ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ୩ଥର ଦୁ-ଷ୍କର୍ମ କରିଥିଲେ ବୃଦ୍ଧ ଜଣଙ୍କ । ଏବେ ଗର୍ଭ-ବତୀ ହୋଇ ଯାଇଛନ୍ତି ଉକ୍ତ ନାବାଳିକା ।

ଦର୍ଶକବନ୍ଧୁ ବର୍ତ୍ତମାନ ଆମ ସମାଜରେ ପ୍ରତିଦିନ ଏମିତି ଘ-ଟଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି । ମଣିଷ ଆଜି ଯେତିକି ଶିକ୍ଷିତ ହେଉଛ ସେ ସେତିକି ତଳକୁ ତଳକୁ ଖସି ଯାଉଛି । ଦିନକୁ ଦିନ ଦୁନିଆରେ ଅନ୍ୟା-ୟ ଅନିତି,ଦୁ-ର୍ନୀତି ଓ ଦୁ-ଷ୍କର୍ମ ପରି ଅନେକ ଭ-ୟଙ୍କର କା-ଣ୍ଡ ଘଟୁଛି । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ ।

ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘଟ-ଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘଟ-ଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦ-ନୀୟ ଅଟେ । ଲୋକମାନେ ଏମିତି ନିନ୍ଦ-ନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ର-ଭାବ ପକାଉଛି । ଆଜ୍ଞା ହଁ ଦର୍ଶକବନ୍ଧୁ ବର୍ତ୍ତମାନ ଆମ ସମାଜରେ ପ୍ରତିଦିନ ଏମିତି ଘଟ-ଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି । ଏଠାରେ ଜଣେ ବୃଦ୍ଧ ଦୁ-ଷ୍କର୍ମ କରି ଗର୍ଭ-ବତୀ କରାଇଛନ୍ତି ଜଣେ ନାବାଳିକାଙ୍କୁ ।

ଆଜ୍ଞା ହଁ ଦର୍ଶକବନ୍ଧୁ ଏଭଳି ଏକ ଲ-ଜ୍ୟାଜ-ନକ ଘଟ-ଣାଟି ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥା-ନା ଅନ୍ତର୍ଗତ ଲମ୍ବୋ ପଞ୍ଚାୟତ ଘାଗିଆ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ମିଳିଥିବା ସୂଚନା ଅନୁସାରେ ପୀଡି-ତାଙ୍କ ବାପା ଓ ଭାଇ ଘରେ ନ ରହିବାର ସୁଯୋଗ ନେଇ ଅମା-ନୁଷିକ ରା-କ୍ଷସ ୬୫ ବର୍ଷୀୟ ବୃଦ୍ଧ ମଦନ ବେହେରା ସେହି ଗାଁର ଜଣେ ନାବାଳିକାକୁ ଡରେଇ ଧମ-କେଇ ବାରମ୍ବାର ଦୁ-ଷ୍କର୍ମ ପରେ ଦୁ-ଷ୍କର୍ମ କରି ଚାଲିଥିଲା ।

ଆଉ ଏବେ ଉକ୍ତ ନାବାଳିକା ଜଣକ ୬ ମାସର ଗର୍ଭ-ବତୀ ଥିବା କଥା ପୀଡ଼ି-ତାଙ୍କ ବାପା ଅଭି-ଯୋଗ କରିଛନ୍ତି । ଆଜକୁ ପ୍ରାୟ ୭ ମାସ ହେବ ବୃଦ୍ଧ ଜଣକ ପୀଡ଼ି-ତାଙ୍କ ଘରେ କେହି ନ ରହିବାର ସୁଯୋଗ ନେଇ ନାବାଳିକା ସହିତ ବାରମ୍ବାର ଶାରି-ରୀକ ସ-ମ୍ପର୍କ ରଖି ଆସୁଥିବାରୁ ଆଜି ନାବାଳିକା ଜଣକ ୬ ମାସର ଗର୍ଭ-ବତୀ ଥିବା ଜଣା ପଡ଼ିଛି । ଆଉ ଏକଥା କାହାରିକୁ କହିଲେ ଜୀବନରୁ ମା-ରି ଦେବାର ଧ-ମକ ମଧ୍ୟ ଦେଉଥିଲା ବୃଦ୍ଧ ଜଣକ । ଗର୍ଭ-ବତୀ ହେବା କଥା ଜଣା ପଡ଼ିବା ପରେ ବାପା ଭାଇ ଜାଣିପାରି ଥା-ନାରେ ଲିଖିତ ଅଭି-ଯୋଗ କରିବା ପରେ ସୁକିନ୍ଦା ପୋ-ଲିସ ଏକ ମାମ-ଲା ରୁଜୁ କରି ବୃଦ୍ଧଙ୍କୁ ଅଟକ ରଖି ଘଟ-ଣାର ଅଧିକ ତ-ଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *