ସପ୍ତାହ ଭିତରେ ମୋର ଆଉ ଟୁଙ୍ଗୁରୁ ଭୋଳର ଡିଏନଏ ଟେଷ୍ଟ କରନ୍ତୁ ..ଜଣା ପଡ଼ିଯିବ ଯେ ସ-ମ୍ପର୍କ ଅଛି କି ନାହିଁ

ଜଣେ ମହିଳା ଭରତପୁର ଥା-ନାରେ ବସି ଟୁଙ୍ଗୁରୁ ଭୋଳ ନାମକ ଜଣେ ବ୍ୟକ୍ତି ତାଙ୍କୁ ଭଲ ପାଆନ୍ତି ଏବଂ ସେ ତାଙ୍କୁ ମନ୍ଦିରରେ ବାହା ହୋଇଥିଲେ।ବର୍ତ୍ତମାନ ସେ ଥା-ନାରେ ହିଁ ବାହା ହେବେ ବୋଲି କହିଛନ୍ତି।କିନ୍ତୁ ସେ ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି ବୋଲି ମହିଳା ଜଣଙ୍କ କହିଥିଲେ।ବର୍ତ୍ତମାନ ଟୁଙ୍ଗୁରୁ ଭୋଳ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତି-କ୍ରିୟା ଦେଇଛନ୍ତି।ସେ କହିଛନ୍ତି ଯେ ମହିଳା ଜଣଙ୍କ ତାଙ୍କୁ ପ୍ରଥମେ ଫୋନ ନମ୍ବର ମାଗିଥିଲେ।ତାପରେ ଯୁଆଡେ ଯିବାର ଥିବ ତାଙ୍କୁ କଲ୍ କରି କୁହନ୍ତି।

ତେଣୁ ଟୁଙ୍ଗୁରୁ ଭୋଳ ତାଙ୍କୁ ନବା ଆଣିବା କରିଲେ।ତାପରେ ଅଟୋ ରେ ଯିବା ବେଳେ ତାଙ୍କ ସହିତ ଫଟୋ ଉଠାଇଥିଲେ।ଏବଂ ତାପରେ ତାଙ୍କୁ ବ୍ଲା-କ ମେଲ୍ କରିଥିଲେ।ସେ ତାଙ୍କୁ କେଉଁ ମନ୍ଦିର କୁ ନେଇ ବାହା ହୋଇ ନାହାନ୍ତି ବୋଲି ଟୁଙ୍ଗୁରୁ ଭୋଳ କହିଛନ୍ତି।ସେ ବହୁତ ହଇ-ରାଣ କରୁଛନ୍ତି।ବରମୁଣ୍ଡରେ ଏହାର ପ୍ରମାଣ ରହିଛି।ଥରେ ମହିଳା ଜଣଙ୍କ ଟୁଙ୍ଗୁରୁ ଭୋଳ ଙ୍କୁ ବାଡେଇ ତାଙ୍କ ମୋବାଇଲ୍ ଭା-ଙ୍ଗି ଦେଇଥିଲେ।।ଆଉ ତା ପରେ ବର୍ଷା ଯାଇ ତାଙ୍କୁ ନୂଆ ଫୋନ ଆଣି ଦେଇଥିଲେ।

ଏବେ ଟୁଁଙ୍ଗୁରୁ ର ବହୁତ ଗୀତ ଆସୁଛି ଆଉ ସେ ସେଲିବ୍ରିଟି ହୋଇ ଗଲେଣି। ଏହା ଦେଖି ବର୍ଷା କହିଛନ୍ତି ଯେ ମୁ ବହୁତ ଖୁସି ମୋ ଟୁଁଙ୍ଗୁରୁ ସେଲିବ୍ରିଟି ହୋଇଗଲା ଆଉ ସେ ମୋତେ କହୁଛି କି ସେ ମୋତେ ନବ ବୋଲି ।କିନ୍ତୁ ସେ କେମେରା ଆଗରେ ମି-ଛ କହୁଛି କି ସେ ମୋତେ ଭଲ ପାଉନାହାନ୍ତି। କିନ୍ତୁ ଭିତରେ ଭିତରେ ମୋତେ ଭଲ ପାଉଛନ୍ତି ଯାହା ସେ କହିବା ପାଇଁ ଚାହୁଁନାହାନ୍ତି ।ସେ କହିଛନ୍ତି କି ମୋତେ ଫିଲିମ କରିବା ପାଇଁ ଇଛା ନାହିଁ କିଛି ମୋତେ ରାତି ୪ଟା ରେ ଫୋନ କଲେ ଆଉ ମୋ ଘରେ ଗାଡି ଲଗାଇଲେ ମୁ ଆଉ ମୋନା କଲି ନାହିଁ ପୋଳେଇଗଲି ।

ସମସ୍ତେ ଜାଣିଛନ୍ତି ବର୍ଷା କେତେ ଭଲ ପା ଟୁଁଙ୍ଗୁରୁ କୁ ସେଇଟା କହି ହବନି ।ସେ ମୋ ସହ ସ-ମ୍ପର୍କ ରଖିବା ପାଇଁ ଚାହୁଁଛନ୍ତି ବୋଲି ସେ ମୋ ପାଖ ରୁ ନୂଆ ଫୋନ ନେଲେ ମୋ ସହ କଥା ହେବେ ବୋଲି ତାଙ୍କ ର ମୋ ଟଙ୍କା ଉପରେ ନଜର ଅଛି ।ମୁ ତାଙ୍କ ସହ ସବୁ ଦିନେ କଥା ହଉଚି କିନ୍ତୁ ଆଜି କଥା ହେଇନି ।ସେ କହିଛନ୍ତି କି ସେ ସବୁ ଦିନେ କା-ନ୍ଦୁଛ-ନ୍ତି କାହିଁକି ନା ଯଦି ଗୋଟେ ଯୁବକ ତମ ସହ ସବୁ କରିବ ଆଉ ତମକୁ ଭଲ ପାଇବ,ତାପରେ କହିବ ମୋ ତାକୁ ଜାଣିନି ସେ ମୋ ଭାଉଜ କେମିତି ଲାଗିବ ସେଥିପାଇଁ ମୁ କା-ନ୍ଦୁଚି

Leave a Reply

Your email address will not be published. Required fields are marked *