ବର୍ଷା ଭୋଳ ଆଣିଲେ ଟୁଙ୍ଗୁରୁ ନାଁରେ ଅଭି-ଯୋଗ ; ଦୁଇ ଭରିର ସୁନା ଚେନ,iPhone ଦେଲେ ଟୁଙ୍ଗୁରୁ ମୋତେ ବାହା ହେବ ବୋଲି କହିଲା

ଟୁଙ୍ଗୁରୁଙ୍କୁ ନେଇ ଆସିଛି ଏକ ନୂଆ ଷ୍ଟୋରି । ଧରା ପଡିଛି ଟୁଙ୍ଗୁରୁର ଆଉ ଏକ କାର-ନାମା । କଥା କଥାରେ ମିଛ କହୁଛି ଟୁଙ୍ଗୁରୁ। କ୍ଯାମେରା ଆଗରେ କରୁଛି ମି-ଛ ଅଭିନୟ । ଆଉ କ୍ଯାମେରା ପଛରେ ବର୍ଷାକୁ ନିଜର କରିବ ବୋଲି ଦେଉଛି କଥା ।  ଯାହାର ଏକ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉକି, ଟୁଙ୍ଗୁରୁ ବିବାହର ପ୍ରତି-ଶ୍ରୁତି ଦେଇ ପ୍ରତା-ରଣା କରିଥିବା ଅଭି-ଯୋଗ ଆଣିଥିଲେ ବର୍ଷା । ଏପରିକି ସ୍ୱାମୀ ଓ ୨ ସନ୍ତାନଙ୍କୁ ଛାଡ଼ି ଟୁଙ୍ଗୁରୁଙ୍କୁ ବାହାହେବା ପାଇଁ ଭରତପୁର ଥା-ନାରେ ବସି ରହିଥିଲେ ବର୍ଷା

ଆଉ ସେପଟେ ଟୁଙ୍ଗୁରୁ ଭୋଳ ବର୍ଷା ତାଙ୍କୁ ନିଜ ଘରେ ଜବ-ରଦସ୍ତି ବ-ନ୍ଦୀ କରି ରଖିଥିଲେ ବୋଲି ଅଭିଯୋଗ ଆଣିଥିଲେ ଟୁଙ୍ଗୁରୁ । ସେ ଆହୁରି କହିଥିଲେ ବର୍ଷାଙ୍କ ସହ କୌଣସି ସ-ମ୍ପର୍କ ମୋର ନାଇଁ । ମୁଁ ତାର ପୁଅ ବୟସର । ବର୍ଷା ତାଙ୍କୁ ଏକତରଫା ପ୍ରେମ କରୁଥିଲେ । ତେବେ ପରେ ପୋଲି-ସକୁ ମାମ-ଲା ଯିବା ପରେ ପରସ୍ପର ପରସ୍ପରଙ୍କ ଉପରେ ଦୋ-ଷ ଲଦାଲଦି ହୋଇଥିଲେ । ଆଉ ଏବେ ସେସବୁ ବିଷୟରେ ମିଡ଼ିଆ ସାମ୍ନାରେ ନିଜର ପ୍ରତି-କ୍ରିୟା ରଖିଛନ୍ତି ବର୍ଷା ଭୋଳ ।

ବର୍ଷା ଭୋଳ ମିଡ଼ିଆ ସାମ୍ନାରେ କହିଛନ୍ତି କି, “ଟୁଙ୍ଗୁରୁ ଭୋଳ ମିଡ଼ିଆ ଆଗରେ ବାରମ୍ବାର ଯେ କହୁଛନ୍ତି ମୁଁ ତାଙ୍କୁ ଗାମୁଛା ପିନ୍ଧାଇ ଗୋଟେ ଘରେ ବନ୍ଦୀ କରିକି ରଖିଥିଲି ତାହା ହେଉଛି ସମ୍ପୂର୍ଣ ମି-ଛ କଥା । ଆଗରୁ ରଖୁଥିଲି କାଇଁ ଏବେ ତୋ ରଖି ପାରୁନି । ଆଗରୁ କଣ ଛୋଟ ପିଲା ଥିଲେ ଆଉ ଏବେ ସଙ୍ଗେ ସଙ୍ଗେ ବଡ଼ ହୋଇଗଲେ । ସେ ନିଜ ଇଚ୍ଛାରେ ମୋ ଘରକୁ ଆସୁଥିଲେ ଆଉ ଏବେ ମି-ଛରେ ମୋ ନାଆଁ ରେ ଅ-ପପ୍ର-ଚାର କରୁଛନ୍ତି ।

କାଲି ମଧ୍ୟ ତାଙ୍କ ବାପା ମାଆଙ୍କ ଉପସ୍ଥିତିରେ ଟୁଙ୍ଗୁରୁ ଭୋଳ ମୋତେ ଫୋନ୍ କରି କହିଲା କି ତାକୁ ଦୁଇ ଭରିର ସୁନା ଚେନ ଆଉ ଗୋଟେ ଆଇ ଫୋନ୍ ଆଉ ସୁନା ମୁଦି ୪ ହଳ ଦେଲେ ଯାଇ ସେ ମୋତେ ବାହା ହେବ । ସେ ଆହୁରି ମୋତେ ୫ ଲକ୍ଷ ଟଙ୍କାର ଡିମାଣ୍ଡ କରିଥିଲେ । ହେଲେ ମୁଁ ଗରିବ ଛୁଆ ମୋ ପାଖରେ ୫ ଲକ୍ଷ ଟଙ୍କା କେଉଁଠି ଆସିବ । ସେଥିପାଇଁ ଟୁଙ୍ଗୁରୁ ଭୋଳ ମିଡ଼ିଆ ସାମ୍ନାରେ ଏତେ ବଡ଼ ଡ୍ରାମା କଲେ । ଟୁଙ୍ଗୁରୁ ଭୋଳ ନିଜ ବୟସ ୨୦/୨୧ ବର୍ଷ ଯେଉଁ କହୁଛନ୍ତି ତାହା ମଧ୍ୟ ସମ୍ପୂର୍ଣ ମି-ଛ ବୋଲି ବର୍ଷା ଭୋଳ କହିଛନ୍ତି । ଟୁଙ୍ଗୁରୁ ଭୋଳକୁ ୨୪ ବର୍ଷ ଆଉ ତାଙ୍କୁ ୨୮ ବର୍ଷ ବୋଲି ସେ କହିଛନ୍ତିି ।

Leave a Reply

Your email address will not be published. Required fields are marked *