ଅନୁଭବ ଙ୍କ ପାଇଁ ଆଜି ବି କାନ୍ଦୁଛନ୍ତି ବର୍ଷା…

ଓଲିଉଡ଼ ଇଣ୍ଡଷ୍ଟ୍ରିରେ କେହି ହନି ଡାକନ୍ତିନି ବର୍ଷାଙ୍କୁ। କେବଳ ଅନୁଭବ ଡାକନ୍ତି ହନି। କାହିଁକି ନା ବର୍ଷା ହେଉଛନ୍ତି ଅନୁଭବଙ୍କର ଆଉ କାହାର ନୁହଁ। ଯିଏ ହନି କହି ଦେଲା ମାନେ ସରିଗଲା। ମହାନ୍ତି ବାବୁ ବାଡ଼େଇକି ମାରିଦେବେ ସିଧା। ମହାପ୍ରଭୁ ଜଗନ୍ନାଥଙ୍କ ସାମ୍ନାରେ ଯଦି ପଚାରିବେ ମହାପ୍ରସାଦ ଦେଇକି ଅନୁଭବ କୌଣସି କୋଣରେ ଯାହା ହେଲେ ବି ବର୍ଷାଙ୍କ ପାଇଁ କାନ୍ଦୁଥିବେ ଆଉ ବର୍ଷା ବି ଟିକେ କୋଣରେ କୋଣରେ ଅନୁଭବଙ୍କ ପାଇଁ କାନ୍ଦୁଥିବେ। ପ୍ରଚାର କରି ଖାଲି ଛୁଆ କରନ୍ତୁ କୋର୍ଟ ବନ୍ଦ ସବୁ ବନ୍ଦ ହେଇଯାଆନ୍ତା ।

ବାହା ହୋଇ ଗୋଟେ ଛୁଆ ଜଲଦି କରିବାର ଥିଲା। ଏଇ ଛୁଆଟା ନହେବାରୁ ଅସୁବିଧା ଆଉ। ମୋ ମତରେ ଅନୁଭବ ବର୍ଷା କପଲ୍ ମାନଙ୍କ ପାଇଁ ଆଈଡଲ୍। ଭଲ ପାଇବାରେ ସେଇୟା ହୁଏ ଯଦି ଗୋଟେ ସ୍ତ୍ରୀ ତାର ସ୍ଵାମୀକି ସେତିକି ଭଲ ପାଇବା ନ ଦବ ସେଇୟା ହିଁ ହୁଏ। ମୁଁ ଦେଖିଛି ଯେଉଁମାନେ ଭଲ ପାଇ ବାହା ହେଇଛନ୍ତି ସେମାନେ ଖାଲି ଗୋଡ଼ରେ ମରାମରି ହେଉଥିବେ। ଆଉ ସେମିତି ହିଁ ହୁଏ।

ସୁଟିଂ ସେଟରେ ନେଇ ଯାଆରେ ମେଘ ମୋତେରେ ସେଥିରେ ବି ମୁଁ ସେମାନଙ୍କର ଭଲ ପାଇବା ଦେଖିଛି।ମହାପ୍ରଭୁ ଜଗନ୍ନାଥଙ୍କ ସାମ୍ନାରେ ଯଦି ପଚାରିବେ ମହାପ୍ରସାଦ ଦେଇକି ଅନୁଭବ କୌଣସି କୋଣରେ ଯାହା ହେଲେ ବି ବର୍ଷାଙ୍କ ପାଇଁ କାନ୍ଦୁଥିବେ ଆଉ ବର୍ଷା ବି ଟିକେ କୋଣରେ କୋଣରେ ଅନୁଭବଙ୍କ ପାଇଁ କାନ୍ଦୁଥିବେ। ସେଇଟା ଏବେ ସେମାନେ ବୁଝୁ ନାହାଁନ୍ତି। କାଳ, କାଳୀ, କାଳିଆ ଏ ତିନିଟା ଯେଉଁଦିନ ଏକାଠି ହେଇ ଯିବେ ନା ସେଦିନ ତମେ ପ୍ରତି ମୁହୂର୍ତ୍ତରେ ଅତୀତର ସ୍ମୃତିକୁ ନେଇ ଭାରି କାନ୍ଦିବ।

ମୁଁ ଅନୁଭବଙ୍କୁ ଛାଡ଼ି ଆଜି ବହୁତ୍ କଷ୍ଟରେ ଅଛି ଏଇଟା ଦିନେ ନା ଦିନେ ବର୍ଷା ଭାବିବେ। ଆଉ ଅନୁଭବ ବି ବର୍ଷାଙ୍କୁ ଛାଡ଼ି ବହୁତ୍ କଷ୍ଟରେ ଅଛନ୍ତି ବୋଲି ଭାବି କାନ୍ଦିବେ।ସେତେବେଳେ କାନ୍ଦ ଆଉ ବେଦନା କେହି ଶୁଣିବେନି। ବରଂ ଦୁଇ ଜଣ ଏକାଠି ହେଇ ଯିବାଟା ଭଲ ଥିଲା। ଦେଖନ୍ତୁ ଏଥିରେ ଅନୁଭବଙ୍କର ଦୋଷ ଅଛି ଆଉ ବର୍ଷାର ବି ଦୋଷ ଅଛି। ଏଇ ଡିଭୋର୍ସର ପ୍ରଥମ କାରଣ ହେଉଛି ଇଗୋ। ମୁଁ ବଡ଼ ମୁଣ୍ଡ ନୁଆଇଁବିନି। ତୁ ବଡ଼ ମୁଣ୍ଡ ନୁଆଇଁବିନି। ଏଇ ଇଗୋ ପାଇଁ ବଳି ପଡ଼ି ଯାଆନ୍ତି।

ଯଦି ତାଙ୍କ ଘରେ ଖଣ୍ଡେ ଇଟା ଦେଇ ଯୋଡ଼ି ନ ପାରିବି ତାହେଲେ ମୋର କୌଣସି ଅଧିକାର ନାହିଁ ଘର ଭାଙ୍ଗିବାର। ପରିସ୍ଥିତି ପଡ଼ିଲେ ଲୋକ ଶହେରୁ ହଜାରେ ମିଛ କହିବେ ଏତ କୋର୍ଟ କଚେରୀ କଥା। ଯଦି ମୁକ୍ତି ମଣ୍ଡପ ପାଖରେ ଛିଡା ହୋଇ ଅନୁଭବ ଆଉ ବର୍ଷା ମହାପ୍ରସାଦ ଛୁଇଁ କହିଦେବେ ଯଦି ଆମ ଭିତରେ ଶାରିରୀକ ସଂପର୍କ ନଥିଲା ତାହେଲେ ଆମେ ମାନିବୁ। ଯଦି ଗୋଟେ ଘରେ ଝିଅ ଆଉ ବୋହୁ କାନ୍ଦେ ସେ ଘର କେବେ ସ୍ବର୍ଗ ନୁହଁ ଶ୍ମଶାନ।

Leave a Reply

Your email address will not be published. Required fields are marked *