କମେଣ୍ଟ ଦେଖି ଖରାପ୍ ହୋଇ ଯାଇଥିଲା ଅନ ଟ୍ୟାଲେଣ୍ଟେଡ ଗାୟଙ୍କ ମୁଣ୍ଡ ଆଉ ତାପରେ କା-ଣ୍ଡ ଘଟାଇ ଲୁ-ଚିଥିଲେ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଏପରି ଏକ ଜରିଆ ଯାହା ମାଧ୍ୟମରେ ଅନେକ ଲୋକ ପ୍ରତ୍ୟେକ ମୁହୂର୍ତ୍ତରେ ଭାଇରାଲ ହୋଇ ଯାଉଛନ୍ତି । ସୋସିଆଲ ମିଡ଼ିଆ ଆକାଉଣ୍ଟ ୟୁଟ୍ୟୁବରେ ଯିଏ ନାହିଁ ସିଏ ଭିଡିଓ ପୋଷ୍ଟ କରି ଦେଉଛନ୍ତି ଆଉ ନିଜକୁ ଜଣେ ଜଣେ ଷ୍ଟାର ବୋଲି ଭାବି ଦେଉଛନ୍ତି । ତେବେ ଏପରି ଜଣେ ଷ୍ଟାର ହେଉଛନ୍ତି ଅନ ଟ୍ୟାଲେଣ୍ଟେଡ ଗାୟ । ଯିଏ ୟୁଟ୍ୟୁବରେ ଖରାପ ଭାଷାରେ ଗା-ଳି ଗୁ-ଲଜ କରି ବେଶ୍ ପ୍ରସିଦ୍ଧ । ଆଉ ସୋସିଆଲ ମିଡିଆରେ ତାଙ୍କୁ ଅନେକ ଲୋକଙ୍କ ଭଲ ପାଇବା ମଧ୍ୟ ମିଳିଥାଏ । କିଛି ଲୋକେ ତାଙ୍କୁ ବହୁତ ଭଲ ପାଉଥିବା ବେଳେ ଆଉ କିଛି ଲୋକ ତାଙ୍କ ଖରାପ ଭାଷା ଶୁଣି ତାଙ୍କୁ ନାପସନ୍ଦ କରିଥାନ୍ତି ।

ତେବେ ସୋସିଆଲ ମିଡ଼ିଆର ସେହି ଷ୍ଟାରଙ୍କ ନାମରେ ବର୍ତ୍ତମାନ ସମୟରେ ଆସିଛି ଏକ ସାଙ୍ଘା-ତିକ ଅଭି-ଯୋଗ । ବାଲେଶ୍ବରର ଦୁଇ ଜଣ ଯୁବକଙ୍କୁ ଗୁ-ଳି ମା-ଡ଼ କରିବା ସହିତ ତାଙ୍କୁ ଛୁ-ରୀ ମାଧ୍ୟମରେ ଆକ୍ର-ମଣ କରି କୁଆଡେ ଫେ-ରାର ହୋଇ ଯାଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଗୁରୁ-ତର ଅବସ୍ଥାରେ ସେହି ଦୁଇ ଜଣ ଯୁବକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ତେବେ ସେମାନେ ବର୍ତ୍ତମାନ ସମୟରେ ସବୁ କଥା ଖୋଲା ଖୋଲି ଭାବରେ କହିଛନ୍ତି ।

ସେମାନଙ୍କ କହିବା ଅନୁଯାୟୀ, କଲେଜରେ କିଛି କାମ ପାଇଁ ସେମାନେ ଯାଇଥିଲେ । କିନ୍ତୁ ବାଲେଶ୍ଵର ଅଭରବ୍ରିଜ ତଳେ ସେହି ଅନ ଟ୍ୟାଲେଣ୍ଟେଡ ଗାୟ ସେମାନଙ୍କୁ ଅଟକାଇ ଦେଇଥିଲେ । ଆଉ ସେମାନଙ୍କ ଉପରକୁ ଗୁ-ଳି ଚଳାଇବା ସହିତ ସେମାନଙ୍କୁ ଛୁ-ରୀରେ ଆକ୍ର-ମଣ କରି ଫେ-ରାର ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ସମୟରେ ଏପରି ଅବସ୍ଥା ପଛର କାରଣ କହି ସେମାନେ କହିଛନ୍ତି କି, ଜଣେ ଝିଅ ପାଇଁ ଏପରି ହୋଇଛି ଆଉ ସେମାନେ ବର୍ତ୍ତମାନ ସମୟରେ ଏପରି କଷ୍ଟ ଭୋଗିବାରେ ଲାଗିଛନ୍ତି ।

ତେବେ ଏହି କଥା କେତେ ଦୂର ସତ, ସେ କଥା ତ ସମୟ କହିବ । ଅନ୍ୟ ପକ୍ଷରେ ଶିଳ୍ପାଞ୍ଚଳ ପୋ-ଲିସ ଷ୍ଟେସ-ନରେ ଆ-ହତ ମନ୍ଦାରପୁର ଗ୍ରାମର ଦୁଇ ଯୁବକଙ୍କ ବାପା ଅଭି-ଯୋଗ କରିଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋ-ଲିସ କିଛି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି ନାହାଁନ୍ତି ବୋଲି ସେମାନେ କହିଛନ୍ତି । ସେମାନଙ୍କ ଦାବି ରହିଛି କି, ଯଥାଶୀଘ୍ର ସେହି ଅନ ଟ୍ୟାଲେଣ୍ଟେଡ ଗାୟ ଅର୍ଥାତ୍ ଉଦିତ ନାୟକଙ୍କୁ ଗି-ରଫ କରାଯାଉ ଆଉ ସେମାନଙ୍କ ପୁଅ ମାନଙ୍କୁ ନ୍ୟା-ୟ ମିଳୁ । ନଚେତ୍ ଆଗକୁ ସେ ଏପରି କେତେ କା-ଣ୍ଡ ଘଟାଇବ, ତାହା ଜଣା ନାହିଁ । ଆଉ ଯଦି ଆଜି କିଛି ଘଟ-ଣାର ସମାଧାନ ନ ହୁଏ , ତେବେ ଆସନ୍ତାକାଲି ସେମାନେ ଯାଇ ଥା-ନା ଆଗରେ ଧାରଣା ଦେବେ ।

Leave a Reply

Your email address will not be published. Required fields are marked *