ଇଟାର ଜବାବ ପଥରରେ ଦେଲେ ଜବାନ, ୩ ଯବାନ ସହିଦ ହେବା ପରେ ୬ ଜଣ ମାଓବାଦୀଙ୍କୁ ଗୋଡ଼ାଇ ଗୋଡ଼ାଇ…. ।

ଇଟାର ଜବାବ ପଥରରେ ଦେଇଛନ୍ତି ଯବାନମାନେ। ୩ ଜଣ ଯବାନଙ୍କର ଜୀବନ ଚାଲିଗଲା ପରେ ତେବେ ୬ ଜଣ ମାଓବାଦୀଙ୍କୁ ଗୋଡେଇ ଗୋଡେଇ ଏଭଳି ମା-ରିଛନ୍ତି ଯବାନମାନେ। ହଁ ଆଜ୍ଞା ମାଓବାଦୀ ମାନେ ଲୁ-ଚି ଛପି ୩ ଜଣ ଯବାନଙ୍କର ଜୀବନ ନେଇଗଲେ।

ତେବେ ଏହା ଯାହା ଜଣା ପଡ଼ିଛି ଯବାନମାନେ ୬ ଜଣ ମାଓବାଦୀଙ୍କୁ ଜୀବନରୁ ସଫା କରିଦେଇଛନ୍ତି। ହଁ ଆଜ୍ଞା ଇଟାର ଜବାବ ପଥରରେ ଦେଇଛନ୍ତି ଯବାନମାନେ। ହେଲେ ଦୁଃ-ଖର ବିଷୟ ଏମିତିରେ ୩ ଜଣ ଯବାନ ସହିଦ ହୋଇଯାଇଛନ୍ତି।

ହଁ ଆଜ୍ଞା ଛତିଶଗଡ଼ର ବ-ସ୍ତ୍ର ଅଞ୍ଚଳର ବିଜାପୁର ଓ ସୁକୁମାର ଜିଲ୍ଲା ସୀମାରେ ଆଜି ନକ୍ସଲମାନେ ସୁର-କ୍ଷାକର୍ମୀଙ୍କୁ ଏକ ନବ ନିର୍ମିତ କ୍ୟାମ୍ପ ଉପରେ ଆକ୍ର-ମଣ କରିବାରୁ ୩ ଜଣ ଯବାନ ସହିଦ ହୋଇଯାଇଥିଲେ ଏବଂ ୧୪ ଜଣ ଯବାନ ଆ-ହତ ହୋଇଛନ୍ତି। ହେଲେ ଏହା ପରେ ମଧ୍ୟ ଅଟକି ନଥିଲା ଅପ୍ରେସନ। ପାଲଟା ଗୁ-ଳି ମା-ଡ଼ କରିଥିଲା ଯବାନ। ଆଉ ଏବେ ଯାହା ଜଣା ପଡ଼ିଛି ୬ ଜଣ ମାଓବାଦୀଙ୍କର ମୁଣ୍ଡ ଗଡ଼ିଛି।

ବିଜାପୁର ଓ ସୁକୁମାର ଜିଲ୍ଲା ସୀମାରେ ଥିବା ଟେକୁଲଗୁଡ଼ମ ଗାଁରେ ଏ ଘ-ଟଣା ଘଟିଛି। ତେବେ ସେ ଅଞ୍ଚଳରେ ସର୍ଚ୍ଚ ଅପ୍ରେସନ ଜାରି ରହିଛି। ତେବେ ଏବେ ଯାହା ସୂଚନା ଆସିଛି ୬ ଜଣ ମାଓବାଦୀଙ୍କର ଜୀବନ ନେଇଛନ୍ତି ଯବାନମାନେ। ଯେଉଁଠି କି ୩ ଜଣ ଯବାନ ସହିଦ ହୋଇଯାଇଥିଲେ। ଆଉ ୧୪ ଜଣ ଯବାନ ଯେଉଁଭଳି ଭାବରେ ଗୁରୁ-ତ୍ୱର ଆ-ହତ ହୋଇଥିଲେ ସେମାନଙ୍କୁ ଏୟାରଲୀପ୍ଟ କରାଯାଇଥିଲା।

ତେବେ ଟେକୁଲଗୁଡ଼ମ ହେଉଛି ସେହି ସ୍ଥାନ ଯେଉଁଠାରେ ୨୦୨୧ ମସିହାରେ ନକ୍ସଲଙ୍କ ଆକ୍ର-ମଣରେ ୨୩ ଜଣ ଯବାନ ସହିଦ ହୋଇଯାଇଥିଲେ। ଓ ୩୩ ଜଣ ଆ-ହତ ହୋଇଥିଲେ। ସବୁ ଯବାନଙ୍କ ମୃ-ତ ଦେହ ଉଧାର କରିବା ପାଇଁ ୩ ଦିନ ଲାଗିଯାଇଥିଲା। ଆଉ ଆଜି ଯେତେବେଳେ ଏଭଳି ୩ ଜଣ ଯବାନ ସହିଦ ହୋଇଗଲେ କେମିତି ରହିପାରିଥାନ୍ତେ ଯବାନ ମାନେ ପାଲଟା ଗୁ-ଳି ମା-ରିଥିଲେ। ଯେଉଁଥିରେ ୬ ଜଣ ମାଓବାଦୀଙ୍କର ଜୀବନ ଯାଇଥିବା କଥା ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *