ସ୍ଵାମୀ ସାମ୍ନାରେ ୫ ବର୍ଷ ଧରି ପ୍ରେମ କରୁଥିଲେ ପ୍ରେମିକ, ସ୍ଵାମୀ ମଧ୍ୟ ରାଜି ହୋଇଗଲା।

ବନ୍ଧୁଗଣ ଗତ 24 ତାରିଖ ଦିନ ବ୍ରାହ୍ମଣ ଗାଁର ଗଙ୍ଗାଧର ଦାସଙ୍କ ବାପା ବୈଷ୍ଣବ ଚରଣ ଦାସ ଏକ ଅଭି-ଯୋଗ କରିଥିଲେ ଯେ, ତାଙ୍କର ଯେଉଁ ଭାଇ ଅଛି ରଙ୍ଗାଧର ଦାସଙ୍କୁ ତାଙ୍କ ନିଜ ସ୍ତ୍ରୀ ରତ୍ନମଣି ଦାସ ଆଉ ସ୍ତ୍ରୀଙ୍କ ପ୍ରେମିକ ଅସିତ କୁମାର ଶତପଥି ମିଶି ତାଙ୍କର ହ-ତ୍ୟା କରିଛନ୍ତି । ସ୍ତ୍ରୀ ରତ୍ନମଣି ଦାସ ଆଉ ତାଙ୍କ ପ୍ରେମିକ ଅସିତ କୁମାର ଶତପଥିଙ୍କ ମଧ୍ୟରେ ଅବୈ-ଧ ସ-ମ୍ପର୍କ ଥିଲା ଆଉ ଏ ସମ୍ପ-ର୍କକୁ ବିରୋ-ଧ କରୁଥିଲେ ରଙ୍ଗାଧର ଦାସ ।ଜଣେ ବ୍ୟକ୍ତିଙ୍କର ହ-ତ୍ୟା ହୋଇଛି ଆଉ ପରିବାର ଲୋକଙ୍କ ଅଭି-ଯୋଗ କ୍ରମେ ସେହି ବ୍ୟକ୍ତିଙ୍କ ପତ୍ନୀ ଓ ତାର ପ୍ରେମିକ ଉକ୍ତ ବ୍ୟକ୍ତିଙ୍କୁ ହ-ତ୍ୟା କରିଛନ୍ତି ।

ପ୍ରେମିକ କଥା ତ ଛାଡନ୍ତୁ କାରଣ ଏବେ ସମସ୍ତେ ପର-କ୍ରିୟା ପ୍ରୀ-ତିରେ ଲୀନ ହୋଇ ରହିଛନ୍ତି ହେଲେ ସ୍ତ୍ରୀଙ୍କ କଥା ଶୁଣିଲେ ଆପଣ ମାନେ କୌଣସି ମହିଳାଙ୍କୁ ବିବାହ କରିବା ପୂର୍ବରୁ 10 ଥର ଚିନ୍ତା କରିବେ । ତେବେ ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ ସିଧା ସିଧା କହିଛନ୍ତି ଯେ, ସେ ତାଙ୍କ ପ୍ରେମିକ ସହ ରହିବେ ।

ଜଣେ ବ୍ୟକ୍ତିଙ୍କର ହ-ତ୍ୟା ହୋଇଛି ଆଉ ପରିବାର ଲୋକଙ୍କ ଅଭି-ଯୋଗ କ୍ରମେ ସେହି ବ୍ୟକ୍ତିଙ୍କ ପତ୍ନୀ ଓ ତାର ପ୍ରେମିକ ଉକ୍ତ ବ୍ୟକ୍ତିଙ୍କୁ ହ-ତ୍ୟା କରିଛନ୍ତି ।ତେବେ ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ ସିଧା ସିଧା କହିଛନ୍ତି ଯେ, ସେ ତାଙ୍କ ପ୍ରେମିକ ସହ ରହିବେ ।ଏଭଳି ଅମା-ନୁଷିକ କା-ଣ୍ଡ କରିବା ସତ୍ବେ ବି ମହିଳାଙ୍କ ଆଖିରେ ଟିକେ ଲୁ-ହ ନାହିଁ । ତେବେ ବର୍ତ୍ତମାନ ଉକ୍ତ ମହିଳା ଜଣକ ପୋ-ଲିସ ପ-ଞ୍ଜାରେ ଅଛନ୍ତି।ଏହାରି ମଧ୍ୟରେ ମହିଳା ପୁଅ ଗଣମାଧ୍ୟମ ସାମ୍ନାରେ ଏକ ବଡ ବ-ୟାନ ଦେଇଛନ୍ତି ।

ମହିଳାଙ୍କ ପୁଅ କହିଛନ୍ତି-‘ଏ ବୋଉ ତୁ ଆଜି ତୋର କଲା କର୍ମର ଫଳ ପାଇବାକୁ ଯାଉଛୁ । ଇଏ ତ କେବଳ ଆରମ୍ଭ ଆଗକୁ ତୁ ତୋ କଲା କର୍ମର ଫଳ ନିଶ୍ଚୟ ପାଇବୁ ।ଜେ-ଲରେ ଅନ୍ଧାର କୋଠରି ଭିତରେ ଏବେ ତୁ ଦିନ ଗଣିବୁ ।ନିଜ ସ୍ଵାମୀକୁ ରାସ୍ତାରୁ ହଟେଇବା ପାଇଁ ପତ୍ନୀ ରତ୍ନମଣି ଦାସ ଆଉ ପ୍ରେମିକ ଅସିତ କୁମାର ଶତପଥି ତାଙ୍କର ହ-ତ୍ୟା କରିଛନ୍ତି ।

ପରିବାର ଲୋକଙ୍କ ଅଭି-ଯୋଗ କ୍ରମେ ସ୍ତ୍ରୀ ରତ୍ନମଣି ଦାସ ଆଉ ପ୍ରେମିକ ଅସିତ କୁମାର ଶତପଥି ରଙ୍ଗାଧରକୁ ମା-ରି ନଦୀରେ ଫିଙ୍ଗି ଦେଇଥିଲେ । ଗତ 21 ତାରିଖ ଦିନ ଶିମିଳି ମାହାଳ ନଦୀରେ ରଙ୍ଗାଧରଙ୍କ ମୃ-ତ ଶରୀର ଉ-ଦ୍ଧାର ହୋଇଥିଲା । ସେହି ମୃ-ତ ଶରୀର ରଙ୍ଗାଧରଙ୍କର ବୋଲି ତାଙ୍କ ପରିବାର ଲୋକ କହିଥିଲେ ।

ତା ପରେ ଗତ 24 ତାରିଖ ଦିନ ତାଙ୍କ ପରିବାର ଅଭି-ଯୋଗ କରିଲେ ଯେ ତାଙ୍କ ସ୍ତ୍ରୀ ରତ୍ନମଣି ଦାସ ଆଉ ପ୍ରେମିକ ଅସିତ କୁମାର ଶତପଥି ଚକ୍ରାନ୍ତ କରି ରଙ୍ଗାଧରଙ୍କ ହ-ତ୍ୟା କରିଛନ୍ତି । 302 ଆଉ 34 ଦ-ଫାରେ ଏକ ମାମ-ଲା ରୁ-ଜୁ କରାଯାଇ ଥିଲା । ବନ୍ଧୁଗଣ ଏହି ମାମ-ଲା ରୁଜୁ ହେବା ପରେ ପୋ-ଲିସ ଏହି ଘଟ-ଣାର ତ-ଦନ୍ତ କରିଥିଲା । ଆଉ ପ୍ରାଥମିକ ତଦ-ନ୍ତରୁ ଏହା ଏକ ହ-ତ୍ୟା ବୋଲି ପୋ-ଲିସ ଜାଣିବାକୁ ପାଇ ଥିଲା ।

ସେହି ଆଧାରରେ ପ୍ରାଥମିକ ତଦ-ନ୍ତରୁ ଉକ୍ତ ଦୁଇ ଜଣଙ୍କୁ 302, 201 ଓ 34 ଆଇ-ପିସି ଦ-ଫାରେ ଆଜି କୋର୍ଟ ଚା-ଲଣା କରିଛି ପୋ-ଲିସ । ବନ୍ଧୁଗଣ ମୃ-ତଙ୍କ ପତ୍ନୀଙ୍କ କଥା ଯଦି କହିବା ଆପଣ ମୁଣ୍ଡରେ ହାତ ଦେବେ । ସେ ବୁଢୀ ବୟସରେ ପର-କ୍ରିୟା ପ୍ରୀ-ତିରେ ଏତେ ଲୀନ ହୋଇଯାଇଥିଲେ ଯେ, ନିଜ ସ୍ଵାମୀଙ୍କ ହ-ତ୍ୟା କରିବାକୁ ପଛେଇଲେ ନାହିଁ । ସମ୍ପୃ-କ୍ତ ମହିଳାଙ୍କର ଚାରିଟି ଛୁଆ ମଧ୍ୟ ଅଛନ୍ତି ପରିବାର ଲୋକଙ୍କ ସହ ଛୁଆ ମାନେ ବି ମହିଳାଙ୍କୁ ଘୃ-ଣା କରୁଛନ୍ତି ।

Leave a Reply

Your email address will not be published. Required fields are marked *