ବିନା କୌଣସି ଔଷଧ ଖାଇ ବି ପିରି-ୟଡ୍ସ ଡେ-ଟକୁ କରିପାରିବେ ଲେଟ୍‌, ବାସ୍‌ କରନ୍ତୁ ଏହି କାମ

ଅନେକ ମହିଳା ପିରି-ୟଡ୍ସକୁ ଘୁଞ୍ଚାଇବା ପାଇଁ ନାନା ପ୍ରକାର ଔଷଧ ଖାଇଥାନ୍ତି। କିନ୍ତୁ ଅନେକ ଥର ଏପରି ହୁଏ ଯେ କିଛି ମହିଳାଙ୍କ ଉପରେ ସେହି ମେଡିସିନର ସାଇଡ ଇ-ଫେକ୍ଟ ଦେଖା ଦେଇଥାଏ। ଯାହାଦ୍ୱାରା ମହିଳାଙ୍କୁ ବହୁ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ପିରି-ୟଡ୍ସ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ମହିଳାଙ୍କର ପ୍ରତ୍ୟେକ ମାସରେ ହୋଇଥାଏ। ପିରିୟଡ୍ସ ସମୟରେ ମହିଳାଙ୍କର ମନ ଖରାପ ରହିବା, ବିରକ୍ତି ଭାବ ଏବଂ ପେଟ କା-ଟିବା ଆଦି ସଂକେତ ଦେଖା ଦେଇଥାଏ, ଯାହା ଏକ ସାଧାରଣ କଥା।

କିନ୍ତୁ ମହିଳାମାନଙ୍କୁ ସେତବେଳେ ସମସ୍ୟା ଦେଖାଦେଇଥାଏ ଯେତେବେଳେ ମହିଳାଙ୍କୁ ଠିକ ପିରି-ୟଡ୍ସ ସମୟରେ କୌଣସି ପାର୍ଟି ଫଙ୍କସନ୍‌ କିମ୍ବା ପର୍ବ ପର୍ବାଣୀରେ ରେ ଯୋଗ ଦେବାକୁ ଥାଏ। ତେବେ ଏପରି ସମୟରେ ଅନେକ ମହିଳା ପିରି-ଡ୍ସକୁ ଘୁଞ୍ଚାଇବା ପାଇଁ ଔଷଧ ଖାଇଥାନ୍ତି।

କିନ୍ତୁ ଯଦି ଆପଣ ମଧ୍ୟ ବିନା କୌଣସି ଔଷଧ ଖାଇ ନିଜ ପିରି-ୟଡ୍ସକୁ ଡିଲେ କରିବାକୁ ଚାହୁଁଛନ୍ତି ତେବେ କିଛି ଘରୋଇ ଉପଚାର ରହିଛି, ଯାହା ଆପଣଙ୍କୁ ପିରି-ୟଡ୍ସର ଦିନ ଘୁଞ୍ଚାଇବା ପାଇଁ ସାହାଯ୍ୟ କରିବ।

ମସଲାଯୁକ୍ତ ଖାଦ୍ୟ।

ଯଦି ଆପଣଙ୍କର ପିରି-ୟଡ୍ସ କିଛି ଦିନ ବିଳମ୍ବରେ ହେଉ ବୋଲି ଆପଣ ଚାହଁଛନ୍ତି ତେବେ ଲଙ୍କା, ଗୋଲମରୀଚ ଏବଂ ରସୁଣ ଭଳି ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଡାକ୍ତରଙ୍କ ଅନୁଯାୟୀ ମସଲାଯୁକ୍ତ ଖାଦ୍ୟ ଶରୀରକୁ ଗରମ ପ୍ରଦାନ କରିଥାଏ ଏବଂ ଶରୀରରେ ର-କ୍ତ ବହୁତ ଜୋରରେ ପ୍ରବାହିତ ହୋଇଥାଏ, ଯାହାଦ୍ୱାରା ପିରି-ୟଡ୍ସ ଶୀଘ୍ର ହେବାର ସମ୍ଭବନା ବଢିଯାଏ। ସେଥିପାଇଁ ଯଦି ପିରି-ୟଡ୍ସ ବିଳମ୍ବରେ ହେଉ ବୋଲି ଚାହୁଁଛନ୍ତି ତେବେ ରସୁଣ, ଗୋଲମରୀଚ, ଲଙ୍କା, ଡାଲିଚିନି, ଲବଙ୍ଗ ଭଳି ମସଲାକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ।

ଲେମ୍ବୁ।

ଏଥିରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥାଏ। ଲେମ୍ବୁ ପିରି-ୟଡ୍ସକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଏହା ପିରି-ୟଡ୍ସ ସମ୍ବନ୍ଧୀତ ଅସୁବିଧାକୁ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ। ଏହି ଉପାୟକୁ ରୋକିବା ପାଇଁ ଆପଣ ଗରମ ପାଣିରେ 2-3 ଚାମଚ ଲେମ୍ବୁ ରସ ମିଶାଇ ପିଅନ୍ତୁ।

ଜୁଆଣି ପତ୍ର।

ଜୁଆଣି ପତ୍ରରେ ଭିଟାମିନ B 12, K , C ଏବଂ A ରହିଥାଏ। ଜୁଆଣିର 2 ଟି ପତ୍ର ପାଣିରେ ସିଝାଇ ଥଣ୍ଡା କରି ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଆପଣଙ୍କ ପିରି-ୟଡ୍ସରେ ବିଳମ୍ବ ହେବା ସହିତ ଶରୀରରେ ବି-ଷାକ୍ତ ପଦାର୍ଥ ମଧ୍ୟ ବାହାରିଯାଏ।

ଜିଲେଟିନ୍‌।

ଜିଲେଟିନ୍‌ ପିରି-ୟଡ୍ସର ସମ୍ପୂର୍ଣ୍ଣ ପ୍ରକ୍ରୀୟାକୁ ଧୀମା କରିଦିଏ। ଆପଣଙ୍କର ଯେତେବେଳେ ମଧ୍ୟ ପିରି-ୟଡ୍ସକୁ ବିଳମ୍ବ କରାଇବାର ଥିବ ଆପଣ ଜିଲେଟିନର ଗୋଟେ ପ୍ୟାକେଟ ନିଅନ୍ତୁ ଏବଂ ସେଥିରେ ପାଣି ମିଶାଇ ପିଅନ୍ତୁ। ଏହି ପାଣିକୁ ଦିନରେ ପ୍ରାୟ 2-3 ଥର ସେବନ କରନ୍ତୁ। ଏହା ପିରି-ୟଡ୍ସକୁ ଗୋଟେ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ବିଳମ୍ବ କରାଇପାରେ।

ଆପ୍ପଲ ସାଇଡର ଭିନେଗାର।

ଆପଣ ଗୋଟେ ଗ୍ଲାସ ପାଣିରେ 3 ଚାମଚ ଆପ୍ପଲ ସାଇଡର ଭିନେଗାର ମିଶାଇ ପ୍ରାୟ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଦିନରେ ତିନି ଥର ପିଅନ୍ତୁ। ଏହି ଉପାୟକୁ କରିବା ଦ୍ୱାରା ପିରି-ୟଡ୍ସ ପ୍ରାୟ ଗୋଟେ ସପ୍ତାହ ପର୍ଯ୍ୟନ୍ତ ବିଳମ୍ବ ହୋଇପାରେ। ଆପ୍ପଲ ସାଇଡର ଭିନେଗାର ଆପଣଙ୍କର ପିରି-ୟଡ୍ସକୁ ଘୁଞ୍ଚାଇବାରେ ଏକ ବହୁତ ପ୍ରଭାବଶାଳୀ ଘରୋଇ ଉପାୟ ଅଟେ। ଏହା କେବଳ ଆପଣଙ୍କ ପିରି-ୟଡ୍ସର ସମୟକୁ ବିଳମ୍ବ କରାଇନଥାଏ ବରଂ ପିରି-ୟଡ୍ସ ସମୟରେ ହେଉଥିବା ର-କ୍ତ ପ୍ରବାହକୁ ମଧ୍ୟ କମ୍‌ କରିଥାଏ।

Leave a Reply

Your email address will not be published. Required fields are marked *