ଭାଙ୍ଗିଲା ବାହାଘର ବେଦୀରେ ଧରା ପଡ଼ିଗଲା ପାଞ୍ଚ ବର୍ଷର ଦେହ ସୁଖ କଥା

ତୁ ମୋ ଠାରୁ ନଅ ବର୍ଷର ସାନ। ପ୍ରେମ ପାଇଁ ମୁଁ ପ୍ରଥମେ ମନା କରିଥିଲି। ତଥାପି ପ୍ରେମ କଲୁ ପାଞ୍ଚ ବର୍ଷ ଧରି ତୁ ମୋ ଠାରୁ ଦେହ ସୁଖ ନେଇ ଚାଲିଲୁ। ମୋର ବୟସ ଗଡ଼ି ଚାଲିଲା। ଏବେ ତୋତେ ଚବିଶ ବର୍ଷ ଆଉ ମୋତେ ପଇଁତିରିଶ ବର୍ଷ। ମୋତେ ଛାଡ଼ି ତୁ ଆଜି ବାହା ହେଉଛୁ। ମୁଁ ଏ ପଇଁତିରିଶ ବର୍ଷରେ ଯିବି କୁଆଡ଼େ। କାହିକିଁ ତୁ ମୋ ହାତ ଛାଡୁଛୁ।

ହଁ ଆଜ୍ଞା ଏମିତି କହି ପ୍ରେମିକ ଦିବାକର ଘର ଆଗରେ ରାତି ସାରା ବସିଲା ଝିଅ। ଟେଣ୍ଡ୍ ବନ୍ଧା ହୋଇଛି, ଦିବାକରର ବାହାଘର ପାଇଁ ସବୁ ସଜା ହୋଇଛି। କିନ୍ତୁ ପଇଁତିରିଶ ବର୍ଷୀୟ ପ୍ରେମିକା ମିନାକ୍ଷୀ ଠିକ୍ ସମୟରେ ପହଞ୍ଚିଗଲା। କିଛି ସମୟ ଯାଇଥିଲେ ଦିବାକରର ହାତଗଣ୍ଠୀ ପଡ଼ିଥାନ୍ତା। ବେଦି ମଧ୍ୟ ସଜା ହୋଇଥିଲା ହେଲେ ପହଞ୍ଚିଗଲା ମିନାକ୍ଷୀ। ରାତିସାରା ସେହି ପିଣ୍ଡାରେ ବସି ରହିଲା। ଆଉ ପ୍ରେମିକ ଦିବାକରର ଭାଙ୍ଗିଗଲା ବାହାଘର

ଲଭ୍, ସେକ୍ସ୍,ଏ ହେଉଛି ଧୋ-କାର କାହାଣୀ। ଏ ହେଉଛି ଏଭଳି ଏକ କାହାଣୀ ଯେଉଁଥିରୁ ଆପଣ ବି ଜାଣି ପାରିବେ ଯେ ଏ ସମାଜରେ କଣ ଘଟି ଯାଉଛି। ପ୍ରଥମ ଦେଖାରୁ ପ୍ରେମ ହୁଏ। ସେ ପ୍ରେମ ଦେହ ସୁଖ ପାଇଁ ନା ବାହାଘର ପାଇଁ ସେଇଟା ଦିବାକର ଭଲରେ ଜାଣିଥିଲା। ସେଥିପାଇଁ ତ ପାଞ୍ଚ ବର୍ଷ କାଳ ଦେହ ସୁଖ ନେଲା। ଆଉ ପଇଁତିରିଶ ବର୍ଷରେ ପ୍ରେମିକାକୁ ଛାଡ଼ି ଦେଇ ନିଜେ ଆଉ ଗୋଟିଏ ଝିଅକୁ ବାହା ହେଉଥିଲା।

ଏ ଘଟଣା ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲ୍ଲା ସଦରଥା-ନା ଗୁଳୁଗୁଳା ଗାଁରେ। ସେ ଗାଁର ଦିବାକର ରଥ ଭୁବନେଶ୍ୱରରେ ଏକ ଘରୋଇ ଦୁଗ୍ଧ କମ୍ପାନୀରେ କାମ କରନ୍ତି। ଆଉ ସେଠାରେ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ମିନାକ୍ଷୀ ସାହୁ ମଧ୍ୟ କାମ କରୁଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସଂ-ପର୍କ ଗଢ଼ି ଉଠିଥିଲା।ମିନାକ୍ଷୀ ନଅ ବର୍ଷର ବଡ଼ ଥିଲେ ଦିବାକରଙ୍କ ଠାରୁ ।

ମିନାକ୍ଷୀଙ୍କୁ ପଇଁତିରିଶ ବର୍ଷ ଆଉ ଦିବାକରଙ୍କୁ ଚବିଶ ବର୍ଷ। ପାଞ୍ଚ ବର୍ଷ ଧରି ଦୁଇ ଜଣଙ୍କ ମଧ୍ୟରେ ରହିଲା ଶାରି-ରୀକ ସମ୍ପ-ର୍କ। ଆଉ ସେଇ ଶାରି-ରୀକ ସମ୍ପ-ର୍କ ବେଳେ ଦିବାକର ସବୁବେଳେ କହୁଥିଲା ଯେ ମୁଁ ତୋତେ ବାହା ହେବି ଆଉ ତୋ ହାତ କେବେବି ଛାଡ଼ିବିନି। ଆଉ ଏମିତି ଭାବେ ବୟସ ଗଡ଼ି ଚାଲିଥିଲା ପ୍ରେମ ବଢ଼ି ଚାଲିଥିଲା। ଆଉ ଏମିତି ସମୟରେ ପଇଁତିରିଶ ବର୍ଷର ପ୍ରେମିକା ମିନାକ୍ଷୀ ବାହାଘର ଶୁଣି ଦୌଡ଼ିଗଲା ଗାଁକୁ। ଆଉ ଗାଁରେ ଯାଇ ସିଧା ପିଣ୍ଡାରେ ଧାରଣା ଦେଇ ବସିଗଲା। ଆଉ ସେପଟେ ଦିବାକରର ବାହାଘର ଭାଙ୍ଗିଗଲା। ଗତକାଲି ମଙ୍ଗନ ଥିବାରୁ ଗୁଳୁଗୁଳା ଗାଁରେ ଆସି ପହଞ୍ଚିଥିଲା ମିନାକ୍ଷୀ ।

ତାକୁ ଭଲ ପାଇ ତା ସହ ଶାରି-ରୀକ ସଂ-ପର୍କ ରଖି ଆଉ ଏବେ ବାହା ହେଇ ଯାଉଥିଲା ବୋଲି ଘର ଆଗରେ କହିଥିଲା। ଆଉ ନିଜର ପରିଚୟ ଦେଇଥିଲା ମୁଁ ହେଉଛି ଦିବାକରର ପ୍ରେମିକା। ପାଞ୍ଚ ବର୍ଷ କାଳ ଶାରି-ରୀକ ସ-ମ୍ପର୍କ ରଖିଥିଲାଦିବାକର। ଆଉ ଇବେ କେମିତି ଆଉ ଗୋଟିଏ ଝିଅକୁ ବାହା ହେଇ ଯାଉଛି। ଦିବାକର ମୋତେ ହିଁ ବାହା ହେବ ଏଭଳି ଜିଦ୍ ଧରି ବସି ପଡ଼ିଲା ମିନାକ୍ଷୀ । ଆଉ ସେପଟେ ଦିବାକର ସଜବାଜ ହୋଇଯାଇଥିଲା ବର ବେଶରେ।

ରୋଷଣୀ ଧରି ବ୍ୟାଣ୍ଡ ବାଜା ବଜେଇ ବାହା ହୋଇ ଯାଇଥାନ୍ତେ। ହେଲେ ସବୁ ଫିକା ପଡ଼ିଗଲା। ଗାଁ ପାଖ ପ୍ରସ୍ତାବ ପକାଇ ବାହାଘର ଠିକ୍ ହୋଇଥିଲା। ହେଲେ ଝିଅ ଘର ପକ୍ଷରୁ ଏ ସବୁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଝିଅ ଘର ପକ୍ଷରୁ ହିଁ ବାହାଘର ଭାଙ୍ଗି ଦେଲେ। ଏ ମିନାକ୍ଷୀ ଶୀତ କାକରରେ ପ୍ରେମିକ ଦୁଆରେ ସେମିତି ବସିଥିଲା। ଆଉ ସକାଳୁ ଦେଖିଲା ବେଳକୁ ବାହାଘର ଭାଙ୍ଗି ଯାଇଛି। ଆଉ ମିନାକ୍ଷୀ ସେପଟେ ଯାଇ ସଦର ଥା-ନରେ ଲିଖିତ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *