ଟ୍ରେନରୁ ଓଲ୍ହାଇ ରେଳ ଟ୍ରାକରେ ଛିଡା ହୋଇଥିଲେ ଯାତ୍ରୀ, ଦେଖୁ ଦେଖୁ ଆସିଲା ଟ୍ରେନ ଆଉ..

ଆସିଲା ବଡ଼ ଖବର ଆଉ ସବୁଠାରୁ ଦୁଃଖଦ ଖବର। ହଁ ଆଜ୍ଞା ଝାଡ଼ଖଣ୍ଡ ଯମତାରାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଟ୍ରେନ ମାଡି ଯିବାରୁ ୧୨ ଜଣଙ୍କର ଜୀବନ ଚାଲି ଯାଇଛି। ହଁ ଆଜ୍ଞା ଝାଡ଼ଖଣ୍ଡରେ ଯମତାରାରେ ଏଭଳି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ତେବେ ଟ୍ରେନ ମାଡିଯିବାରୁ ୧୨ ଜଣଙ୍କର ଘଟଣା ସ୍ଥଳରେ ଜୀବନ ଚାଲି ଯାଇଛି। ଝାଡ଼ଖଣ୍ଡର କାଲ ଝରିଆ ନିକଟରେ ଏଭଳି ଦୁର୍ଘଟଣା ଘଟିଯାଇଥିବା ଯାହା ସୂଚନା ମିଳିଛି।

ତେବେ ଯାହା ଜଣା ପଡ଼ିଛି ବର୍ତ୍ତମାନ ସୁଧା ୨ଟି ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅନେକ ମୃତ ଦେହକୁ ଆହୁରି ଉଦ୍ଧାର କରାଯାଉଛି। ତେବେ ଘଟଣା ସ୍ଥଳରେ ରେଳବାଇ ପୋଲିସର ଉଦ୍ଧାରକାରୀ ଦଳ ପହଁଚି ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରଖିଛନ୍ତି। ତା ସହିତ ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଉଛି।

ହଁ ଆଜ୍ଞା ଯାହାକି ବର୍ତ୍ତମାନ ସମୟରେ ସବୁଠାରୁ ଦୁଃଖଦ ଏବଂ ବଡ଼ ଧରଣର ଘଟଣା ଝାଡ଼ଖଣ୍ଡର ଯମତାରାରେ ଘଟିଯାଇଛି। ଟ୍ରେନ ମାଡିଯିବାରୁ ୧୨ ଜଣଙ୍କର ଜୀବନ ଚାଲିଯାଇଛି। ତେବେ ଏଭଳି ଘଟଣା ଦେଖି ସମସ୍ତେ ଏବେ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯାଇଛନ୍ତି। ସମସ୍ତେ ମର୍ମାହତ ହୋଇପଡିଛନ୍ତି ଯେ ୧୨ ଜଣଙ୍କର କେମିତି ଏଭଳି ଜୀବନ ଚାଲିଗଲା।

ଝାଡ଼ଖଣ୍ଡରେ କାଲ ଝରିଆ ନିକଟରେ ଏ ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅନେକ ମୃତ ଦେହକୁ ଆହୁରି ଉଦ୍ଧାର କରାଯାଉଛି। ତେବେ ଯେଉଁମାନେ ଆହତ ହୋଇଛନ୍ତି ଯେଉଁମାନେ କ୍ଷତାକ୍ତ ହୋଇଯାଇଛନ୍ତି ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠେଇବାର ବ୍ୟବସ୍ଥା କରାଯାଉଛି।

Leave a Reply

Your email address will not be published. Required fields are marked *