ନବ ଦାସଙ୍କ ଘରେ ପୂଜା ପାଉଥିଲା ଶନିଦେବଙ୍କର ଏହି ପ୍ରିୟ ଗଛ

ଖାଲି ପଡ଼ିଛି ବଗିଚା। ପାଣି ପାଇ ନାହିଁ କୌଣସି ଗଛ। ଚେୟାର ଟେବୁଲ ମଧ୍ୟ ପଡିଛି ଖାଁଖାଁ। ଘରେ ମଧ୍ୟ ନାହାନ୍ତି କୌଣସି ଲୋକ। ନବଦାସଙ୍କ ମୃ-ତ୍ୟୁ ପରେ ଏବେ ସତେ ଯେପରି ମଉଳି ପଡିଛି ପୁରା ପରିବେଶ। ଏବେ ନବ ଦାସଙ୍କର ଅନ୍ତିମ ସଂ-ସ୍କାର ହୋଇସାରିଛି। କା-ନ୍ଦରେ ଫାଟି ଉଠୁଛି ସ୍ମ-ଶାନ।

କିଏ ବା ଜାଣିଥିଲା ଶନି ଦେବଙ୍କୁ ଭକ୍ତି କରୁଥିବା ଏତେ ବଡ ନେତାଙ୍କର ଆଜି ଏପରି ମୃ-ତ୍ୟୁ ହେବ। ଆପଣମାନେ ତ ଜାଣିଥିବେ ଯେ ମନ୍ତ୍ରୀ ନବଦାସଙ୍କ ମୃ-ତ୍ୟୁର କିଛି ଦିନ ପୂର୍ବରୁ ସେ ଶନିଦେବଙ୍କୁ ଏକ ସୁବର୍ଣ୍ଣ କଳସ ଦାନ କରିଥିଲେ ଏବଂ ନିଜ ପରିବାରର ସୁଖଶାନ୍ତି କାମନା କରିଥିଲେ।

ଆଜି ଏହି ନବଦାସଙ୍କ ମୃ-ତ୍ୟୁ ପରେ ତାଙ୍କ ବଗିଚାରେ ଦେଖିବାକୁ ମିଳିଛି ଶନିଦେବଙ୍କର ପ୍ରିୟ ଗଛ। ସୁନ୍ଦର ସୁନ୍ଦର ଫୁଲ ଗଛ ମଝିରେ ଲାଗିଛି ଶନିଦେବଙ୍କର ପ୍ରିୟ ଗଛ। ଶୁଣିବାକୁ ମିଳିଛି ଯେ ନବଦାସ ଯେତେବେଳେ ଜୀବିତ ଥିଲେ ସେତେବେଳେ ସବୁଦିନ ସେ ଗଛରେ ପାଣି ଦେଇ ତାକୁ ପୂଜା କରୁଥିଲେ।କିନ୍ତୁ ଆଜି ଏହି ଗଛ ଶୁଖିଲା ହୋଇ ପଡିଛି। ପାଣି ଦେବାକୁ ନାହାନ୍ତି ଏବେ କୌଣସି ଲୋକ।

ଏବେ ଏହାସହ ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ ଘଟ-ଣାର ତ-ଦନ୍ତ ଜାରି ରହିଥିବା ବେଳେ ନବ ଦାସଙ୍କ ହ-ତ୍ୟା ମାମ-ଲାର ସିବିଆଇ ତଦ-ନ୍ତ ଦାବି କରିଛି ବିଜେପି।ପ୍ରେସମିଟରେ ବିଜେପି ସଭାପତି ସମୀର ମହାନ୍ତି ସିବିଆଇ ତ-ଦନ୍ତ ଦାବି କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ସିବିଆଇକୁ ତୁରନ୍ତ ତ-ଦନ୍ତ ଭାର ଦିଅନ୍ତୁ।

ପୂର୍ବରୁ କ୍ରାଇମବ୍ରାଞ୍ଚ ଯାହା ତ-ଦନ୍ତ କରିଛି, ଫଳ ଶୂନ ରହିଛି। ତଦ-ନ୍ତ ବିଳମ୍ବ କଲେ ପ୍ରମାଣ ନ-ଷ୍ଟ ହେବାର ରାସ୍ତା ପ୍ରସ୍ତୁତ ହୋଇଯିବ। ଘଟ-ଣାକୁ ନେଇ ଏଯାଏଁ ଡିଜିପି ଏବଂ ଗୃହ ସଚିବ ଚୁପ୍ ବସିଛନ୍ତି। ସରକାରକୁ ପ୍ରକୃତରେ କିଏ ଚଳାଉଛି, ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିଜେପି ସଭାପତି ସମୀର ମହାନ୍ତି ମତ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ନବ ଦାସ ହ-ତ୍ୟା ପଛରେ ଟପ୍ ଲେବଲ ଷ-ଡ଼ଯ-ନ୍ତ୍ର ରହିଛି। ପ୍ରେସମିଟ ମାଧ୍ୟମରେ ଷ-ଡ଼ଯ-ନ୍ତ୍ର ଆ-ରୋପ ଲଗାଇଲା କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ସୁଦର୍ଶନ ଦାସଙ୍କ ଏହି ଆ-ରୋପ ଲଗାଇଥିବା ଜଣା ପଡିଛି।

ଏହା ଏକ ସାଧାରଣ ହ-ତ୍ୟା ନୁହେଁ, ଶାସନର ଉପର ସ୍ତରରେ ଥିବା ଲୋକ ଷ-ଡ଼ଯ-ନ୍ତ୍ରରେ ଲି-ପ୍ତ ଏବଂ ଘଟ-ଣାର ଏସଆଇଟି ସ୍ତରୀୟ ତ-ଦନ୍ତ କରାଯାଉ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ରହି ଗୃହମନ୍ତ୍ରୀ ପଦ ଛାଡ଼ନ୍ତୁ ବୋଲି କଂଗ୍ରେସର ବରିଷ୍ଠ ନେତା ମତ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *