ନିଦରୁ ଉଠାଇ ପାଟିରେ ହାତ ଦେଇ ମହିଳାଙ୍କୁ କଲେ ଦୁ-ଷ୍କର୍ମ। କାହା ଆଗରେ କହିଲେ ପରିବାରକୁ ମାରିଦେବାର…।

ପୁଣି ସାମ୍ନାକୁ ଆସିଲା ମହିଳାଙ୍କୁ ନେଇ ଦୁ-ଷ୍କର୍ମ ଅଭି-ଯୋଗ। ଶୋଇଥିବା ବେଳେ କୁଆଡେ ଅଭି-ଯୁକ୍ତ ଆସି କବାଟ ବାଡେଇଲା ଆଉ କବାଟ ଖୋଲିଲା ବେଳକୁ ପାଟିରେ ହାତ ଦେଇ ଅନ୍ୟ ଏକ କଠୋରୀକୁ ନେଇ ଦୁ-ଷ୍କର୍ମ କରିଥିବା ମହିଳା ଜଣକ ଅଭି-ଯୋଗ କରିଛନ୍ତି। ତେବେ ଅଭି-ଯୁକ୍ତ ଜଣକ ସରପଞ୍ଚଙ୍କର ସ୍ୱାମୀ ହୋଇଥିବା ଜଣା ପଡ଼ିଛି। ଆଉ ସରପଞ୍ଚଙ୍କ ସ୍ବାମୀଙ୍କ ନାଁରେ ଏଭଳି ମି-ଥ୍ୟା ଦୁଷ୍କ-ର୍ମକୁ ବି-ରୋଧ କରି ଗାଁ ଲୋକେ ମଧ୍ୟ କୁଆଡେ ଥା-ନା ଘେରିଛନ୍ତି।

ବନ୍ଧୁଗଣ ନୟାଗଡ଼ ଓଡ଼ଙ୍ଗା ବ୍ଲକ ଗିରିଡିପଲ୍ଲୀ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁ-ଷ୍କର୍ମ କରିଥିବା ନେଇ ଓଡ଼ଙ୍ଗା ଥା-ନାରେ ଅଭି-ଯୋଗ ହୋଇଛି। ତେବେ ଉକ୍ତ ମହିଳା ଜଣକ ରାଜନୈତିକ ଆକୃଷ ରଖି ମିଥ୍ୟ ଅଭି-ଯୋଗ ଆଣିଥିବା ଦାବି କରି ଗାଁଲୋକେ ମଧ୍ୟ ଓଡ଼ଙ୍ଗା ଥା-ନାକୁ ଘେରାଉ କରିଥିଲେ। ଆଉ ଘଟ-ଣା ଘଟିବା ଦିନ ସରପଞ୍ଚ ସ୍ତ୍ରୀଙ୍କ ସ୍ୱାମୀ ଗାଁରେ ନଥିବା ବେଳେ ରାଜନୈତିକ ଶ-ତ୍ରୁତ ରଖି ସରପଞ୍ଚଙ୍କ ସ୍ବାମୀଙ୍କ ନାଁରେ ମହିଳା ଜଣକ ମି-ଥ୍ୟା ଅଭି-ଯୋଗ ଆଣିଥିବା ସରପଞ୍ଚ କହିଛନ୍ତି।

ସେପଟେ ପୋ-ଲିସ ମଧ୍ୟ ଘଟ-ଣାର ଉଚିତ ତ-ଦନ୍ତ କରି ତାଙ୍କ ସ୍ବାମୀଙ୍କ ନାଁରେ ମି-ଥ୍ୟା ଅଭି-ଯୋଗ କରିଥିବା ମହିଳାଙ୍କ ଉପରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ପାଇଁ ଗିରିଡିପଲ୍ଲୀ ସରପଞ୍ଚ ଦାବି କରିଛନ୍ତି। ଅନ୍ୟପଟେ ଅଭି-ଯୋଗ ପାଇବା ପରେ ପୋ-ଲିସ ତ-ଦନ୍ତ କରୁଛି। ଓଡ଼ଙ୍ଗା ଆଦର୍ଶ ଥା-ନା ପୋ-ଲିସ ତ-ଦନ୍ତ କରି ରି-ପୋର୍ଟ ଆସିବା ପରେ କା-ର୍ଯ୍ୟନୁ-ଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ସରଣକଣ SDPO।

Leave a Reply

Your email address will not be published. Required fields are marked *