ଓଡ଼ିଶାର ୫ ଜଣଙ୍କୁ ଫା-ଶୀ ହେବା ପୂର୍ବରୁ କଣ ହେବ, ଦୋ-ଷୀ ମାନଙ୍କ ସହ ଶେଷ ରାତିରେ କଣ ବ୍ୟବହାର କରାଯିବ ଆସନ୍ତୁ ଜାଣିବା ।

ଓଡ଼ିଶାର ୫ ଜଣଙ୍କୁ ଫା-ଶୀ ହେବା ପୂର୍ବରୁ କଣ ହେବ । ଦୋ-ଷୀ ମାନଙ୍କ ସହ ଶେଷ ରାତିରେ କଣ କିପରି ବ୍ୟବହାର କରାଯିବ? କଣ ସବୁ ରୀତିନୀତି ରହିଛି ଫା-ଶୀ ପୂର୍ବ ରାତିର । ହ-ତ୍ୟାକା-ଣ୍ଡରେ ଦୋ-ଷୀ ସାବ୍ୟସ୍ତ ହେବା ପରେ ଏବେ ମିଳିବାକୁ ଯାଉଛି ଫା-ଶୀ ଦଣ୍ଡ । ଓଡ଼ିଶାର ଏହି ୫ ଜଣଙ୍କୁ ଏବେ ଫା-ଶୀ ମିଳିବ । ବହୁତ୍ ଦିନ ପରେ ଓଡ଼ିଶାରେ କାହାକୁ ଫା-ଶୀ ମିଳିବାକୁ ଯାଉଛି । ହେଲେ ଏହି ଫା-ଶୀ ପୂର୍ବରୁ ଦୋ-ଷୀ ମାନଙ୍କ ସହ କଣ ସବୁ କରାଯାଏ ? କେଉଁ କେଉଁ ପ୍ରଣାଳୀ ଦେଇ ସେମାନେ ଫାଶୀ ଖୁଣ୍ଟ ପାଖକୁ ଯାଆନ୍ତି? କଣ ଖାଆନ୍ତି ଆଉ କଣ ପିନ୍ଧନ୍ତି ସେମାନେ? ପୂର୍ବ ଦିନ ରାତିରେ ସେମାନଙ୍କ ସହ କଣ ସବୁ କରାଯାଇଥାଏ ବ୍ୟବହାର ଏନେଇ ଆମେ ଆଜି ଏହି ରିପୋର୍ଟ୍ ରେ ଦେବୁ ସମସ୍ତ ତଥ୍ୟ ।

ଯେତେବେଳେ ମାଜିଷ୍ଟ୍ରେଟ ସମ୍ପୂର୍ଣ୍ଣ ରୂପରେ ନିର୍ଦେଶ ଦେବେ ଯେ ଏବେ ଫା-ଶୀ ମିଳିବାକୁ ଯାଉଛି ବୋଲି । ଏହାପରେ ସରକାର ଦେବେ ନିର୍ଦ୍ଦେଶ ଯେ ଯଥାଶୀଘ୍ର ଦୋ-ଷୀ ମାନଙ୍କୁ ଫା-ଶୀ ଦିଆଯାଉ । ଆଉ ଏହାପରେ ଆରମ୍ଭ ହୁଏ ଫା-ଶୀର ରୀତିନୀତି । ମୃ-ତ୍ୟୁ ଦ-ଣ୍ଡ ପୂର୍ବରୁ ଯେପରି ଦୋ-ଷୀ ମାନେ ନିଜକୁ କିଛି କ୍ଷ-ତି କରି ପାରିବେନାହିଁ କିମ୍ଵା ତାଙ୍କୁ କେହି ମଧ୍ୟ କିଛି କ୍ଷ-ତି ପହଞ୍ଚାଇ ପାରିବେ ନାହିଁ ସେଥିପାଇଁ ଦୋ-ଷୀ ମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ ।

ସେମାନଙ୍କୁ ଏମିତି ଏକ ସେଲ୍ ରେ ରଖାଯାଇଥାଏ କି ଯେମିତି କଡ଼ା ସୁର-କ୍ଷାରେ ରହିବେ । ଖାଇବା ଠାରୁ ପିନ୍ଧିବା ସବୁ ଉପରେ ଧ୍ୟାନ ଦିଆଯାଇଥାଏ । ଫା-ଶୀ ପାଇଁ କୋର୍ଟଙ୍କ ରାୟ ଆସିବା ପରେ ଦୋ-ଷୀ ମାନଙ୍କୁ କାଗଜ ପରି ନରମ କପଡ଼ାରେ ହୋଇଥିବା ଡ୍ରେସ୍ ପିନ୍ଧିବାକୁ ଦିଆଯାଏ । ଯେମିତି ଟିକେ ଆ-ଘାତ ପାଇଲେ ସାଙ୍ଗେ ସାଙ୍ଗେ ଚିରିଯିବ ଡ୍ରେସ୍ । ଏହି ଡ୍ରେସ୍ ଏଥିପାଇଁ ଦିଆଯାଇଥାଏ କାହିଁକି ନା ଡ୍ରେସ୍ ମାଧ୍ଯମରେ ଦୋ-ଷୀମାନେ ଯେମିତି ଜୀବନ ନେବାକୁ ଉଦ୍ୟମ କରିପାରିବେ ନାହିଁ । ଅହରହ ଦୋ-ଷୀ ମାନଙ୍କ ଉପରେ ଦୃଷ୍ଟି ରଖାଯାଇଥାଏ ।

ଏହାପରେ ଫା-ଶୀର କିଛି ସମୟ ପୂର୍ବରୁ ଦୋ-ଷୀ ମାନଙ୍କୁ ସେମାନଙ୍କୁ ଶୁଣା ଯାଇଥାଏ ସେମାନଙ୍କର ଦୋ-ଷକୁ । ଅନୁଭବ କରାଇ ଯାଇଥାଏ କି ତାଙ୍କ ଦୋ-ଷରେ କେତେ ନୃଶଂ-ସତା ରହିଥିଲା । କେଉଁ ସମୟରେ ଫା-ଶୀ ମିଳିବ ସେମାନଙ୍କୁ ସମ୍ପୂର୍ଣ ତଥ୍ୟ ଦିଆଯାଏ । ସବୁଠାରୁ ବଡ଼ କଥା ହେଉଛି ଫା-ଶୀରେ ଲାଗିବାକୁ ଥିବା ଦଉଡ଼ିକୁ ୩ଥର ଯାଞ୍ଚ କରିଥାନ୍ତି ଜେ-ଲ୍ ର ସୁପରିଟେଣ୍ଡେନ୍ଟ । ଦଉଡ଼ିରେ ଫା-ଶୀ ପାଇବାକୁ ଥିବା ଦୋ-ଷୀଙ୍କ ଓଜନକୁ ମପା ଯାଇଥାଏ । ଯେମିତିକି ଅସୁବିଧା ହେବନାହିଁ ଏବଂ ଫା-ଶୀ ସଫଳ ହେବ । ଫା-ଶୀ ତାରିଖର ପୂର୍ବ ରାତି ଏବଂ ସକାଳ ସେମାନଙ୍କ ମନ ପସନ୍ଦର ଖାଇବା ସେମାନଙ୍କୁ ପରସାଯାଏ । ଶେଷ ଇଚ୍ଛା ତାଙ୍କର କଣ ରହିଛି ସେମାନଙ୍କୁ ମଧ୍ୟ ପଚରାଯାଇଥାଏ ।

Leave a Reply

Your email address will not be published. Required fields are marked *