ଗର୍ଭବତୀଙ୍କ ପେଟ ଚିପି ଡାକ୍ତର କରୁଥିଲେ ଏମିତି, ଶେଷରେ ପଡ଼ିଗଲେ ଧରା!

ଡାକ୍ତର ହୋଇ ଏମିତି କାର୍ଯ୍ୟ କରୁଛନ୍ତି। ଡାକ୍ତର ନିଜ ଘରେ ଗର୍ଭ-ବତୀ ମହିଳାଙ୍କୁ ଆଣି ତାଙ୍କ ସହ ଏମିତି କାର୍ଯ୍ୟ କରୁଥିଲେ ଆଉ ଆଜି ଧରା ପଡ଼ୁଛନ୍ତି। ହଁ ଆଜ୍ଞା ଏ ହେଉଛନ୍ତି ଜଣେ ଡ଼ାକ୍ତର। ତାଙ୍କର କାରନାମା ଜାଣିଲେ ଆପଣ ବି ହୋଇ ଯିବେ ଚକିତ। ଗର୍ଭ-ବତୀ ମହିଳାଙ୍କୁ ନିଜ ଘରକୁ ଆଣି ଲି-ଙ୍ଗ ନିରୁପଣ କରୁଥିବା ସମୟରେ ଧରା ପଡ଼ିଗଲେ ଡାକ୍ତର ବାବୁ।ଲି-ଙ୍ଗ ନିରୁପଣ କରୁଥିବା ସମୟରେ ହଠାତ୍ ଘର ଭିତରକୁ ପଶି ଆସିଲେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍। ଏହାକୁ ଦେଖି ଡାକ୍ତର ପୁନ୍ୟ ଶ୍ଳୋ-କ ଦାସ ଭୟ-ଭିତ ହୋଇ ପଡ଼ିଥିଲେ। ଚଢ଼ାଉ ସମୟରେ ଅଲଟ୍ରାସାଉଣ୍ଡ ମେସିନ୍,ଜେ-ଲ୍ ଔଷଧ ଏବଂ ଅନ୍ୟାନ୍ୟ ଆ-ପତ୍ତି ଜନକ ଜିନିଷ କାବୁ କରିଥିଲେ।

ଏହା ସହ ଲି-ଙ୍ଗ ନିରୁପଣ କରିବାକୁ ଆସିଥିବା ମହିଳାଙ୍କୁ ମଧ୍ୟ ଗି-ରଫ କରାଯାଇଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ପୂର୍ବରୁ ଏହି ଡାକ୍ତର ପୁନ୍ୟ ଶ୍ଳୋ-କ ଦାସ ଏହି ସମାନ ଅଭି-ଯୋଗରେ ଦୁଇ ଦୁଇଥର ଗି-ରଫ ହେଇ ଚାକିରିରୁ ନିଲ-ମ୍ବିତ ହୋଇଥିଲେ। ଏହା ପରେ ପୁଣି ଚାକିରିରୁ ଯୋଗ ଦେଇଥିଲେ। ଚିନ୍ତା ଜନକ ବିଷୟ ଯେ ନିଜ ଘରେ ଏଭଳି ଅପ-ରାଧ କରିବା ସେ ପୁଣି ଡାକ୍ତରଙ୍କୁ ରେଡ୍ କରି ଆପ-ତ୍ତି ଜ-ନକ ଜିନିଷ ସହ ଚାଳିଶ ହଜାର ଟଙ୍କା, ଏମିତିକି ତିନି ଜଣ ଦଲାଲଙ୍କୁ ଅଟକ ରଖିଛି ପୋ-ଲିସ୍। ଯେଉଁମାନେ ବିଭିନ୍ନ ଅଞ୍ଚଳରୁ ଗର୍ଭ-ବତୀ ମହିଳାଙ୍କୁ ଆଣି ଏଠାରେ ଲି-ଙ୍ଗ ନିରୁପଣ କରି ଛାଡ଼ି ଦେଉଥିଲେ।

ହେଲେ ଆଜି ସବୁ କାର୍ଯ୍ୟରେ ପୂର୍ଣ୍ଣଛେଦ ପଡ଼ିଛି। ଅନ୍ୟ ପଟେ ଡାକ୍ତର ଜଣକ କହିଛନ୍ତି ତାଙ୍କର ଏହି ମେସିନଟି ଖରାପ ହୋଇଛି। ଏଠି କୌଣସି ଲି-ଙ୍ଗ ନିରୁପଣ କରାଯାଉ ନାହିଁ। ମୋତେ ମି-ଛରେ ଫଶା ଯାଇଛି। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଆଉ ପୋ-ଲିସ୍ ପ୍ରଶାସନର ଏକ ଟିମ୍ ଅଲଟ୍ରାସାଉଣ୍ଡ ଚାଲୁଥିବା ସମୟରେ ଅଭି-ଯୁକ୍ତ ଡ଼ାକ୍ତରଙ୍କ ଘରେ ରେଡ କରିଥିଲେ। ଏବଂ ରେଡ୍ ସମୟରେ ଅଭି-ଯୁକ୍ତ ଜଣକ ଏହି ମେସିନକୁ ବାଥରୁମରେ ଲୁ-ଚାଇ ଦେବାକୁ ଚେଷ୍ଟା କରିଥିଲେ। ଯାହା ପୋ-ଲିସ୍ ଦ୍ୱାରା ଜ-ବତ କରାଯାଇଛି।

ଏହା ସହ ଏଭଳି କାର୍ଯ୍ୟ କରି ଖସିଯିବାକୁ ଚେଷ୍ଟା ମଧ୍ୟ କରୁଥିଲେ ଡାକ୍ତର। କିନ୍ତୁ ତାଙ୍କୁ ପୋ-ଲିସ ଗି-ରଫ କରି ନେଇଛି। ଅନ୍ୟ ପଟେ ଲିଙ୍ଗ ନିରୁପଣ କରିବାକୁ ଆସିଥିବା ମହିଳା ମାନଙ୍କୁ ପୋ-ଲିସ୍ ଅଟକ ରଖି ପଚରା ଉଚରା କରି ଜାରି ରଖିଛି। ଏହା ପୂର୍ବରୁ ଦୁଇ ଦୁଇଥର ଏହି କାର୍ଯ୍ୟରେ ଗି-ରଫ ହୋଇଥିଲେ ବୋଲି କହିଛନ୍ତି ଡାକ୍ତର ପ୍ରଶାନ୍ତ କୁମାର ସାମଲ। ପୂର୍ବରୁ ଏହି କାର୍ଯ୍ୟରେ ଗି-ରଫ ହୋଇଥିବା ଅଭି-ଯୁକ୍ତ ପୁନ୍ୟଶ୍ଳୋକଙ୍କ ବିରୋ-ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ବେଳେ ସେ ପୁନର୍ବାର ଏହି କାର୍ଯ୍ୟ କରୁଥିଲେ। ଏଠି କେବଳ ଦେଖିବାକୁ ବାକି ରହିଲା ପୋ-ଲିସ୍ ତାଙ୍କ ଉପରେ କିଭଳି ଭାବେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି।

Leave a Reply

Your email address will not be published. Required fields are marked *