ଜ-ଳିଲା ଏକା ସାଙ୍ଗରେ 5 ଜୁଇ, ଶୋ-କରେ ବୁଡ଼ିଗଲା ସମ୍ପୂର୍ଣ୍ଣ ଗାଁ, ଜାଣନ୍ତୁ ସମ୍ପୂର୍ଣ୍ଣ ଘ-ଟଣା।:-

କମାକ୍ଷାନଗର ଉପଖଣ୍ଡର ମୁକ୍ତାପଶି ଛକରେ ରବିବାର ଦିନ ଘଟିଥିବା ସଡକ ଦୁର୍ଘ-ଟଣାରେ ପାଞ୍ଚ ଜଣଙ୍କର ମୃ-ତ୍ୟୁ ହୋଇଯାଇଛି। ଏହି ଦୁର୍ଘ-ଟଣା ପରେ ଏବେ ବାଙ୍ଗୁରା ଗାଁରେ ଶୋ-କର ଲହରୀ ଖେଳିଯାଇଛି। ଦୁଃଖରେ କା-ନ୍ଦି କା-ନ୍ଦି ମାଟିରେ ଗାଡିଯାଉଛନ୍ତି ପରିବାର ସଦସ୍ୟ। ଜଣେ ସ୍ତ୍ରୀ ନିଜ ସ୍ବାମୀକୁ ହରାଇ କା-ନ୍ଦୁଛି ତ ଆଉ ଜଣେ ନିଜ ପୁଅକୁ ହରାଇ କା-ନ୍ଦୁଛି। ଏ ଦୃ-ଶ୍ୟକୁ ଦେଖିଲେ ଆପଣଙ୍କ ଛାତି ଥ-ରିଯିବ ଏବଂ ଆପଣ ମଧ୍ୟ କା-ନ୍ଦିବାକୁ ବାଧ୍ୟ ହେବେ।

ମୁକ୍ତାପଶି ଗ୍ରାମକୁ ମହୁଲ ପେଶୀବାକୁ ଏକ ଅଟୋ ଯୋଗେ ବାଙ୍ଗୁରା ଗ୍ରାମରୁ 5 ଜଣ ରବିବାର ଦିନ ସକାଳୁ ବାହାରିଥିଲେ। ଏହାପରେ ମୁକ୍ତାପଶି ଗ୍ରାମ ନିକଟ ଦେଇ ଆସୁଥିବା ଏଜ କୋଇଲା ବୋଝେଇ ଟ୍ରକ ଅଟୋଟିକୁ ଧ-କ୍କା ଦେଇଥିଲା। ଫଳରେ ଘଟ-ଣାସ୍ଥଳରେ 5 ଜଣଙ୍କର ମୃ-ତ୍ୟୁ ହୋଇଥିଲା।

ଏହି ଖବର ପାଇବା ପରେ ମୃତ-କଙ୍କ ପରିବାରର ପାଦ ତଳୁ ମାଟି ଖସିଗଲା।ସଡକ ଦୁର୍ଘ-ଟଣାରେ ଗୋଟିଏ ପରିବାରର ବାପ ପୁଅ ସମେତ ଆଉ ତିନିଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଏବେ ସମ୍ପୂର୍ଣ୍ଣ ବାଙ୍ଗୁରା ଗ୍ରାମବାସୀ ଦୁଃ-ଖରେ ଭାଙ୍ଗପଡିଛନ୍ତି।

ଦୁର୍ଘ-ଟଣା ଘଟାଇଥିବା ଟ୍ରକକୁ ପୋ-ଲିସ ଜ-ବତ କରିଛି କିନ୍ତୁ ଟ୍ରକ ଡ୍ରାଇଭର ଫେ-ରାର ଥିବା ଜଣାପଡିଛି। ବର୍ତ୍ତମାନ ତ-ଦନ୍ତ ଜାରି ରହିଥିବା ବେଳେ ପୋ-ଲିସ ଟ୍ରକ ଡ୍ରାଇଭରକୁ ଖୋଜୁଛି।

ଏହି ଘ-ଟଣା ଜାଣିବାପରେ ସେଠାର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଦୁର୍ଘ-ଟଣା ସ୍ଥଳକୁ ଯାଇ ଗଭୀର ଦୁଃ-ଖ ପ୍ରକାଶ କରିବା ସହ ମୃ-ତକ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପରିବାରକୁ 1 ଲକ୍ଷ ଟଙ୍କା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *