ଅର୍ଚ୍ଚନା ପାଇଁ ପୁଣି ହେବ ଓଡ଼ିଶାରେ ମହାବାତ୍ୟା, ପଦାକୁ ଆସିବ ସମସ୍ତଙ୍କ ଅସଲ ମୁଖା।

ସମାଜରେ ଘଟିଯାଇଛି ଏମିତି ଘ-ଟଣା ଯାହା ଲୋକଙ୍କୁ ଭାବିବାରେ ବାଧ୍ୟ କରିଛି ଯେ ମଣିଷ କ୍ଷମତା ଓ ପ୍ରତିପତ୍ତି ବଳରେ କେତେ ନିମ୍ନଗାମୀ ହେଉଛି ଯାହାଦ୍ୱାରା ସେ ଠିକ୍ ଆଉ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିବାରେ ସମର୍ଥ ହେଇପାରୁନାହିଁ ଯାହାଦ୍ଵାରା ସେ ଭୁଲ ବାଟକୁ ଆପଣେଇ ନେଉଛି।ଏବେ ଅର୍ଚ୍ଚନା ନାଗ ଙ୍କ ଘ-ଟଣା ଚର୍ଚ୍ଚାର ବିଷୟ ପାଲଟିଛି ଯେଉଁଥିରେ କ୍ଷମତାଧାରୀ ଓ ଧନିବର୍ଗର ଲୋକମାନେ ସାମିଲ୍ ହୋଇଥିବା ଜଣାପଡୁଛି।ବର୍ତ୍ତମାନ ସମୟରେ ମଣିଷ ମାନଙ୍କଠାରେ ଦେଖିବାକୁ ମିଳୁଛି ବିଭିନ୍ନ ପ୍ରକାରର ଅମାନୁଷିକ କାର୍ଯ୍ୟକଳାପ ଯାହା ଆମ ମାନବସମାଜ କୁ ଦୋହଲାଇ ଦେଉଛି।

ବର୍ତ୍ତମାନ ସମୟରେ ଏକ ଘ-ଟଣା ଜୋରଦାର ମୋ-ଡ଼ ନେଉଛି ଯାହା ଆମ ସମାଜକୁ ଏକ ବାର୍ତ୍ତା ପ୍ରଦାନ କରୁଛି ଯେ ସମସ୍ତ ଲୋକଙ୍କ ଭଲ ଚିନ୍ତାଧାରା ରଖିବା ସହ କୁଚିନ୍ତା କୁ ବି ଆଶ୍ରୟ ଦେଉଛି।ଏବେ ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ ଯାହା ଏବେ ସମାଜରେ ହଲଚଲ ସୃଷ୍ଠି କରିଛି ଯାହା ଆମ ସମାଜରେ ଉଚ୍ଚ ପଦବୀ ରେ ଥିବା ଲୋକ ମାନେ ଏଥିରେ ସାମିଲ ହେଇଛନ୍ତି। ଆଜ୍ଞା ହଁ ଏବେ ସାମ୍ନା କୁ ଆସିଛି ଅର୍ଚ୍ଚନା ନାଗ ଙ୍କ ବିଷୟରେ ଏମିତି କଥା ଯାହା କୁ ସମସ୍ତଙ୍କୁ ଆଚମ୍ବିତ କରିଛି ଏଵଂ ଏହି ଖବର ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।ଏହି ଘ-ଟଣା ରେ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ବଡ ବଡ଼ ବ୍ୟବସାୟୀ ବିଲଡର ମାନେ ସାମିଲ ହେଇଛନ୍ତି।

ଏହି ଘଟ-ଣାରେ ଏବେ ବଡ ନାମ ଲୋକଲୋଚନକୁ ଆସିଛି ସେ ହେଉଛନ୍ତି ଆମ ଓଡ଼ିଆ ସିନେମା ଜଗତର ଜଣାଶୁଣା ବ୍ୟକ୍ତିତ୍ବ ଅକ୍ଷୟ ପରିଜା।ସେ ମଧ୍ୟ ଏହି ଘ-ଟଣା ନ ଶି-କାର ହେଇଛନ୍ତି।ବର୍ତ୍ତମାନ ସମୟରେ ଯେଉଁମାନଙ୍କ ପାଖରେ କ୍ଷମତା ରହିଛି ସେମାନେ କୌଣସି ଭୁଲ କାର୍ଯ୍ୟ କରିବାକୁ ପଚ ଘୁଂଚା ଦେଉନାହାନ୍ତି,ଏବଂ ପ୍ରମାଣ ସବୁକୁ ନ-ଷ୍ଟ କରିଦେଉଛନ୍ତି ଯାହାଦ୍ଵାରା ସେମାନେ ଲୋକଙ୍କ ଆଗରେ ଭଦ୍ରମୁଖା ପିନ୍ଧା ଲୋକଙ୍କ ଭଳି ଆଚରଣ କରୁଛନ୍ତି।ଏବେ ଅର୍ଚ୍ଚନା ନାଗ ଥା-ନା ରେ ଅଛନ୍ତି। ଯଦି ସେ ମୁହଁ ଖୋଲନ୍ତୁ ତାହେଲେ ବଡ ଧରଣର ଘ-ଟଣା ଘଟିବାର ସମ୍ଭାବନା ରହିଛି ଏବଂ ତାଙ୍କ ଜୀବନକୁ ସମସ୍ୟା ମଧ୍ୟ ରହିଛି।

ଏହି ଘ-ଟଣା ରେ ଅର୍ଚ୍ଚନା ଙ୍କ ପ୍ରତି ଜନସାଧାରଣଙ୍କର ସମର୍ଥନ ରହିଛି କାହିଁକି ନ ସେ ନିଜର ବୁଦ୍ଧି ଖଟାଇ କାମ କରିଛନ୍ତି ଯାହାଦ୍ଵାରା ଯେଉଁମାନେ ଲୋକଙ୍କୁ ଠକି ତାଙ୍କ ଠାରୁ ଅର୍ଥ ନେଉଥିଲେ ସେମାନଙ୍କୁ ଅର୍ଚ୍ଚନା ଠକିଛନ୍ତି।ଯଦି ଅର୍ଚ୍ଚନା ତାଙ୍କ ସ୍ବାମୀ ଓ ତାଙ୍କ ପୁଅ ସହ ମିଶି ରହିବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ ସମସ୍ତଙ୍କ ସାମ୍ନାରେ ସତକଥା ପ୍ରମାଣ ସହ ଦେବାକୁ ପଡ଼ିବ। କଣ ମୁହଁ ଖୋଲିବେ ଅର୍ଚ୍ଚନା? କଣ ସତକଥା ଆସିପାରିବ ଲୋକଲୋଚନକୁ? କଣ ଦ-ଣ୍ଡ ପାଇବେ ସେହି ମନ୍ତ୍ରୀ, ବ୍ୟବସାୟୀ, ବିଲଡର, ଅଭିନେତା ଯେଉଁମାନେ ଏହି କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ଥିଲେ।

Leave a Reply

Your email address will not be published. Required fields are marked *