ସାରଳା ମନ୍ଦିର ପୂଜକ ଅସଦା-ଚରଣ ଘଟ-ଣାର ଭିନ୍ନ ମୋଡ଼ । ପୂଜକଙ୍କ ପତ୍ନୀ ସ୍ୱାମୀ ସୁରକ୍ଷା ପାଇଁ ଦେଲେ ଅକାଟ୍ୟ ଯୁକ୍ତି କଲେ ଗୁହାରି ।

ଆମ ସମାଜରେ ବ୍ରାହ୍ମଣ କିମ୍ବା ପୂଜାରୀଙ୍କୁ ଖୁବ ମାନା ଯାଏ ଏବଂ ଖୁହ ସମ୍ମାନ ଦିଆଯାଏ । କିନ୍ତୁ ସେହି ପୂଜାରୀ ଯଦି ଅସ-ଦାଚରଣ କରନ୍ତି ତେବେ ଆଜିଠାରୁ ପୂଜାରୀ କିମ୍ବା ବ୍ରାହ୍ମଣଙ୍କ କଥା କେହିବି ଶୁଣିବେ ନାହିଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏଭଳି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ, ଯେଉଁ ଘ-ଟଣା ଅନୁଯାୟୀ ଜଣେ ପୂଜାରୀ ଜଣେ ମହିଳାଙ୍କୁ ଗ୍ରହ ଶାନ୍ତି କରେଇ ଦେବେ କହି ପୂଜା କରିବା ବାହାନାରେ ତାଙ୍କୁ ଅସ-ଦାଚରଣ କରିଛନ୍ତି ।

ଯାହାକୁ ସବୁ ଲୋକ ନିନ୍ଦା କରିଛନ୍ତି ଏବଂ ବର୍ତ୍ତମାନ ପୋ-ଲିସ ପୂଜାରୀକୁ ମଧ୍ୟ ଗି-ରଫ କରିଛି । କିନ୍ତୁ ବର୍ତମାନ ସମୟରେ ଏହି ମନ୍ଦିର ପୂଜକ ଅସ-ଦାଚରଣ ଘ-ଟଣା ନେଇଛି ଭିନ୍ନ ମୋଡ଼ । ଉକ୍ତ ପୂଜକଙ୍କ ପତ୍ନୀ ନିଜ ସ୍ୱାମୀ ନି-ର୍ଦ୍ଦୋଷ ବୋଲି ଯୁକ୍ତି କରି ଅନ୍ୟ ମହିଳାଙ୍କ ବିରୁ-ଦ୍ଧରେ ଆଣିଛନ୍ତି ପାଲଟା ଅଭି-ଯୋଗ । ଆଉ ନ୍ୟା-ୟ ପାଇଁ ଏସ.ପି, ଜିଲ୍ଲାପାଳ, ପୋ-ଲିସ ମହା ନିର୍ଦେଶକଙ୍କୁ ପୂଜକଙ୍କ ପତ୍ନୀକଲେ ଗୁହାରି ଆଉ ନ୍ୟା-ୟ ନ ମିଳିଲେ ପୂରା ପରିବାର ଆ-ତ୍ମାହୁ-ତ ଦେବାର ଧ-ମକ ମଧ୍ୟ ଦେଇଛନ୍ତି ।

ସୂଚନା ଜଗତସିଂହପୁର ଜିଲ୍ଲା ଶାଳଜଙ୍ଗ ପଞ୍ଚାୟତ କାଂସ ଗାଁରେ ଏପରି ଏକ ଘ-ଟଣା ଦେଖିବକୁ ମିଳିଥିଲା । ଭଣ୍ଡ ବାବାଙ୍କ ନାମ କୁନୁ ସମୀରକାନ୍ତ ଯିଏକି ମା’ ଶାରଳା ମନ୍ଦିରର ପୂଜକ । ଖବର ମୁତାବିକ ଜଣେ ମହିଳା ଅଭି-ଯୋଗ କରିଥିଲେ ଯେ ପୂଜକ ଜଣକ ଗ୍ରହ ଶାନ୍ତି ପୂଜା କରିବା ବାହାନାରେ ମହିଳାଙ୍କ ସହିତ ଅସ-ଦାଚ-ରଣ କରିବାକୁ ଉଦ୍ୟମ କରିଥିଲେ ।

କିନ୍ତୁ ପୂଜକଙ୍କ ପତ୍ନୀ ଏହି ଅଭି-ଯୋଗକୁ ଖଣ୍ଡନ କରିଛନ୍ତି । ବର୍ତମାନ ଉକ୍ତ ଘଟ-ଣାକୁ ନେଇ ପୂଜକଙ୍କ ପତ୍ନୀ ଓ ପରିବାର ଲୋକ ନ୍ୟା-ୟ ପାଇବା ପାଇଁ ଏସ.ପି, ଜିଲ୍ଲାପାଳଙ୍କୁ ଚିଠି ମାଧ୍ଯମରେ ଗୁହାରି କରିଛନ୍ତି । କାଙ୍ଗସା ଗ୍ରାମର ପ୍ରତିମା ସ୍ୱାଇଁ, ସ୍ୱାମୀ ସନ୍ତୋଷ ସ୍ୱାଇଁ ପ୍ରେମ ନାଟକ କରି ଘରକୁ ଡକାଇ କୁନୁ ନନାଙ୍କୁ ନୃ-ଶଂସ ଭାବରେ ମା-ଡ଼ ମା-ରିବା ସହ ସୁନା ଚେନ୍ ଛଡ଼ାଇ ରଖିଥିଲେ । ଯାହାକି ସ୍ପଷ୍ଟ ଦେଖିବାକୁ ମିଳିଛି । ପ୍ରତିମାଙ୍କ ପରିବାର ତାଙ୍କୁ ଅଟକାଇ ମା-ଡ଼ ମା-ରି ସୁନା ଚେନ ନେଇ ଯାଇଥିବାର ଅଭି-ଯୋଗ ହେଉଛି । ତେବେ ଆଗକୁ ଘଟ-ଣାର କି ମୋଡ଼ ନେଉଛି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *