ମୋ ଦିଅର ମୋ କୋଳରେ ଶୋଉଛି, ମୋ ଗାଲରେ କି-ସ କରୁଛି, ଆଉ ମୋ ଜଂଘକୁ…. କିନ୍ତୁ ମୋ ସ୍ୱାମୀ କହୁଛନ୍ତି ଆମର ଏସବୁ ଚଳେ

ସ୍ୱାମୀ ଥାଇ ମଧ୍ୟ ମୋ ଜଙ୍ଘକୁ କାମୁ-ଡୁଛି ଦିଅର। ମୋ ଗୋଡ଼ରେ ମଧ୍ୟ ଶୋଉଛି ତା ସହ ମୋ ଗାଲରେ ମଧ୍ୟ କି-ସ କରୁଛି। କିନ୍ତୁ ମୋ ସ୍ୱାମୀ କିଛି କହୁନି। ଆଉ ଏସବୁ ଚଳିବ ବୋଲି କହୁଛି। ଆଉ ମୋ ଶଶୁର କହୁଛି ଯଦି ଏକଥା କାହା ଆଗରେ କହିବୁ ତାହାଲେ ତୋ ମାଂସକୁ କା-ଟି କା-ଟି ଆମେ ତରକାରୀ କରି ଖାଇବୁ।

ଏପରି ଅଭି-ଯୋଗ ଆଣି ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଠିଆ ହୋଇଛନ୍ତି ଜଣେ ମହିଳା। ସୂଚନା ଅନୁସାରେ ଭଦ୍ରକ ପୌରପାଳିକା ଅନ୍ତର୍ଗତ 6 ନମ୍ବର ୱାର୍ଡ ଗୋସିଆ ନଗର ସ୍ଥିତ ସୁବ୍ରାତିଙ୍କ କନ୍ୟା ଖାତାମ ଖାତୁନ 2022 ମାର୍ଚ୍ଚ ମାସ 14 ତାରିଖରେ ଗ୍ରାମାଞ୍ଚଳ ଥା-ନା ଅଧିନ ଗୁଜୁତୋରଡ଼ା ମହେପୁର ନଗରର ମଇରାଜ ସାହାଙ୍କୁ ବିବାହ କରିଥିଲେ।

ବିବାହର ମାତ୍ର 8 ଦିନ ପରେ ଆରମ୍ଭ ହୋଇଥିଲା ପିଡିତାଙ୍କ ଉପରେ ଅ-ତ୍ୟାଚା-ର। ସ୍ୱାମୀ, ଶାଶୁ,ଶଶୁର ଏବଂ ଦିଅରର ଅ-ତ୍ୟାଚା-ର ହୋଇଚାଲିଲା ଅସହ୍ୟ। ଶଶୁର ମ-ଦ ପିଇ ବୋହୂର ବାପଘର ଲୋକଙ୍କୁ ଗା-ଳି ଗୁ-ଳଜ କରିବା ସହ ନିଜ ବୋହୁ ଉପରେ ରଖିଥିଲା ଯୌ-ନ ଲାଳସା |କେବଳ ଶଶୁର ନୁହଁ ବରଂ ଦିଅର ମଧ୍ୟ ଏହିପରି ଯୌ-ନ ଲାଳସା ରଖିଥିଲା।

ଦିଅର ଆସି ନିଜ ଭାଉଜର ଜଙ୍ଘରେ ଶୋଇବା, ଗେଲ କରିବା ଆଦି ଖରାପ କାର୍ଯ୍ୟ କରୁଥିଲେ। ତେବେ ସ୍ୱାମୀ ଏହା ଦେଖି ମଧ୍ୟ କିଛି କହୁ ନଥିଲା ଏବଂ ଏହା ସାଧାରଣ କଥା ବୋଲି କହି ଅଣଦେଖା କରୁଥିଲା। ଆଉ ନିଜ ବାପଘରୁ ଯୌ-ତୁକ ଟଙ୍କା ଆଣିବାକୁ ବାର୍ ବାର୍ ଖାଲି ବାଧ୍ୟ କରୁଥିଲା।ଆଉ ଖାଲି ସେତିକି ନୁହେଁ ଉକ୍ତ ମହିଳାଙ୍କ ସମସ୍ତ ଗହଣାକୁ ଜୋ-ରଜ-ବରଦସ୍ତି ଛଡାଇ ନେଇ ବିକିଦେଇଛନ୍ତି ଶାଶୂଘରଲୋକେ। ତେବେ ଏହା ବିରୋ-ଧରେ ଥା-ନାରେ ଅଭି-ଯୋଗ କରିଥିଲେ ପିଡିତା। କିନ୍ତୁ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଇନଥିଲା।

ତେବେ ଏହାପରେ ପୀ-ଡିତା ଜଣକ ପୋଲି-ସକୁ କହିଥିଲେ ଯଦି 7 ଦିନ ଭିତରେ କୌଣସି ପଦକ୍ଷେପ ନ ନିଆଯାଏ ତେବେ ସେ ଜିଲ୍ଲା ଆରକ୍ଷୀଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ଦେବେ। ତେବେ ଏତେ ପରେ ମଧ୍ୟ କୌଣସି ପଦକ୍ଷେପ ନ ନିଆଯିବାରୁ ଏବେ ପି-ଡିତା ଜଣକ ଜିଲ୍ଲା ଆରକ୍ଷୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ପରିବାର ସହ ଧାରଣା ଦେଇଛନ୍ତି ଏବଂ ଯଥା ଶୀଘ୍ର ନ୍ୟା-ୟ ଦେବା ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *