“ତୁମ ଅଭଦ୍ର ନାଚ ଓ ଭାଷା ଯଦି ବନ୍ଦ କରିବ ତାହେଲେ ନିଶ୍ଚିତ ଭାବେ ରୋଷ୍ଟିଙ୍ଗ ବନ୍ଦ ହେଇଯିବ” : ଗଜପତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଯାତ୍ରା ଜଗତରେ କିଭଳି ଘଟଣା ସବୁ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ । ନିକଟରେ ଧଉଳି ଗଣନାଟ୍ୟର ଟ୍ରକ୍ ଓଲଟି ପଡ଼ି ଟେକ୍ନିସିଆନ୍ ଭାଇ ମାନେ କିଛି ମରିଗଲେ ଆଉ କିଛି ଆହତ ହେବା ପରଠାରୁ ବିବାଦ ବଢିବାରେ ଲାଗିଛି । ଏବେ ଯାତ୍ରା ଜଗତର ବିବାଦୀୟ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ରୋଷ୍ଟର ଗଜପତିଙ୍କ ନାଆଁରେ ଅଭିଯୋଗ ଆଣିଥିଲେ । ରାଣୀ ପ୍ରିୟଦର୍ଶିନୀ କହିଛନ୍ତି କୁଆଡ଼େ ମିଷ୍ଟର ଗଜପତି ତାଙ୍କୁ ଧମକ ଦେଇଛନ୍ତି । ଆଜ୍ଞା ହଁ ବର୍ତ୍ତମାନ ସମୟରେ ଚର୍ଚ୍ଚାର ପରିସରକୁ ଆସିଛି ଗଜପତି ଏବଂ ରାଣୀ ପ୍ରିୟଦର୍ଶିନୀଙ୍କ କଳି ।

ତେବେ ଏହି ସମ୍ବନ୍ଧରେ ନିକଟରେ ଏକ ସାକ୍ଷାତକାର ଦେଇ ଗଜପତି କହିଛନ୍ତି ଯେ ରୋଷ୍ଟିଂ ହେଉଛି ଘରର କବାଟ । ଯଦି ତୁମେ ତୁମ ସୀମା ବାହାରକୁ ଗଲ ୟେ ରୋଷ୍ଟିଂ ବାଲା କବାଟ ଧରି ମାଡ଼ି ବସିବେ । ୟେ ରୋଷ୍ଟିଂ କେବେ ବନ୍ଦ ହେବନି । ବନ୍ଦ ସେବେ ହେବ ଯେବେ ତୁମ ନଙ୍ଗଳା ନାଚ ଆଉ ଭାଷା ବନ୍ଦ ହେବ । ଆହୁରି ମଧ୍ୟ ଗଜପତି କହିଛନ୍ତି ଯେ କିଛି ଜଣ ଆସି କହିଛନ୍ତି ଯେମିତି ଯିଏ ତୋ ନଙ୍ଗଳା ହେଇକି ନାଚିଲା । କିଏ ପେଟ ଦେଖାଇଲା ତୋ ଆଉ କିଏ ନାଭି ଦେଖାଇଲା କି ଛାତି ଦେଖାଇଲା ତୁମର କଣ ଗଲା ସେ ତୋ ତାର ପର୍ସନାଲ୍ କରୁଛି ।

ଗଜପତି ସେହିଭଳି ଲୋକମାନଙ୍କୁ ବୁଝେଇ କହିଛନ୍ତି ଯେ ସୋସିଆଲ ମିଡ଼ିଆରେ ତୁମର ପର୍ସନାଲ୍ କେମିତି ହେଲା । ସୋସିଆଲ ମିଡ଼ିଆ କଣ ଏଆର୍ଟେଲ ଟାୱାର ଭଳିଆ ଗୋଟେ ଘର ଦାଣ୍ଡରେ ଲଗେଇଛ ଯେ କେବଳ ତୁମ ଘର ଲୋକ ହିଁ ଦେଖିଲେ । ପର୍ସନାଲ କୁହାଯାଏ ଯେଉଁଟା ଘରର ବନ୍ଦ କବାଟ ଭିତରେ ଯେଉଁ ଜିନିଷ ଟା ହୁଏ କିମ୍ଵା ଘରେ ହୁଏ । ଛକରେ ଠିଆ ହୋଇ ତାମସା କରିବ ଆଉ କହିବ ଯେ ସେଇଟା ତୁମ ପର୍ସନାଲ୍ ମେଟର । ଆରେ ସେଇଟା ପର୍ସନାଲ୍ କଉଠୁ ରହିଲା । ତେବେ ଆହୁରି ମଧ୍ୟ ଗଜପତି କହିଛନ୍ତି ସେ ଯେଉଁ ଆଲିଗେସନ୍ ଲଗାଇଛନ୍ତି ଆମ ଦେଶର ଆଇନ୍ ଏତେ ଅନ୍ଧ ଛୋଟା ନୁହେଁ ଯେ ଭାଡୁଆମି ଫାଲତୁ କଥାବାର୍ତା ଜାଣି ପାରିବେନି ।

ଆଉ ତାର ପ୍ରତ୍ୟେକ କଥା ଯଦି ଦେଖିବେ ଇଣ୍ଡିକେଟ କରି କହିଥିବ ରାଣୀ ପଣ୍ଡାକୁ । ଆହୁରି ମଧ୍ୟ ସେ କହିଛନ୍ତି ଯଦି ଆପଣ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଛନ୍ତି ତାହାଲେ ୪ଟା ଲୋକ ଭଲ କହିବେ ତୋ ୩ଟି ଲୋକ ମଧ୍ୟ ଖରାପ୍ କହିବେ । ଯେଉଁ ରାଣୀ ପ୍ରିୟଦର୍ଶିନୀ କହୁଛି ତାର ପ୍ରକୃତ ନାଁ ହେଉଛି ବାସନ୍ତି । ସେ ଗୋଟେ ରୂପାରାଣୀ କ୍ରିଏସନ୍ ଗୋଟେ କଣ କରିଛି ସେ ସେଇଥିରେ ଭିଡ଼ିଓ କଲା ପରେ ସେ ତା ନାଁ ବଦଳାଇ ରାଣୀ ପ୍ରିୟଦର୍ଶିନୀ କରିଛି । ସେ ଟୋଟାଲ ତାର ପୁରା ଜନ୍ମ କୁଣ୍ଡଳୀ ଧରିଛନ୍ତି ।

Leave a Reply

Your email address will not be published. Required fields are marked *