ଅନନ୍ତ ଆମ୍ବାନୀ ଏତେ ମୋଟା ତା’ପରେ ବି କାହିଁକି ତାଙ୍କୁ ବାହା ହେଉଛନ୍ତି ରାଧିକା।

ଅନନ୍ତ ଆମ୍ବାନୀ ଏବଂ ରାଧିକା ମୋର୍ଚାଲଙ୍କ ବିବାହର ଗ୍ରାଣ୍ଡସେଲିବ୍ରେସନ ଏବେ ଆରମ୍ଭ ହେବାକୁ ଯାଉଛି। ୧ ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଗୁଜୁରାଟ ଜାମୁ ନଗରରେ ସେମାନଙ୍କର ପ୍ରେମ ୱେଣ୍ଡିଂ କାର୍ଯ୍ୟକ୍ରମ ହେବ। ଏମିତି ବି ଫଙ୍କସନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ତେବେ ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ କି ଅନନ୍ତ ଆମ୍ବାନୀ ଯେହେତୁ ଏତେ ମୋଟା ରାଧିକାଙ୍କ ଭଳି ଝିଅ କାହିଁକି ତାଙ୍କୁ ବିବାହ କରୁଛନ୍ତି। ତାଙ୍କୁ ଆଉ କିଏ କୋରଡ ପତିଙ୍କର ପୁଅ ମିଳି ପାରିଥାନ୍ତେ। ତେବେ ଆସନ୍ତୁ ଜାଣିବା ବାସ୍ତବରେ କ’ଣ ରହିଛି ଖାସ କଥା।

ଅନନ୍ତ ଆମ୍ବାନୀ କୁହନ୍ତି ରାଧିକାଙ୍କୁ ପାଇ ମୁଁ ବହୁତ ଖୁସି। ସେ ମୋର ସ୍ୱପ୍ନର ରାଣୀ। ପିଲାଦିନେ ମୁଁ ଭାବୁଥିଲି କି ମୁଁ କେବେବି ବିବାହ କରିବି ନାହିଁ। କାରଣ ମୁଁ ସବୁବେଳେ ପଶୁପକ୍ଷୀଙ୍କ ପ୍ରତି ସମର୍ପିତ ହୋଇ ରହୁଥିଲି। ହେଲେ ରାଧିକାଙ୍କ ସହିତ ଭେଟ ହେବା ପରେ ମୁଁ ଜାଣିବାକୁ ପାଇଲି ଯେ ସେ ମଧ୍ୟ ମୋ ଭଳି। ତାଙ୍କ ମନରେ ବି ପଶୁପକ୍ଷୀଙ୍କ ପ୍ରତି ସ୍ନେହ ଉଦାରତା ଭାବନା ରହିଛି। ଏକ ସାକ୍ଷତ୍କାରରେ ଅନନ୍ତ ଆମ୍ବାନୀ କିଛି ଏମିତି ପ୍ରତିକ୍ରିୟା ଦେଇଛନ୍ତି।

ଜଣାଇ ଦେଉଛୁ ଅନନ୍ତ ଆମ୍ବାନୀଙ୍କୁ ପିଲାଟି ଦିନରୁ ଶାରୀରିକ ସମସ୍ୟା ଦେଇ ଗତି କରିବାକୁ ପଡିଛି। ସ୍ୱ ବିସିଟିର ପୀଡିତ। ନିତା ଆମ୍ବାନୀ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ଅନନ୍ତଙ୍କୁ ଶ୍ୱାସ ରୋଗ ରହିଥିବାରୁ ଓଜନ ହ୍ରାସ କରିବାରେ ତାଙ୍କୁ ସମସ୍ୟା ଭୋଗିବାକୁ ପଡିଥିଲା। ତାଙ୍କର ୱେଟ ଲେସ ଏବଂ ହେଲ୍ଥ ଜନି ନାହିଁ ମାତ୍ର ପରିବାରର ସୋପର୍ଟ କାରଣରୁ ସେ ଏହାକୁ ଦୃଢ଼ତାର ସହିତ ସାମ୍ନା କରିପାରିଛନ୍ତି। ଅନନ୍ତ କୁହନ୍ତି କି ରାଧିକା ତାଙ୍କୁ ନିଜର ହେଲ୍ଥ କେୟାର ଜନୀରେ ପୁରାପୁରୁ ସୋପର୍ଟ କରିଛନ୍ତି। ମୋଟାମୋଟି ଭାବରେ ରାଧିକା ଅନନ୍ତଙ୍କର ଏପରି କଠିନ ପରିସ୍ଥିତିରେ ପିଲର ଭଳି ତାଙ୍କ ସହିତ ଜଡିତ ଥିବା ସେ କହିଛନ୍ତି।

ରାଧିକାଙ୍କ ବ୍ୟତୀତ ତାଙ୍କ ପ୍ୟାରେନ୍ସ ମଧ୍ୟ ଅନନ୍ତଙ୍କୁ କେବେହେଲେ ଅନୁଭବ କରିବାକୁ ଦେଇ ନାହାଁନ୍ତି କି ସେ ରୋଗାକ୍ରାନ୍ତ। ରାଧିକା ସବୁବେଳେ ଅନନ୍ତଙ୍କୁ କୁହନ୍ତି କେବେବି ସାହସ ହାରିବା କଥା ନୁହେଁ। ସବୁବେଳେ ଚେଷ୍ଟା ଜାରି ରଖିବା ଉଚିତ। ଲୋକେ ତାଙ୍କ ଠାରୁ ଆହୁରି ମଧ୍ୟ ଅଧିକ ଅସୁବିଧାରେ ରହିଛନ୍ତି। ତେବେ ଅନନ୍ତଙ୍କୁ ନେଇ ଲୋକେ ବିଭିନ୍ନ ପ୍ରକାରର କଥା କୁହନ୍ତି। ମାତ୍ର ସେ କେବେହେଲେ କାହାରି କଥା ଶୁଣି ନାହାଁନ୍ତି।

ତେବେ ଖୁବଶୀଘ୍ର ଦୁଲ୍ହା ଦୁଲହନ ବନିବାକୁ ଯାଉଛନ୍ତି ଅନନ୍ତ ଆମ୍ବାନୀ ଏବଂ ରାଧିକା ମୋର୍ଚ୍ଚାଲ। ଏଥିପାଇଁ ସେମାନଙ୍କର ଫ୍ୟାନ୍ସ ଏକ୍ସାଇଟେଡ଼ ମଧ୍ୟ ଅଛନ୍ତି। ଦୁହିଁଙ୍କର ପ୍ରିୟ ୱେଣ୍ଡିଂ ବର୍ଥ ଜମୁନଗରରେ ହେବାକୁ ରହିଛି। ୩ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶ ସମେତ ଅନେକ ହାଇ ପ୍ରଫାଇଲ ଗେଷ୍ଟ ମଧ୍ୟ ଉପସ୍ଥିତ ରହିବେ। ଗ୍ଲବାଲ ଲିଡର ଫିଲ୍ମ କଳାକାର ଫଙ୍କକ୍ସନର ଚମକତା ବଢ଼ାଇବେ।

ସଲମାନ ଖାନ ଅକ୍ଷୟ କୁମାର ଅମିତା ଵଚନ ରଜନୀ କାନ୍ତ ଏବଂ ବଲୀଗେନ୍ସଙ୍କ ସମେତ ପ୍ରାୟ ହଜାରେ ଜଣ ଅତିଥି ଏହି ପ୍ରିୟ ୱେଣ୍ଡିଂ ସେଲିବ୍ରେସନରେ ସାମିଲ ହେବାକୁ ଯାଉଛନ୍ତି।

ତେବେ ଦୁହେଁ ଲାଇଫ ପାର୍ଟନର ହେବା ଠିକ କି ନୁହେଁ ଏ ପ୍ରଶ୍ନ ଅନେକଙ୍କ ମନରେ ଆସୁଛି ବାସ୍ତବରେ କିଛି ମିଡ଼ିଆ ରିପୋର୍ଟ ଅନୁସାରେ ଅନନ୍ତ ଆମ୍ବାନୀ ଏବଂ ରାଧିକା ପିଲା ଦିନର ସାଙ୍ଗ।ଯଦିଓ ଦୁହେଁ ଅଲଗା ସ୍କୁଲ କଲେଜରେ ପାଠ ପଢିଛନ୍ତି କିନ୍ତୁ ସେମାନଙ୍କର ଦସ୍ତି ବଜାୟ ରହିଛି। ଯାହା ତାଙ୍କ ଭିତରେ ଥିବା ପ୍ରେମର ଏକ ମୁଖ୍ୟ କାରଣ। ଅନନ୍ତ ଆମ୍ବାନୀଙ୍କର ମୋଟାପା କାରଣ ପରେ ବି ରାଧିକା ତାଙ୍କର ସାଥ ଛାଡି ନାହାଁନ୍ତି।

Leave a Reply

Your email address will not be published. Required fields are marked *