ସ୍ୱାମୀର ମୂଲ୍ୟ ଶେଷକୁ 5 ଲକ୍ଷ ଟଙ୍କା, ବିଏମସି ଅଳିଆ ଟ୍ରକ ଧ-କ୍କାରେ ଜଣେ ବ୍ୟକ୍ତିଙ୍କର ଘଟିଛି ମୃ-ତ୍ୟୁ।

ଆଜିକାଲି ଆପଣ ରାସ୍ତାରେ ଘଟୁଥିବା ଅନେକ ଦୁର୍ଘ-ଟଣା ବିଷୟରେ ଶୁଣୁଥିବେ। ଦେଖିବାକୁ ଗଲେ ସଡକ ଦୁର୍ଘ-ଟଣାର ଅନେକ କାରଣ ରହିଥାଏ। କିନ୍ତୁ ଅଧିକାଂଶ ଘ-ଟଣା ବଡ ବଡ ଗାଡି ସହ ଛୋଟ ଗାଡିର ଧ-କ୍କା ବିଷୟରେ ହିଁ ହୋଇଥାଏ। ତେବେ ଆଜିର ଘଟ-ଣା ମଧ୍ୟ କିଛି ଏହିପରି। ବିଏମସି ଆବର୍ଜନା ବୁହା ଗାଡ଼ି ଧ-କ୍କାରେ ଜଣେ ବ୍ୟକ୍ତିଙ୍କର ମୃ-ତ ଘ-ଟିଛି।

ଆଜି ସକାଳୁ ଜଣେ ବୟସ୍କ ବ୍ୟକ୍ତି ସାଇକେଲ ଯୋଗେ ଯାଉଥିବା ବେଳେ ବିଏମସିର ଏକ 6 ଚକିଆ ଅଳିଆ ଟ୍ରକ ତାଙ୍କ ଉପରକୁ ମା-ଡ଼ି ଯାଇଥିଲା।ସେହିଠାରେ ହିଁ ତାଙ୍କର ମୃ-ତ୍ୟୁ ଘଟିଥିଲା। ତେବେ ଘଟଣାଟି ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଅଞ୍ଚଳରେ ଘ-ଟିଛି। ମୃ-ତକ ଜଣକ ହେଉଛନ୍ତି ବାରଙ୍ଗ ବ୍କକ୍ ରାମଦାଶପୁର ପଞ୍ଚାୟତ ବେଣ୍ଟୁଆ ବସ୍ତିର 45 ବର୍ଷ ବୟସ୍କ ରାମ ଗାଗାରାଇ।

ତେବେ ଘଟ-ଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଟ୍ରକ୍‌ ଡ୍ରାଇଭର ଏବେ ଯାଏଁ ମଧ୍ୟ ଫେ-ରାର ଅଛି। ବ୍ୟକ୍ତିଙ୍କର ମୃତ୍ୟୁ ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। କିନ୍ତୁ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କର ଏକ ପ୍ରତି-ଶ୍ରୁତି ପରେ ଗ୍ରାମବାସୀମାନେ ଧାରଣାରୁ ଉଠିଥିଲେ। ମୃତ-କଙ୍କ ପରିବାରକୁ 5ଲକ୍ଷ ଟଙ୍କାର ସହାୟତା ରାଶି ସହ ଜଣେ ସଦସ୍ୟଙ୍କୁ ଚାକିରିର ପ୍ରତି-ଶ୍ରୁତି ଦିଆଯାଇଥିଲା। ଘଟ-ଣାସ୍ଥଳରେ ମେୟର, ବିଏମ୍‌ସି କମିଶନର, ବିଧାୟକ ସୁର ରାଉତରାୟ ମଧ୍ୟ ପହଞ୍ଚିଥିଲେ।

Leave a Reply

Your email address will not be published. Required fields are marked *