୮ ଜଣଙ୍କୁ ବଞ୍ଚାଇଦେଲେ ପ୍ରଧାନମନ୍ତ୍ରୀ, ଏଥିରୁ ସ୍ପଷ୍ଟ ହୋଇସାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ’ଣ କରିପାରନ୍ତି।
୮ ଜଣଙ୍କୁ ଫାଶୀ ହୋଇଥାନ୍ତା ବଞ୍ଚାଇଦେଲେ ପ୍ରଧାନମନ୍ତ୍ରୀ ମୋଦୀ। ୮ଜଣ ଯାକଙ୍କୁ ବିଦେଶରୁ ଜୀବିତ ଫେରାଇ ଆଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାହା ଦେହରେ ବି ଟିକେ ଆଞ୍ଚ ଲାଗିବାକୁ ଦେଲେ ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ’ଣ କରିପାରନ୍ତି ଏଥିରୁ ସ୍ପଷ୍ଟ ହୋଇସାରିଛି। ଦିନେ ପାକିସ୍ତାନ କବଳରୁ ଭାରତୀୟ ବାୟୁ ସେନାର କମାଣ୍ଡର ଅଭିନଙ୍କୁ ଫେରାଇ ଆଣିଥିଲେ। ଆଉ ଏବେ ୮ ଜଣ ଭାରତର ନୌସେନା ଅଧିକାରୀଙ୍କୁ ଗରତାରୁ ଫେରାଇ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ବିଦେଶରେ ଫାଶୀ ପାଇଁ କୋର୍ଟ ନିର୍ଦେଶ ଦେଇସାରିଥିଲେ। ୮ ଜଣ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ହୋଇଥାନ୍ତା ଫାଶୀ। କିନ୍ତୁ ମୋଦୀ କଲେ ହସ୍ତକ୍ଷେପ ଆଉ ୮ ଜଣ ଯାକଙ୍କୁ ବଞ୍ଚାଇ ଆଣିଲେ। ଫାଶୀ ହେଲା ନାହିଁ କି ଜେଲ ଦଣ୍ଡ ବି ହୋଇପାରିଲା ନାହିଁ। ନୂଆ ଜୀବନ ପାଇଲେ ୮ ଜଣ ଭାରତୀୟ ପୂର୍ବତନ ନୌସେନାର ଅଧିକାରୀ।
ହଁ ଆଜ୍ଞା ପୁରା ବିଶ୍ୱ ଏବେ ଭାରତର ଶକ୍ତିକୁ ଜାଣି ସାରିଛି। ଏହା କେବଳ ସମ୍ଭବ ହୋଇଛି ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ପାଇଁ। ୮ ଭାରତୀୟଙ୍କୁ ଫାଶୀ ଦଣ୍ଡାଦେଶରୁ ମୁକ୍ତ କରି ଆଉ ସ୍ୱଦେଶକୁ ଫେରାଇ ଆଣି ଶକ୍ତିର ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ଗରତାର ଜେଲରୁ ସ୍ୱଦେଶକୁ ଫେରାଇ ଆଣିଛନ୍ତି ୮ଜଣଙ୍କ ମଧ୍ୟରୁ ୭ ଜଣ ଭାରତୀୟ। ଜେଲରେ ବି ରଖି ପାରିଲେ ନାହିଁ ଗରତାର। ଭାରତର ବୈଦେଶିକ ମନ୍ତ୍ରାଳୟ ଏହି ମାମଲାରେ ହସ୍ତକ୍ଷେପ କରି ୮ ଜଣ ଭାରତୀୟ ପୂର୍ବତନ ନୌସେନାର ଅଧିକାରୀ ମାନଙ୍କୁ ଜୀବିତ ଫେରାଇ ଆଣିଛି। ଏହା କେବଳ ସମ୍ଭବ ହୋଇଛି ମୋଦୀଙ୍କ ଉତ୍ତମ ସମ୍ପର୍କ ପାଇଁ। ଗରତାର ଓ ଭାରତ ମଧ୍ୟରେ ରହିଛି ଉତ୍ତମ ସମ୍ପର୍କ। ଆଉ ଏହି ସମ୍ପର୍କର ଫାଇଦା ଉଠାଇ ୮ ଜଣ ଭାରତୀୟ ପୂର୍ବତନ ନୌସେନା ଅଧିକାରୀ ଭାରତରେ ପହଁଚି ସାରିଛନ୍ତି। ଏହା ଆମେ ନୁହେଁ ଆଜ୍ଞା ଏମିତି କହିଛନ୍ତି ଜୀବିତ ଫେରି ଆସିଥିବା ଭାରତୀୟ ନୌସେନାର କର୍ମଚାରୀ।
ମୋଦୀ କ’ଣ କରିପାରନ୍ତି ସମସ୍ତେ ଜାଣି ସାରିଲେଣି। ବିଦେଶରେ କୋର୍ଟର ନିର୍ଦେଶକକୁ ବି ଚାଲେଞ୍ଜ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେତିକି ସମ୍ପର୍କ ସୁଦୃଢ଼ ଥିଲେ ହିଁ ଏମିତି ସବୁ ହୋଇ ପାରିପାରିବ। ଯାହା କେବଳ ମୋଦୀଙ୍କ ପାଇଁ ସମ୍ଭବ ହୋଇପାରିଛି।
ଖବର ମୁତାବିକ ୨୦୨୨ ମସିହାରେ ଗୁପ୍ତଚୋରଗିରି କରୁଥିବା ଅଭିଯୋଗରେ ଗରତାର ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ। ଯାହା ପରେ ମୋଦୀଙ୍କ ପାଖରେ ଯାଇ ପହଞ୍ଚିଥିଲା ଏହି ଖବର। ମୋଦୀଙ୍କ ଆଦେଶ ପରେ ହସ୍ତକ୍ଷେପ କରିଥିଲା ଭାରତର ବୈଦେଶିକ ମନ୍ତ୍ରାଳୟ। ଏହି କର୍ମଚାରୀ ମାନେ ଗରତାରର ଘରୋଇ ପ୍ରତିଷ୍ଠାନ ଅଲତାହାର ଗ୍ଲୋବାଲରେ କାର୍ଯ୍ୟ କରୁଥିଲେ ବୋଲି କହିଥିଲା। ଯାହା ପରେ ଗତ ବର୍ଷ ଡିସେମ୍ବରରେ ଗରତାରରେ ଏକ କୋର୍ଟ ମୃତ୍ୟୁ ଦଣ୍ଡକୁ ଖାରୋଜ କରି ୮ ଜଣଙ୍କୁ ଜେଲ ଦଣ୍ଡ ଦେଇଥିଲେ। ହେଲେ ଏବେ ୮ ଜଣଙ୍କୁ ଜେଲ ଦଣ୍ଡରୁ ବି ମୁକ୍ତ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେଉଁଥିପାଇଁ ସେମାନେ ଭାରତକୁ ଫେରି ପାରିଛନ୍ତି।