ପ୍ରେମିକା ଫେରି ଆସିବ ବୋଲି ତାନ୍ତ୍ରିକ ପାଖକୁ ଗଲି………………

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ। ଦେଶରେ ସବୁବେଳେ ବିଭିନ୍ନ ପ୍ରକାରର ଘ-ଟଣା ଦେଖିବାକୁ ମିଳିଥାଏ।ଆମ ଦେଶରେ କଳାକାର ମାନଙ୍କର ଅ-ଭାବ ନାହିଁ।ଆମ ଦେଶରେ ବା ରାଜ୍ୟରେ ହେଉ କଳାକାର ମାନଙ୍କୁ ବହୁତ୍ ସମ୍ମାନ ଦିଆଯାଏ।ବଡ଼ ବଡ଼ କଳାକାର ମାନଙ୍କ ଠାରୁ ଆରମ୍ଭ କରି କୁନି କୁନି କଳାକାର ପର୍ଯ୍ୟନ୍ତ ସମସ୍ତେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି।

ସେହିପରି ଏକ ଘ-ଟଣା ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ହଁ ଆଜ୍ଞା ଆମେ କହୁଚୁ ଅଭିନେତା ଅଙ୍କିତଙ୍କ କଥା।ସେ ତାଙ୍କ ଜୀବନ ଶୈଳୀ କୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ସେ ଆଗରୁ ବିବାହ ମଧ୍ୟ କରିଥିଲେ।ତାଙ୍କ ପ୍ରେମିକା ଅନ୍ୟ ପୁରୁଷ ସହ ବିବାହ କରିବା ପରେ ତାଙ୍କର ମାନସିକ ପରିସ୍ଥିତି ଠିକ୍ ନଥିଲା।

ସେ କହିଛନ୍ତି ଯାହାର ଯିବାର ଥିବ ସେ ଯିବାପାଇଁ ଗୋଟେ କାରଣ ହିଁ କାଫି ଆଉ ରହିବା ପାଇଁ ମଧ୍ୟ ଗୋଟେ କାରଣ ହ୍ନି କାଫି।ସେ ଏବେ ନିଜକୁ ସୁଟିଂ,ଜୀମ,ଆଉ ସାଙ୍ଗ ମାନଙ୍କ ସହିତ ବ୍ୟସ୍ତ ରଖୁଛନ୍ତି।ବାହାଘର ପରେ ସେ କିମ୍ବା ତାଙ୍କ ପ୍ରେମିକା ଉଭୟଙ୍କୁ କଣ୍ଟାକ୍ଟ୍ କରିନାହାନ୍ତି ବୋଲି କହିଛନ୍ତି।ସେ କହିଛନ୍ତି ସେ ଇଣ୍ଡଷ୍ଟ୍ରି କୁ ଆସିବା ଆଗରୁ ସେ ରିଲେସନସିପ ରେ ଥିଲେ।ସେ କହିଛନ୍ତି ତାଙ୍କ ପ୍ରେମିକା ତାଙ୍କୁ ନ ଜଣେଇ ବିବାହ କରିଥିଲେ।

ଯାହାକୁ ଦେଖି ସେ ବହୁତ କା-ନ୍ଦୁଥିଲେ।ତାଙ୍କୁ ଦେଖି ତାଙ୍କ କୁକୁର ମଧ୍ୟ କାନ୍ଦି ପକାଇଥିଲା ବୋଲି କହିଛନ୍ତି। ଅଙ୍କିତ କହିଛନ୍ତି ଭଲ ପାଇବା ସବୁ କିଛି ବଦଳାଇ ପାରିବ।ସେ କହିଛନ୍ତି ସବୁ ପୁଅ ଝିଅ ଭଲ କି ଖରାପ ନୁହଁ।ସେଟା କହିହେବ ନାହିଁ ତାହା ପରିସ୍ଥିତି ଉପରେ ନିର୍ଭର କରେ।ସେ କହିଛନ୍ତି ଯେ ପର୍ଯ୍ୟନ୍ତ ତମେ ମୋହ ମାୟାରେ ନ ପଶିଚ ତମକୁ କେହି କେବେ କନ୍ଦେଇ ପାରିବେନି ବୋଲି କହିଛନ୍ତି। ଅଙ୍କିତ କହିଛନ୍ତି ଭଲ ପାଇବା ସବୁ କିଛିକୁ ବଦଳାଇ ପାରିବ।

Leave a Reply

Your email address will not be published. Required fields are marked *