ନୂଆ ବୋହୁ ଛାତି ଦେଖାଇ ଭିଡିଓ କରୁଛି………………

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।।ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘଟ-ଣl ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।ସେହିପରି ଏକ ଘଟ-ଣା ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହଁ ଆଜ୍ଞା ଜଣେ ଯୁବକ କହିଛନ୍ତି ଆଗରୁ ଝିଅ ମାନେ ଛାତି ଦେଖେଇ ଭିଡିଓ କରୁଥିଲେ କିନ୍ତୁ ଏବେ ନୂଆ ବାହା ହେଇଥିବା ନାରୀମାନେ ମଧ୍ୟ ସେହିପରି ଭାବରେ ଭିଡିଓ କରୁଛନ୍ତି।ଯାହା ଏକ ଲ-ଜ୍ୟା ଜନକ ବିଷୟ।ସେ କହିଛନ୍ତି ଜଣେ ନାରୀର ଗହଣା ହେଉଛି ତାର ଇଯତ୍ ଯଉଟା ଏବେ ଆଉ ଦେଖିବାକୁ ମିଳୁନlହିଁ।ଯାହା ଏବେ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି।

ସେ କହିଛନ୍ତି ଫାଙ୍କା ସମୟରେ ମହିଳା ମାନେ ବସି ଏହି ପ୍ରକାର ଭିଡିଓ କରୁଛନ୍ତି।ସ୍ବାମୀ ମାନେ ଘରୁ ଚାଲିଯିବା ପରେ ଘରେ ସେମାନେ ଏକୁଟିଆ ରହି ଏମିତି ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଯାହା ଏକ ଲ-ଜ୍ୟା ଜଣକ ବିଷୟରେ ପରିଣତ ହୋଇଛି।ନୂଆ ବିବାହିତ ଝିଅଟିଏ ଯେତେବେଳେ ଯାଇ ନିଜ ଶାଶୁ ଘରେ ଏମିତି କିଛି କାମ କରିବ ତାହେଲେ ସେମାନଙ୍କ ଉପରେ କଉ ପ୍ରକାର ପ୍ର-ଭାବ ପଡ଼ିବ।

ସେ ଯୁବକ ଜଣକ କହିଛନ୍ତି ସେମାନେ like, followers, viewers କମେଇବା ପାଇଁ ଏମିତି କରୁଛନ୍ତି।ଏବଂ ନିଜକୁ ଗୋଟେ ଗୋଟେ ସେଲିବ୍ରିଟୀ ବୋଇ ଭାବୁଛନ୍ତି ବୋଲି କହିଛନ୍ତି।ଯୁବକ ଜଣକ କହିଛନ୍ତି କେବଳ ସେହି ଭଳି ଭିଡିଓ ଛଡା ଆହୁରି ମଧ୍ୟ ଭଲ ଭିଡିଓ ହେଇପାରିବ।ଆସିଳତାର ସୀମା ପାର କରିସାରିଲେଣି ବୋଲି ଯୁବକ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି।

Leave a Reply

Your email address will not be published. Required fields are marked *