଟଙ୍କା ପାଇଲେ। ଜାହାପରେ ସେ ।ଅଟେ ନିଜେ ହିଁ 5000 ଟଙ୍କା ଦେଲେ ଆଉ କହିଲେ ରଖିଥାଅ। ତାପରେ ମୁଁ ରଖିଥିଲି। କିନ୍ତୁ ହଠାତ ଏହାପରେ ସେ ମୋ ଉପରେ ଆ-ରୋପ ଲଗାଇ ମୁଁ ତାଙ୍କୁ ଠ-କୁଛି ବୋଲି କହୁଛନ୍ତି।

ମୁଁ କାହାର ଖରାପ ଚିନ୍ତା କରିନାହିଁ। ତଥାପି ଆଜି ଲୋକମାନେ ମତେ ଖରାପ ବ୍ୟବହାର ଦେଖାଉଛନ୍ତି। ଆଜିର ଯୁଗରେ କାହାକୁ ସାହାଯ୍ୟ କରିବା ମଧ୍ୟ ଭୁଲ ଅଟେ। ସେ ଯଦି କହୁଛନ୍ତି ମୁଁ ବେଇ-ମାନ ତାହାଲେ ଠିକ ଅଛି ମୁଁ ବେଇ-ମାନ। ମୁଁ ତାଙ୍କ ଟଙ୍କା ଖାଇଛି। ଯଦି ସାହାଯ୍ୟ କରିବା ହିଁ ମୋର ବେଇ-ମାନି ତାହାଲେ ମୁଁ ବେଇ-ମାନ। ତଥାପି ମୁଁ ଚାହୁଁଛି ସେ ଖୁସିରେ ରୁହନ୍ତୁ। ସେ ମୋ ଭଉଣୀ ପରି ହେବେ। ସେ ନିଜର ପରିଶ୍ରମରେ ଆଗକୁ ବଢ଼ନ୍ତୁ ମୁଁ ଏତିକି ଆଶା କରୁଛି।

Leave a Reply

Your email address will not be published. Required fields are marked *