ସହି ପାରୁନି ସ୍ୱାମୀ,ଘରେ ମ-ରି ଯାଇଛି ସ୍ତ୍ରୀ କଲ୍ କରି ଚାଲିଛି ସ୍ୱାମୀ।

ଏଇ କଲୋନୀରେ ଭଡ଼ା ଘରେ ରହୁଥିଲା ସ୍ତ୍ରୀ। ମୁମ୍ବାଇରେ ଚାକିରୀ କରୁଥିଲା ସ୍ଵାମୀ। ହେଲେ କିଛି ଦିନ ହେଲାଣି ସ୍ଵାମୀ ଯେତେବେଳେ ଫୋନ୍ କରୁଥିଲା ସେତେବେଳେ ସ୍ତ୍ରୀ ଆଉ ଫୋନ୍ ଉଠାଉ ନଥିଲା। ହେଲେ ସ୍ଵାମୀ କେବେ ଭାବି ନଥିଲା ଯେ ସ୍ତ୍ରୀର ମୃ-ତ ଶ-ବ ପଡ଼ିଛି ଆଉ ତାପାଖରେ କେହି ନାହାଁନ୍ତି।

ଏ ଘରେ ମ-ରି ପଡ଼ିଥିଲା ସ୍ତ୍ରୀ ଆଉ ସ୍ୱାମୀର ଫୋନ୍ କଲ୍ ଉଠାଉ ନଥିଲା। ଆଉ ଆଜି କଲୋନୀର ଲୋକ ମଧ୍ୟ ଆଶ୍ଚର୍ଯ୍ୟ। କେମିତି ଜୀବନ ଗଲା ? କିଏ ହ-ତ୍ୟା କରିଛି ନା ଜୀବନ ହାରିଛନ୍ତି ମହିଳା। ବନ୍ଦ୍ ଘର ଭିତରୁ ମିଳିଛି ମହିଳାଙ୍କ ମୃ-ତ ଦେହ। ସୂଚନା ଅନୁସାରେ ମଧୁସ୍ମିତା ନାୟକ ସ୍ଵାମୀ ମହେଶ୍ୱର ନାୟକଙ୍କ ଘର ଦିଲ୍ଲୀ ଥା-ନା ଅଧୀନ ଗୋଳାପଖୋରୀରେ।

ମହେଶ୍ୱର ନାୟକ ମୁମ୍ବାଇରେ ରହି ଚାକିରୀ କରୁଥିବା ବେଳେ ସ୍ତ୍ରୀ ମଧୁସ୍ମିତା ଅପର୍ତ୍ତିବିନ୍ଧା ନିୟୁ କଲୋନୀରେ ଗତ ଛଅ ମାସ ହେବ ଭଡ଼ାରେ ରହୁଥିଲେ। ସ୍ଵାମୀ ବିଗତ ଚଉ ଦିନ ହେବ ସ୍ତ୍ରୀକୁ ଫୋନ୍ କରି ଆସୁଥିଲେ। ହେଲେ ସ୍ତ୍ରୀ ମଧୁସ୍ମିତା ସ୍ଵାମୀଙ୍କ ଫୋନ୍ ଉଠାଉ ନଥିଲା।ତେବେ ସ-ନ୍ଦେହ ହେବାରୁ ପାଖ ପଡ଼ୋଶୀଙ୍କୁ ମଧ୍ୟ ଫୋନ୍ କରିଥିଲେ ।

କିନ୍ତୁ ବାହାରୁ ଘରେ ଚାବି ପଡ଼ିଥିବା କହିଥିଲେ ପଡ଼ୋଶୀ। ସହି ପାରୁନି ସ୍ଵାମୀ, ଘରେ ମ-ରି ଯାଇଛି ସ୍ତ୍ରୀ। କଲ୍ କରି ଚାଲିଛି ସ୍ଵାମୀ। ମଧ୍ୟ ମୁମ୍ବାଇରୁ କଲ୍ କରି ଚାଲିଥିଲା ସ୍ଵାମୀ। ହେଲେ ସ୍ତ୍ରୀ ଆଉ ଉଠାଇବାକୁ ଜୀବିତ ନଥିଲା। ଦୌଡ଼ି ଆସିଲା ସ୍ଵାମୀ।ତେବେ ସ୍ଵାମୀ ଆସି ପୋ-ଲିସ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ମୃ-ତ ଦେହ ଉ-ଦ୍ଧାର କରିବା ସହ ଏକ ସାଇଣ୍ଟିଫିକ୍ ଟିମ୍ ସହ ସ-ନ୍ଧାନି କୁକୁର ଆଣି ଅଧିକ ତ-ଦନ୍ତ କରୁଛି ପୋ-ଲିସ।

ତେବେ ମଧୁସ୍ମିତାଙ୍କ ଏଭଳି ଚାଲିଯିବା,ସେ ଜୀବନ ହାରିଛନ୍ତି ନା ତାଙ୍କୁ କେହି ହ-ତ୍ୟା କରା ଯାଇଛି ତାହାକୁ ନେଇ ତ-ଦନ୍ତ କରୁଛି ପୋ-ଲିସ୍। ଯାହାକି ଆଗକୁ ଗଲେ ଜଣା ପଡ଼ିବ ସତ। ଆସିକି ଦେଖିଲା ପରେ ଗୋଟେ ଶ-ବ ପଡ଼ିଥିବାର ଦେଖା ଦେଇଛି।ବର୍ତ୍ତମାନ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସିଛନ୍ତି। ପୋଷ୍ଟମୋର୍ଟମ୍ କାଲି ସକାଳେ ହବ। ଏବଂ ସଠିକ୍ ପୋ-ଷ୍ଟମୋ-ର୍ଟମ୍ ହେଲା ପରେ କେଉଁଥି ପାଇଁ ମୃ-ତ୍ୟୁ ହେଲା କେଉଁ କାରଣରୁ ମୃ-ତ୍ୟୁ ହେଲା ତଦନ୍ତ କଲେ ଜଣା ପଡ଼ିବ। ଏଇଟା ଯେହେତୁ ତ-ଦନ୍ତ ଭିତରେ ଅଛି ତ-ଦନ୍ତ ସରିଲେ ସବୁ ଜଣା ପଡ଼ିବ।

Leave a Reply

Your email address will not be published. Required fields are marked *