ସାବିତ୍ରୀ ବ୍ରତ ପାଳିଥାଆନ୍ତା ସ୍ତ୍ରୀ । ହେଲେ ଘରେ ପହଁଚିଲା ସ୍ୱାମୀର ମୃ-ତ ଦେହ । ଆଉ କାନ୍ଦି କାନ୍ଦି ଚେ-ତାଶୁ-ନ୍ୟ ହୋଇପଡୁଛି ସ୍ତ୍ରୀ ।

ତେବେ ବନ୍ଧୁଗଣ ଓଡ଼ିଆ ରୀତି ନୀତି ଅନୁସାରେ ବିଶ୍ୱାସ ରହିଛି ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳ କାମନା କରି ସଧବା ନାରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି । ପ୍ରତ୍ୟେକ ନାରୀ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ଦେବୀ ସାବିତ୍ରୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ମନାଯାଇ ଥାଏ ଯେ ସାବିତ୍ରୀଙ୍କ ପତିବ୍ରତା ଆଗରେ ସ୍ଵୟଂ ଯମରାଜ ମଧ୍ୟ ପରାସ୍ତ ହୋଇ ଯାଇଥିଲେ । ସେଥିପାଇଁ ତୋ ଦେବୀ ସାବିତ୍ରୀଙ୍କୁ ଓଡ଼ିଶାର ପୁରପଲ୍ଲୀରେ ସ୍ତ୍ରୀ ମାନେ ଉପାସନା କରିଥାନ୍ତି ଯେପରି ସେମାନଙ୍କ ସ୍ବାମୀମାନେ ମଧ୍ୟ ମୃ-ତ୍ୟୁକୁ ଜୟ କରି ପାରିବେ ଏବଂ ଦୀର୍ଘାୟୁ ହେବେ ।

ତେବେ ବର୍ତମାନ ସମୟରେ କିନ୍ତୁ ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ବିରିବାଡି ପଞ୍ଚାୟତ ଛକଡ଼ିପୁର ଗ୍ରାମରେ । ସାବିତ୍ରୀ ବ୍ରତ ଦିନ ଘରେ ଆସି ପହଁଚିଲା ସ୍ୱାମୀର ମୃ-ତ ଶରୀର । ଆଉ ସ୍ୱାମୀର ଶ-ବ ପାଖରେ ବସିରହି ସ୍ତ୍ରୀ ବାହୁନି ବାହୁନି କା-ନ୍ଦୁ-ଛି ଆଉ କହୁଛି କି ଠକା ଠ-କିଦେଲା ଲୋ ମୋତେ । ଏବେ ମୁଁ ତା ବିନା କେମିତି ବଞ୍ଚିବି । ତାକୁ ଫେରାଇ ଆଣିଦିଅ ମୋ ପାଖକୁ । ଚି-ତ୍କା-ର କରି ଗଳା ଫଟାଇ ରାସ୍ତାରେ ଗଡପଡ ହୋଇ କୋହଭରା କଣ୍ଠରେ କା-ନ୍ଦୁଛନ୍ତି ମହିଳା ଜଣକ ।

କେତେବେଳେ ଚେ-ତା ଶୂ-ନ୍ୟ ହୋଇ ଯାଉଛନ୍ତି ତୋ କେତେବେଳେ ପାଟି ଲାଖି ଯାଉଛି । ଆଖିରୁ ଲୁହ ସମୁଦ୍ର ପରି ବୋହି ଚାଲିଛି । ସାମ୍ନାରେ ପଡିଛି ସ୍ୱାମୀର ମୃ-ତ ଦେହ ଆଉ ଦିନ ହେଉଛି ସାବିତ୍ରୀ ବ୍ରତ । ଶଙ୍ଖା ସିନ୍ଦୂର ପିନ୍ଧି ସଜବାଜ ହୋଇ ସ୍ଵାମୀ ପାଇଁ କେତେ ପୂଜା କରିଥିଲା ସ୍ତ୍ରୀ । କିନ୍ତୁ ଘରେ ପହଞ୍ଚିଲା ସ୍ୱାମୀର ମୃ-ତ ଦେହ । ଆଉ ସ୍ୱାମୀର ଏଭଳି ଅକାଳରେ ଚାଲିଯିବାକୁ ସ୍ତ୍ରୀ ସହିପାରୁନି ଆଉ ତାହା ପୁଣି ସାବିତ୍ରୀ ବ୍ରତ ଦିନରେ । ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ସତ୍ୟବାନ୍ ଙ୍କୁ ପୂଜା କରିବା ବଦଳରେ ହେଉଛି ଏବେ ଶ-ବ ସ-ତ୍କାର ।

ଆଉ ମୁଖା-ଗ୍ନି ଦେଉଛି ପାଞ୍ଚ ବର୍ଷର ପୁଅ । ତେବେ ସୂଚନା ମୁତାବକ ସ୍ଵାମୀ ହୋଲାସ ମହ ବୟସ ୩୫ ବର୍ଷ । ଗୁଜରାଟ ସୁରତ ଯାଇଥିଲେ କାମ କରି ଟଙ୍କା ରୋଜଗାର କରିବାକୁ । ପରିବାର ମୁହଁରେ ଦାନା ଦେବାକୁ । ତେବେ ହାତରୁ ୬୦ ହଜାର ଟଙ୍କା ଦେଇ ବହୁତ ଚେଷ୍ଟା ପରେ ନିଜ ଭିଟାମାଟିରେ ସାବିତ୍ରୀ ବ୍ରତ ଦିନ ପହଞ୍ଚିଛି ସ୍ୱାମୀର ମ-ର ଶରୀର । ଆଉ କା-ନ୍ଦ ବୋବାଳିରେ ଫା-ଟି ପଡୁଛି ପୂରା ଅଞ୍ଚଳ । ତେବେ ମୃ-ତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

Leave a Reply

Your email address will not be published. Required fields are marked *