ଆସନ୍ତା ୭ ଦିନ ଯାଏଁ ପ୍ରବଳ ବର୍ଷିବ! ଲୁଚିଯିବେ ସୁର୍ଯ୍ୟ ଘଟି ଆସିବ କଳାହାଣ୍ଡିଆ ମେଘ।

ଆସନ୍ତା ୭ ଦିନ ଯାଏଁ ଦିଶିବନି ଖରା। ଏମିତି ବର୍ଷା ହେବ ଯେ, ଘରୁ ବି ବାହାରି ହେବନି ! ସତର୍କ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ। ଆଜ୍ଞା ହଁ ବନ୍ଧୁଗଣ ଅସନ୍ୟା6 ୭ ଦିନ ପର୍ଯ୍ୟନ୍ତ ଖରା ଦେଖିପାରିବେନି ଲୋକେ। ପ୍ରବଳ ମାତ୍ରାରେ ବର୍ଷା ବର୍ଷିବ। ତା ସାଙ୍ଗକୁ ବହିବ ପବନ ଆଉ ଏମିତି ଘଡଘଡି ମାରିବ ଯେ କାନ ମଧ୍ୟ ସ୍ତବ୍ଧ ହୋଇଯିବ। ଏବେ ଖରା ଯୋଗୁ ଯେମିତି ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଠିକ ସେମିତି ଏତେ ମାତ୍ରାରେ ବର୍ଷା ହେବ ଯେ କେହିବି ଘରୁ ଗୋଡ଼ କାଢି ପାରିବେନାହିଁ। କଳା ହାଣ୍ଡିଆ ମେଘରେ ଲୁଚିଯିବେ ସୂର୍ଯ୍ୟ। ଖରା ପାଇଁ ବିକଳ ହେବେ ଲୋକେ।

ଉତ୍ତର-ଭାରତ ସମେତ ସାରା ଦେଶରେ ଯେଉଁ ଗ୍ରୀଷ୍ମ ପ୍ରବାହ ହେଉଛି ସେଥିରୁ ସାମାନ୍ୟ ତ୍ରାହି ତ ମିଳିବ କିନ୍ତୁ ଧୁମ ଛେଞ୍ଚିବ ବର୍ଷା। ରାଜ୍ୟରେ ଏବେ ଖରା ହେଉଥିବା ବେଳେ ଆଉ କିଛି ଦିନ ପରେ ଥଣ୍ଡା ପଡିଯିବ ପରିବେଶ। ରଜ ବେଳକୁ ଝିପି ଝିପି ବର୍ଷା ସହିତ ତାପମାତ୍ରା କମିବ। ସାମାନ୍ୟ ଆସ୍ୱସ୍ତି ପାଇବେ ରାଜ୍ୟବାସୀ। ତେବେ ପାଣିପାଗ ବିଭାଗ ଆସନ୍ତା କିଛିଦିନ ଭିତରେ ୟୁପି ସମେତ ଅନେକ ରାଜ୍ୟରେ ବର୍ଷା ହେବା ନେଇ ଅନୁମାନ କରିଛି। ପୂର୍ବ ଭାରତରେ ଆସନ୍ତା କାଲି ଠାରୁ ତାପମାତ୍ରାରେ ହ୍ରାସ ଦେଖାଯିବ। ସେହିପରି ୨୮ ଟି ରାଜ୍ୟରେ ମେ ୭ ତାରିଖ ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ଧୂମ ବର୍ଷା ହେବା ନେଇ ୱାନିଂ ଜାରି କରାଯାଇଛି।

ଗତ ୨୪ ଘଣ୍ଟା କଥା ଯଦି ଆମେ କହିବା ତେବେ ପଶ୍ଚିମବଙ୍ଗ ତାମିଲନାଡୁ ଓଡିଶା ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା କର୍ଣ୍ଣାଟକ ଆଦି ଅଞ୍ଚଳରେ ହିଡ୍ରକ ରେକର୍ଡ କରାଯାଇଛି। ରାଇସୀମାର ନାନ୍ଦିଆଲା ଅଞ୍ଚଳରେ ସବୁଠୁ ଅଧିକ ତାପମାତ୍ରା ରହିଛି ୪୬ ଡିଗ୍ରୀ ସେଲସିୟସ। ଭାରତୀୟ ପାଣିପାଗ ବିଭାଗ ଆହୁରି ମଧ୍ୟ ପୂର୍ବାନୁମାନ କରିଛି ଯାହା ହିସାବରେ ଅରୁଣାଞ୍ଚଳ ପ୍ରଦେଶ ମେଘା ଆସାମ ମେଘାଳୟ ମଣିପୁର ମିଜରାମ ମଣିପୁରାରେ ଆସନ୍ତା ୭ ଦିନ ଯାଏଁ ବର୍ଷା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

କିନ୍ତୁ ଏହା ଠାରୁ ମଧ୍ୟ ଅଧିକ ବର୍ଷା ହୋଇପାରେ। ଯାହାକୁ ନେଇ କୌଣସି ସ୍ପଷ୍ଟ ଭାବରେ କିଛି କହି ହେବନାହିଁ। ସେପଟେ ଉତ୍ତରପ୍ରଦେଶରେଏ ୭ ତାରିଖରୁ ୧୧ ତାରିଖରୁ ପ୍ରାୟ ୫ ଦିନ ଯାଏଁ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି। ଏମିତିକି ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀ ୟପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *