୧୦୨ ଜଣ ଯବାନଙ୍କୁ ମା-ରିଲାଣି ଗୋଟିଏ ମାଓ-ବାଦୀ। ସେନା ମାନଙ୍କ ପାଇଁ ପାଲଟିଛି ବି-ପଦ।

୧୦୨ ଜଣ ଯବାନଙ୍କୁ ମା-ରିଲାଣି ଗୋଟିଏ ମାଓବାଦୀ। ଅନ୍ଧାର ଜଙ୍ଗଲ ଭିତରେ ଆସୁଛି ର-କ୍ତର ହୋଲି ଖେଳି ଚାଲି ଯାଉଛି। ସେଇ ଗୋଟିଏ ମାଓବାଦୀକୁ ଧରିବାରେ ବିଫଳ ହେଉଛି ସେନା। ମାଓନେତାଙ୍କୁ ଧରିବା ପାଇଁ ରହିଛି ୪୦ ଲକ୍ଷର ଇନାମ।ଜଙ୍ଗଲ ଭିତରେ ପୋ-ଲିସ ଏବଂ ସେନା ମାନଙ୍କର କାଳ ପାଲଟିଛି। ପାଦ ପାଦରେ ବି-ପଦ ପାଲଟିଛି ସେନା ମାନଙ୍କ ପାଇଁ। ଆଉ ଚାଲରେ ଫସି ଚାଲିଛି ଯବାନ ମାନଙ୍କର ଜୀବନ। ଜଙ୍ଗଲ ତା ପାଇଁ ପାଲଟିଛି ଘର। ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ରଚି ଚାଲିଛି ଷଡ଼-ଯନ୍ତ୍ର। ହେଲେ ଏପର୍ଯ୍ୟନ୍ତ ସେନା ଠାରୁ ପୋ-ଲିସ କେହି ମଧ୍ୟ ଧରି ପାରୁନାହାନ୍ତି। ବିରାପାନ ଭଳି ନାକରେ ପାଣି ପିଆଇଲାଣି। ଜଣେ କି ଦୁଇ ଜଣ ନୁହଁନ୍ତି ଜଣ ଜଣ କରି ୧୦୨ ଜଣଙ୍କ ଜୀବନ ନେଲାଣି ଏହି ମାଓ ନେତା ହିଡ଼ମା।

ହଁ ଆଜ୍ଞା ଜଙ୍ଗଲକୁ ସାଥି କରି ଯବାନ ମାନଙ୍କର ଜୀବନ ନେବାରେ ଲାଗିଛି। ବିଜାପୁର ମାଓ ଆକ୍ରମଣ ପଛରେ ଦୁ-ର୍ଦାନ୍ତ ମାଓ ନେତା ହିଡ଼ମା। ପୂର୍ବରୁ ବଡ଼ ବଡ଼ ଘଟଣାରେ ସାମିଲ ଥିବା ଏହି କେନ୍ଦ୍ର ମାଓନେତା ହିଡମା ପୁଣି ଥରେ ଗତ ମଙ୍ଗଳବାର ଦିନ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ହୋଇଥିବା ମାଓ ଆକ୍ର-ମଣରେ ୩ ଜଣ ସିଆରପିଏଫ ଯବାନଙ୍କ ର-କ୍ତରେ ହୋଲି ଖେଳିଛି। ଟିକେ ଏଇ ଫୋଟକୁ ଦେଖନ୍ତୁ ଜଙ୍ଗଲ ଭିତରେ ପଡି ରହିଛି ମାଓବାଦୀ ମାନେ ମାରିଥିବା ରୋକେଟ ଲଞ୍ଚର।

ସମୟ ଥିଲା ଅପରାହ୍ନ୩ ଟା ହଠାତ ମାଓନେତା ହିଡ଼ମା ୪୦୦ ଜଣ ମାଓବାଦୀଙ୍କୁ ନେଇ ଟେକେଲଗୁଡା ଅଞ୍ଚଳରେ କରିଥିଲା ଆକ୍ର-ମଣ। ସିଆରପିଏଫ ଯବାନଙ୍କ ଉପରେ କରିଥିଲା ନିଧୁମ ଗୁ-ଳି ବର୍ଷା। କେହି କିଛି ବୁଝି ପାରିନଥିଲେ। ଯେଉଁଥିରେ ୩ ଜଣ ସିଆରପିଏଫଙ୍କର ମୃ-ତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁ-ତର ଭାବେ ଆ-ହତ ହୋଇଛନ୍ତି। ଏମିତି କିଛି ସୂଚନା ଦେଇଛନ୍ତି ବିଜାପୁର ଏସ୍ପି।

ଖାଲି ଏତିକି ନୁହେଁ ଏହା ପୂର୍ବରୁ ଅନେକ ଯବାନଙ୍କ ର-କ୍ତରେ ହୋଲି ଖେଳିଛି ମାଓନେତା ହିଡ଼ମା। ଆପଣଙ୍କର ମନେଥିବ ୨୦୨୧ରେ ଏହି ଦୁ-ର୍ଦାନ୍ତ ମାଓନେତା ହିଡ଼ମାର ନେତୃତ୍ୱରେ ମାଓବାଦୀ ମାନେ ଏଭଳି କିଛି ଆକ୍ର-ମଣ କରିଥିଲେ ଯେଉଁଥିରେ ୨୩ ଜଣ ଯବାନ ଶହୀଦ ହୋଇଥିଲେ।

ସେହିଭଳି ୨୦୦୦ ମସିହାରେ ଟାଲମେଟାରିରେ ମଧ୍ୟ ଆକ୍ର-ମଣ କରି ହିଡ଼ମା ୭୬ ଜଣ ଯବାନଙ୍କୁ ହ-ତ୍ୟା କରିଥିବା ବେଳେ ଅନେକ ହିଂ-ସାକା-ଣ୍ଡରେ ମଧ୍ୟ ସାମିଲ ହୋଇଛି ଏହି ଦୁ-ର୍ଦାନ୍ତ ମାଓନେତା। ଯାହାର ସୂଚନା ଦେଇଛନ୍ତି ବିଜାପୁର ଏସ୍ପି।ତେବେ ଆପଣ ମାନେ ଯେଉଁ ଚିତ୍ର ଦେଖୁଛନ୍ତି ଏହି ଚିତ୍ର ହେଉଛି ୩୦/୧/୨୦୨୪ ତାରିଖ ଦିନ ଟେକେଲଗୁଡା ଠାରେ ମାଓ ଆକ୍ର-ମଣ ହୋଇଥିବାର ଦୃଶ୍ୟ। ଯେଉଁଠି ରୋକେଟ ଲଞ୍ଚରର ମା-ଡ଼ ହୋଇଛି। ମାଟିରେ ପଡିଛି ଗୁ-ଳି ଏବେବି ଦେଖାଯାଉଛି ଯବାନଙ୍କ ଦେହରୁ ବହି ଯାଇଥିବା ର-କ୍ତ। ଯେଉଁଠି ବିଜାପୁର SP ନିଜେ DRG SDF ଓ କବ୍ରା ବାଟାଲୀୟନଙ୍କ ଯବାନଙ୍କୁ ନେଇ ଘଟ-ଣା ସ୍ଥଳରେ ପହଞ୍ଚି ଘଟ-ଣାର ଯାଞ୍ଚ କରିବା ସହ କବିନ ଅପ୍ରେସନକୁ ମଧ୍ୟ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *