ଜଣେ ଲୋକ ଆସି ଚୁଲି ଭା-ଙ୍ଗିଦେବ, ଜଣେ ଆସିବ ଜଗନ୍ନାଥଙ୍କୁ ନେଇ ପଳେଇବ ..ତା ହେଲେ କେମିତି ହେବ !

ଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ଭାବନା ସହ ଖେଳାଯାଇଛି ଖେଳ । ଶ୍ରୀମନ୍ଦିର ରୋଷଘରେ ଅଭା-ବନୀ-ୟ ଘ-ଟଣା ଘ-ଟିଛି । ଯେଉଁ ରୋଷଘରକୁ ସବୁଠୁ ବଡ଼ ରୋଷଶାଳା ବୋଲି କୁହାଯାଏ, ସେହି ରୋଷଘରେ ପଶି ୮୦ରୁ ଅଧିକ ଚୁଲିକୁ ଶାବଳରେ ତାଡ଼ି ଦେଇଛନ୍ତି ଦୁ-ର୍ବୃ-ତ । ଏଭଳି ଏକ ସମ୍ବେଦନଶୀଳ ଘଟ-ଣାକୁ ନେଇ ତୀବ୍ର ପ୍ରତି-କ୍ରିୟା ପ୍ରକାଶ ପାଇଛି । ଏଥିଯୋଗୁଁ ଶ୍ରୀମନ୍ଦିରରେ ନୀତି ବିଳମ୍ବ ହେବା ସହ ଭକ୍ତ ମହାପ୍ରସାଦ ପାଇବାରେ ବିଳମ୍ବ ହୋଇଥିଲା । ପ୍ରଶ୍ନ ଉଠୁଛି, ଜଗନ୍ନାଥଙ୍କ ଚୁଲି ଭା-ଙ୍ଗି-ଲା କିଏ ? ଶ୍ରୀମନ୍ଦିର ଇତିହାସରେ ଏପରି ଅଭା-ବନୀ-ୟ ଘ-ଟଣା ଘ-ଟିଛି, ଯାହା ପୂର୍ବରୁ କେବେ ଦେଖା ଯାଇନଥିଲା । କୋଟି କୋଟି ଭକ୍ତଙ୍କ ଭାବନା ସହ ଏପରି ଖେଳ ବୋଧହୁଏ କେବେ ହୋଇନଥିଲା ।

ରୋଷଘରର ୮୦ରୁ ଅଧିକ ଚୁଲି ଭା-ଙ୍ଗିଦେଲେ ଦୁ-ର୍ବୃ-ତ୍ତ । କୋଠ ଭୋଗ ଚୁଲିର ୮୦ ପ୍ରତିଶତ ନ-ଷ୍ଟ । ବଡ଼ଠାକୁରଙ୍କ ଭୋଗ ଓ ମହାପ୍ରସାଦକୁ ନେଇ କୋଟି କୋଟି ଭକ୍ତଙ୍କ ଭାବାବେଗ ଯୋଡ଼ି ହୋଇରହିଛି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇଁ ପୁରୀକୁ ଆସିଥାନ୍ତି । ଯେଉଁ ରୋଷଘରକୁ ସବୁଠୁ ବଡ଼ ରୋଷଶାଳା ବୋଲି କୁହାଯାଏ, ସେହି ରୋଷଘରେ ପଶି ୮୦ରୁ ଅଧିକ ଚୁଲିକୁ ଶାବଳରେ ତାଡ଼ି ଦେଇଛନ୍ତି ଦୁ-ର୍ବୃ-ତ୍ତ ।

ବଡ଼ସିଂହାର ବେଶ ସରିବା ପରେ ରାତି ପହୁଡ଼ ପଡ଼ିଥିଲା । ଆଉ ତା’ପରେ ଶ୍ରୀମନ୍ଦିର ରୋଷଘରେ ଘଟିଛି ଏହି ଅଭା-ବନୀ-ୟ କା-ଣ୍ଡ । ରୋଷଘରେ ପଶି ଶାବଳ ସାହାଯ୍ୟରେ ସପ୍ତପୁରୀ ଚୁଲି, ଏମାର ମଠ ଚୁଲି, ଉତ୍ତରପାଶ୍ୱର୍ ମଠ ଚୁଲି, ବଡ଼ ଓଡ଼ିଆ ମଠ ଚୁଲି, ସାତପୁରୀ ରୋଷ, ପିଠାପୁରୀ ରୋଷ, ତାଡ଼ ପୁରୀ ରୋଷ ଚୁଲି ଭାଙ୍ଗି ଦେଇଛନ୍ତି ଦୁ-ର୍ବୃ-ତ୍ତ । ଏପରିକି କୋଠ ଭୋଗ ଚୁଲିର ୮୦ ପ୍ରତିଶତ ଭା-ଙ୍ଗି ଦେଇଛନ୍ତି । ଏହି ବିଷୟରେ ଜଗନ୍ନାଥଙ୍କ ଜଣେ ଭକ୍ତ ଭଗବାନ ପତି, ଯିଏକି ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତି ସଙ୍ଗୀତ ଭଜନ ପରିବେଷଣ କରନ୍ତି ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଯଦି ଜଣିଏ ଲୋକ ଆଜି ଚୂଲା ଭା-ଙ୍ଗିଦେବ ।

କାଲିକୁ ଯଦି ଜଣେ ଚାହିଁବ ଜଗନ୍ନାଥଙ୍କୁ ଇଚ୍ଛା କରି ନେଇ ପଲାଇଯିବ । ମୁଁ ଇଚ୍ଛା କରିବି କାଲି ବଡ଼ ଦେଉଳକୁ ଭା-ଙ୍ଗି ଦେବି । ତେଣୁ ଏଭଳି ଯଦି ମନକୁ ମନ ଶାସନ ଚାଲିବ ଓଡ଼ିଶାରେ ତାହେଲେ ଏହି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଯେଉଁ ନ-ଷ୍ଟ ହୋଇଯାଉଛି ତେଣୁ ଏଥିରୁ ସ୍ପଷ୍ଟ ଭାବରେ ଜାଣି ହେଉଛି କଳି ଯୁଗର ପରିସମାପ୍ତି ଖୁବ୍ ଶୀଘ୍ର ଘଟିତ ହେବାକୁ ଯାଉଛି । ତେବେ ଏସବୁ ପାଇଁ ଜଗନ୍ନାଥ ପତି ଦାୟୀ କରିଛନ୍ତି ଓଡ଼ିଶା ସରକାର ତଥା ପୋ-ଲି-ସ୍ ପ୍ରଶାସନକୁ । ଏହା ଛଡ଼ା ଅଭି-ଯୁକ୍ତଙ୍କୁ କଠୋର ରୁ ଅତି କଠୋର ଦ-ଣ୍ଡ ମିଳିବା ମଧ୍ୟ ଉଚିତ୍ ।

Leave a Reply

Your email address will not be published. Required fields are marked *