ରସି-କିଆ କ୍ରିକେଟର ସୁନୀଲ ନାରିନଙ୍କ ପ୍ରେମ କାହାଣୀ, ଭାରତୀୟ ଯୁବତୀଙ୍କୁ ଛା-ଡପ-ତ୍ର ଦେବାପରେ କରିଛନ୍ତି ଦ୍ଵିତୀୟ ବିବାହ।:-

ଆଇପିଏଲ ଖେଳୁ ଖେଳୁ ଭାରତୀୟ ଝିଅଙ୍କୁ ଫସା-ଇଲେ। ଜଣେ ଯୁବତୀଙ୍କୁ ବାହା ହୋଇ କିଛି ଦିନ ରହିଲେ। ପୁଣି ତାଙ୍କୁ ଛାଡି ଆଉ ଜଣଙ୍କୁ ବାହାହେଲେ। ବିଦେଶୀ ଖେଳାଳିମାନେ ଭାରତୀୟ ଯୁବତୀଙ୍କୁ ନିଜ ପ୍ରେମ ଜା-ଲରେ ଫସାଇବା କିଛି ନୂଆ କଥା ନୁହେଁ।

ଆଗରୁ ମଧ୍ୟ ଏହିପରି ଅନେକ ମାମ-ଲା ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ଚର୍ଚ୍ଚାରେ ଅଛନ୍ତି ରସି-କିଆ ଆଇପିଏଲର ସ୍ପିନର ବୋଲର ସୁନୀଲ ନାରେନ। ଅବଶ୍ୟ ତାଙ୍କର ଏହି ପ୍ରେମ କାହାଣୀ ବହୁତ ପୁରୁଣା ହୋଇଗଲାଣି। କିନ୍ତୁ ତଥାପି ହୁଏତ ବହୁତ କମ ଲୋକ ଏହି ବିଷୟରେ ଜାଣିଥିବେ।

ହଁ ଆଜ୍ଞା ଟି-20 ମ୍ୟାଚର ସବୁଠାରୁ ସଫଳ ସ୍ପିନର ବୋଲର ଭାବେ ଜଣାଶୁଣା ସୁନୀଲ ନାରେନ ପଡ଼ିଆରେ ବ୍ୟାଟ୍ସମ୍ୟାନଙ୍କୁ ହରାଇବାରେ ଯେପରି ମାହିର ଯୁବତୀମାନଙ୍କ ହ୍ରଦୟ ସହ ଖେଳିବାରେ ମଧ୍ୟ ସେତିକି ମାହିର। ଏହି କ୍ରିକେଟର ଜଣକ କରିଛନ୍ତି ଦୁଇ ଦୁଇଟି ବିବାହ।

ସେ ପଥମେ ଜଣେ ଭାରତୀୟ ଯୁବତୀଙ୍କୁ ନିଜ ପ୍ରେମ ଜା-ଲରେ ଫସାଇ ତାଙ୍କୁ ବିବାହ କରିଥିଲେ। ଯାହାଙ୍କର ନାମ ଥିଲା ନନ୍ଦିତା କୁମାର। ତେବେ 2013ରେ ହୋଇଥିବା ତାଙ୍କର ଏହି ବିବାହଟି ଦୀର୍ଘସ୍ଥାୟୀ ହୋଇନଥିଲା। ଏହାପରେ ସୁନୀଲ ଏବଂ ନନ୍ଦିତାଙ୍କ ଭିତରେ ଛା-ଡପ-ତ୍ର ହୋଇଯାଇଥିଲା।

କିନ୍ତୁ ଏହାର କିଛି ମାସ ପରେ ସେ ଆଞ୍ଜେଳିଆ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଯିଏ ଜଣେ ଫ୍ୟାସନ ଡିଯାଇନର ଥିଲେ। ତେବେ 2020 ମସିହାରେ ଆଞ୍ଜେଳିଆଙ୍କୁ ବିବାହ କରିଥିଲେ ସୁନୀଲ। ଏହାପରେ ଏବେ ବହୁତ ଖୁସିରେ ଅଛନ୍ତି ଏହି ଦମ୍ପତି। ଉଭୟଙ୍କର ଏବେ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଛି।

Leave a Reply

Your email address will not be published. Required fields are marked *