ମୋ ଭଉଣୀ କୋଉ ସାଇଜର ବ୍ରା ପିନ୍ଧିଛି । ତାର ପିରି-ୟ୍ଡ଼ସ କେବେ ଏସବୁ ରେକ-ର୍ଡିଙ୍ଗ କରି ଭାଇ-ରାଲ କରୁଛି । ଏନେଇ କଣ କହୁଛନ୍ତି ମହିଳାଙ୍କ ଭାଇ ଜାଣନ୍ତୁ ।

ବର୍ତ୍ତମାନ ଏହି ଆଧୁନିକ ଯୁଗର ଯୁବକ ଓ ଯୁବତୀ ମାନେ ପ୍ରେମରେ ପଡି ଏକ ପ୍ରକାରର ଅନ୍ଧ ପାଲଟି ଯାଉଛନ୍ତି । ଯାହା ଫଳରେ ଏହି ଯୁବ ପିଢୀଙ୍କୁ କଣ ଠିକ ଓ କଣ ଭୁଲ ଜାଣି ପାରୁନାହାନ୍ତି । ପ୍ରେମରେ ପଡି ସେମାନେ ଠକା-ମୀର ଶି-କାର ହେଉଛନ୍ତି ।ବିଶ୍ୱାସ ଜନ୍ମେଇ ଲୋକେ ଠ-କି ଦେଉଛନ୍ତି । ଏମାନେ ନିଜର ଜୀବନର ବିକାଶ କରିବାର କଥା ନଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନ-ଷ୍ଟ କରିବାରେ ଲାଗିଛନ୍ତି ।

ତେବେ ଏନେଇ ସେମାନଙ୍କୁ ଅନେକ ପ୍ରକାରର ସମସ୍ୟାରେ ପଡୁଥିଲେ ମଧ୍ୟ କିଛି ପରିବର୍ତ୍ତନ ଦେଖାଯାଏ ନାହିଁ । ତେବେ ବର୍ତ୍ତମାନ ଏହିଭଳି ଏକ ଘ-ଟଣା ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି, ଯେଉଁଠାରେ ଜଣେ ଭାଇ ଅଭି-ଯୋଗ ଆଣିଛନ୍ତି । ଯେଉଁଠି ପାରିବାରିକ ବିବା-ଦର ସମାଧାନ କରିବ ବୋଲି କହି ଭଉଣୀଙ୍କର ବିଭିନ୍ନ ପ୍ରକାରର ଖରାପ କଥା ପଚାରି ତାହାକୁ ରେ-କଡ଼ କରିବା ସହିତ ଫୋଟକୁ ନେଇ ନେ-କେଡ଼ କରିକି ଭାଇରାଲ କରେଇବାର ଧ-ମକ ଦେବାକୁ ଲାଗିଛି ।

ଆଉ ଯାହାପରେ ଭାଇ ଜଣଙ୍କ ଲୋକ ଜଣଙ୍କୁ ଟଙ୍କା ଦେବା ପରେ ବର୍ତ୍ତମାନ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘ-ଟଣା ଉପରେ ଟିକିଏ ନଜର ପକାଇବା । ଯାହା ଜଣା ପଡିଛି କି ନିଜକୁ ସିବିଆଇ ଅଫିସର ବୋଲି କହି ଲୋକ ମାନଙ୍କୁ ଠକା-ମୀର ଶି-କାର କରିଛନ୍ତି । ଆଉ ପାରିବାରିକ ବିବା-ଦକୁ ସମାଧାନ କରିଦେବେ ବୋଲି କହିବା ସହିତ ଲୋକ ଜଣଙ୍କ ମନରେ ବିଶ୍ୱାସ ଜନ୍ମଇ ବାପା ମା ଭଲ ଲୋକଙ୍କର ବାପାଙ୍କୁ ବ୍ୟବହାର କରିବା ପରେ ଠକା-ଇବାକୁ ଲାଗିଥିଲେ ଯୁବକ ଜଣଙ୍କୁ ।

ଆଉ ଯାହା ଜଣା ପଡିଥିଲା କି ଯୁବକଙ୍କ ଭଉଣୀଙ୍କ ସହିତ କଳ-ହର ସମାଧାନ କରିବେ ବୋଲି କହି ତାଙ୍କ ସହିତ ଫୋନରେ କଥା ହେବାକୁ ଲାଗିଥିଲେ । ତେବେ ଭଉଣୀ ଜଣଙ୍କ କେତେ ସାଇଜର ଇନର ଆଉ ପେଣ୍ଟି ପିନ୍ଧନ୍ତି, ତାହା ସହିତ ତାଙ୍କର ପିରି-ୟଡ଼ସ କେବେ ଆସୁଛି ଏହି ଭଳି ପ୍ରଶ୍ନ ପଚାରି ତାହାକୁ ରେ-କଡ଼ିଂ କରିକି ରଖିବା ସହିତ ତାଙ୍କର ଭଲ ଫୋଟକୁ ନେଇକି ଏଡି-ଟିଂରେ ନେ-କେଟ କରେଇ ଦେଇଥିଲେ । ଆଉ ସମ୍ବିତ କୁମାର ମହାନ୍ତି ନାମକ ଏହି ଯୁବକ ଜଣଙ୍କ ଲୋକଙ୍କୁ ଭଉଣୀଙ୍କର ଏହି ଫୋଟ କୁ ଭାଇରାଲ କରିଦେବାର ଧ-ମକ ଦେଇ ଟଙ୍କା ମାଗିଥିଲେ । ସେଥିପାଇଁ ମଞ୍ଚେଶ୍ୱର ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଭାଇ ।

Leave a Reply

Your email address will not be published. Required fields are marked *