ନିଶା ମହାରଣାଙ୍କ ନାଁରେ ମହିଳା ଥା-ନାରେ ଅଭି-ଯୋଗ କଲେ ମହିଳା କଂଗ୍ରେସ ।

ବନ୍ଧୁଗଣ ହୋଲି ପରଠାରୁ ବେଶ୍ ଚର୍ଚ୍ଚାରେ ଥିବା ନୃତ୍ୟ କଳାକାର ନିଶା ମହାରଣାଙ୍କ ନାଁରେ ମହିଳା ଥା-ନାରେ ଏ-ତଲା ଦେଇଛି ମହିଳା କଂଗ୍ରେସ । ନିଶା ହୋଲିରେ କଂଗ୍ରେସ ଭବନ ମଧ୍ୟକୁ ପଶି କର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହ ସୋସିଆଲ ମିଡିଆରେ କଂଗ୍ରେସ ମହିଳା କର୍ମୀଙ୍କୁ ଅସଭ୍ୟ ଭାଷାରେ ଗା-ଳି ଗୁଲଜ ଓ ହ-ତ୍ୟା ଧ-ମକ ଦେବା ଆଦି ଦେଇଥିବା ନେଇ ଅଭି-ଯୋଗ କରାଯାଇଛି । ଏତଲା ଅନୁସାରେ, ଗତ ହୋଲିରେ ନି-ଶା ନି-ଶାସକ୍ତ ଅବସ୍ଥାରେ କଂଗ୍ରେସ ଭବନ ମଧ୍ୟକୁ ପଶି କର୍ମୀଙ୍କୁ ହୋଲି ମା-ରିବା ସହିତ ଦୁର୍ବ୍ୟ-ବହାର କରିଥିଲେ । ଏହାକୁ ନେଇ କଂଗ୍ରେସ କର୍ମୀମାନେ ତାଙ୍କୁ ଧ-କ୍କା ମା-ରି ଜୋର ଜବରଦସ୍ତି କଂଗ୍ରେସ ଭବନରୁ ବାହାର କରିଥିଲେ ।

ଏଥିରେ ଉତ୍ତ୍ୟକ୍ତ ହୋଇ ନିଶା ମହାରଣା କଂଗ୍ରେସ ମହିଳା କର୍ମୀଙ୍କୁ ସୋସିଆଲ ମିଡିଆରେ ଅସଭ୍ୟ ଭାଷାରେ ଗା-ଳି କରିବା ସହିତ ହ-ତ୍ୟା ଧ-ମକ ଦେଉଥିବା ଅଭି-ଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ନିଶା ମଧ୍ୟ ମହିଳା ଥା-ନାରେ ଅଭି-ଯୋଗ କରିଛନ୍ତି । କଂଗ୍ରେସ ଭବନରେ ତାଙ୍କୁ ଦୁର୍ବ୍ୟ-ବହାର କରାଯାଇଥିବା ନେଇ ସେ ତାଙ୍କ ଅଭି-ଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଉଭୟ ପକ୍ଷରୁ ଥା-ନାରେ ହୋଇଥିବା ୨ଟି ଅଭି-ଯୋଗ ଆଧାରରେ ଘଟ-ଣାର ତ-ଦନ୍ତ ଚାଲିଛି । ତ-ଦନ୍ତ ସରିବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ଥା-ନା ଅଧିକାରିଣୀ କହିଛନ୍ତି । ଇତି ମଧ୍ୟରେ ମହିଳା କଂଗ୍ରେସ ନେତ୍ରୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଏଇଭଳି ମହିଳାଙ୍କୁ ଯେହେତୁ ସମସ୍ତେ ସୋସିଆଲ ମିଡ଼ିଆରେ ଦେଖୁଛନ୍ତି ୪ କୋଟି ଓଡ଼ିଶାବାସୀ ଦେଖୁଛନ୍ତି ତାଙ୍କୁ ସେ ୪ କୋଟି ଓଡ଼ିଶାବାସୀ ହିଁ ନିଷ୍ପତି କରନ୍ତୁ ଯେ ନି-ଶା ମହାରଣାଙ୍କ ଭଳି ମହିଳାଙ୍କୁ କଣ ଉଚିତ୍ ଦ-ଣ୍ଡ ଦେବା ଦରକାର ।

ସେ ଏହା ଓଡ଼ିଶାବାସୀଙ୍କ ଉପରେ ଛାଡ଼ି ଦେଇଛନ୍ତି ଓଡ଼ିଶାବାସୀ ଯାହା ନିଷ୍ପତି ନେବେ ସେଇଟାକୁ ଗ୍ରହଣ କରାଯିବ ବୋଲି କହିଛନ୍ତି ମହିଳା କଂଗ୍ରେସ ନେତ୍ରୀ । ଆଉ ଏହିଭଳି ମହିଳା ସୋସିଆଲ ମିଡ଼ିଆରେ ଯେଉଁଭଳି ବାର୍ତ୍ତା ଦେଉଛନ୍ତି ସେମାନେ ଭଲ ମେସେଜ ଦିଅନ୍ତୁ । ଆଉ ନିଶାଙ୍କ ଭଳି ନାରୀଙ୍କୁ ଓଡ଼ିଶାରୁ ବିଦା କରିଦେବା ପାଇଁ କି ମଧ୍ୟ ଅନୁରୋଧ କରିଛନ୍ତି ମହିଳା କଂଗ୍ରେସ ନେତ୍ରୀ । ତେବେ ସେ ମାନିଛନ୍ତି ଯେ ନିଶାଙ୍କୁ ସେ ବାହାର କରି ଦେଇଥିଲେ । ଆଉ ନିଶାଙ୍କୁ କଂଗ୍ରେସ ଭବନକୁ ଡକା ଯାଇନଥିଲା । ପୂର୍ବ ବର୍ଷ ମଧ୍ୟ ନିଶା ଆସିଥିଲେ ଆଉ ତାଙ୍କୁ ଘୋର ବି-ରୋଧ କରାଯାଇଥିଲା ଏବଂ ତାଙ୍କ ନାଁରେ ମଧ୍ୟ ଏଫଆ-ଇୟାର ଦିଆ ଯାଇଥିଲା । ଏବର୍ଷ ମଧ୍ୟ ନିଶା ନଶୁଣି କଂଗ୍ରେସ ଭବନ ଯାଇଥିଲେ ଯେଉଁଥି ପାଇଁ ହଟହଟା ମଧ୍ୟ ହୋଇଛନ୍ତି ନିଶା ମହାରଣା ।

Leave a Reply

Your email address will not be published. Required fields are marked *