ବାପି ଦୈତାରି ଦଳରେ ମିଶିଲେ ରାଣୀ ପଣ୍ଡା ଏବେ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତୁ ଜାଣିବା ଏହି ଓଡ଼ିଓରେ କଣ ଚର୍ଚ୍ଚା ହେଉଛି।

ଜଣେ ବ୍ୟକ୍ତିଙ୍କୁ ପଚରାଯାଉଛି ଯେ ମୁଖ୍ୟମନ୍ତ୍ରୀ କାହାଙ୍କୁ ଦେଖିବାକୁ ଚାହୁଁଛନ୍ତି ଅବସନ ଧର୍ମେନ୍ଦ୍ର ପ୍ରଧାନ ଅପରାଜିତା ଷଡ଼ଙ୍ଗୀ ଏବଂ ଭିକେ ପାଣ୍ଡିୟାନ। ଏସବୁ ଭିତରେ ସେ ଯୁବକ ଜଣଙ୍କ କହୁଛନ୍ତି ରାଣୀ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ। କାରଣ ସେ ସମାଜ ସେବା କରୁଛନ୍ତି।

ବନ୍ଧୁଗଣ ଏମିତି ଏକ ଓଡ଼ିଓ ସବୁଆଡେ ଭାଇରାଲ ହେଉଛି। ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି। ଯେତେବେଳେ ରାଣୀ ପଣ୍ଡା ଧଉଳି ଗଣନାଟ୍ୟ ଟ୍ରକ ଲେଇଟିବାରେ ମୃତ୍ୟୁବରଣ କରିଥିବା ଏବଂ ଆହତ ହୋଇଥିବା ଲୋକଙ୍କ ପାଖରେ ପହଞ୍ଚିଥିଲେ ଆର୍ଥିକ ସାହାର୍ଯ୍ୟ କରିଥିଲେ ସେବେଠାରୁ ଦୁଇ ପଣ୍ଡା ଦୈତାରି ପଣ୍ଡା ଓ ବାପି ପଣ୍ଡାକୁ ନେଇ ତାଙ୍କ ବିବାଦ ବଢିବାରେ ଲାଗିଛି।

ଆହୁରି ମଧ୍ୟ ସେତେବେଳେ ବିବାଦ ବଢ଼ିଲା ଯେତେବେଳେ ଗୁରୁ ପୃଷ୍ଟି ଆସି ରାଣୀ ପଣ୍ଡାଙ୍କ ବିପକ୍ଷରେ କହିଲେ। ଆଉ ଏବେ ଗୁରୁ ପୃଷ୍ଟି ଭୁଲ ମାଗି ସାରିଲେଣି। ଆଉ ଗତ କାଲି ଦୈତାରି ପଣ୍ଡା ଓ ବାପି ପଣ୍ଡା ରାଜନୀତିରେ ଯୋଗ ଦେଲେ। ଏସବୁକୁ ଦେଖି ଲୋକେ କହିଲେ ରାଣୀ ପଣ୍ଡାଙ୍କୁ ଡରି ରାଜନିତୀରେ ମିଶିଗଲେ ବାପି ଓ ଦୈତାରି। ଏସବୁ ଭିତରେ ଆଜି ସକାଳୁ ସକାଳୁ ଏଭଳି ଏକ ଓଡ଼ିଓ ଭାଇରାଲ ହେଉଛି ଯେଉଁଥିରେ କୁହାଯାଉଛି ରାଣୀ ପଣ୍ଡାଙ୍କୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କରନ୍ତୁ।

Leave a Reply

Your email address will not be published. Required fields are marked *