କାନ୍ଦ ବୋବାଳିରେ ଫାଟି ପଡୁଛି ବିଲ । ପୁଅ ଆସିଥିଲା ଗୁଡି ଉଡାଇବାକୁ, ବିଲରେ ପୁଅକୁ ଏଭଳି ଦେଖି କାନ୍ଦୁଛନ୍ତି ସମସ୍ତେ ।
ବନ୍ଧୁଗଣ କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ । ବିଧିର ବିଧାନ ବଡ଼ ଅଜବ । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ । ତେବେ ନିକଟରେ ଦେଖିବାକୁ ମିଳିଛି ସେମିତି ଏକ ଘ-ଟଣା । ଏମିତି ଭି ଆସେ ମୁ-ତ୍ୟୁ । ଆଜ୍ଞା ହଁ କାନ୍ଦ ବୋବାଳିରେ ଫାଟି ପଡୁଛି ଧାନବିଲ । ଆଉ ସେହି ଧାନ ବିଲ ଭିତରେ ପୁଅକୁ ଏଭଳି ଅବସ୍ଥାରେ ଦେଖି ସମସ୍ତଙ୍କ ଆଖିରୁ ଝରି ପଡ଼ୁଚି ଲୁ-ହ । କେମିତି ବା ସହିବ ଏହି ବୁଢୀମା । ଗୁଡ଼ି ଉଡ଼ାଇବାକୁ ପୁଅ ଯାଇଥିଲା ନିକଟସ୍ଥ ଧାନ ବିଲକୁ କିନ୍ତୁ ଆଉ ଘରକୁ ଫେରିଲା ନାହିଁ । କିଏ ବା ଜାଣିଥିଲା ଏହି ଧାନବିଲକୁ ଯାଇ ଗୁଡ଼ି ଉଡ଼ାଇବା ତାର ଶେଷ ଦିନ ହୋଇଯିବ ବୋଲି । ଆଉ ଘରକୁ ଫେରିଲା ନାହିଁ ପୁଅ ।
ସେହି ବିଲରେ ଜଗି ବସିଥିଲା ଯମ ଆଉ ନେଇଗଲା ପୁଅର ଜୀବନ । ହଁ ଆଜ୍ଞା ନିଜ ପୁଅକୁ ଏଭଳି ଅବସ୍ଥାରେ ଦେଖି ଧାନ ବିଲରେ ପରିବାରବର୍ଗ ଓ ସମ୍ପର୍କୀୟ ସମସ୍ତେ ବାହୁନି ବାହୁନି କା-ନ୍ଦୁଛନ୍ତି ଆଉ ହାତ ଠାରି ଡାକୁଛନ୍ତି କିନ୍ତୁ ଆଉ ପୁଅ ଫେରୁନି । ସୂଚନା ମୁତାବକ ଗୁଡ଼ି ଉଡ଼ାଇବାକୁ ଯାଇ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ ।
ଶେଷରେ ପରିବାର ଲୋକେ ଖୋଜି ଖୋଜି ଧାନବିଲ ନିକଟରେ ଥିବା ନିମ୍ବ ଗଛରେ ପୁଅକୁ ଏଭଳି ଅବସ୍ଥାରେ ଦେଖି ଛାତି ଫଟେଇ କା-ନ୍ଦୁଛି ଏ ପରିବାର । ପୁଅର ଏଭଳି ଅକ-ସ୍ମାତ୍ ମୃ-ତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ମକର ସଂକ୍ରାନ୍ତି ଥିଲା । ସେଥିପାଇଁ ଘରୁ ହଁସ ଖୁସିରେ ଗୁଡ଼ି ଉଡ଼ାଇବା ପାଇଁ ଯାଇଥିଲା ପୁଅ କିନ୍ତୁ ସବୁକିଛି ଛାରଖାର ହେଇଗଲା । ତେବେ ଯୁବକ ଜଣଙ୍କର ମୃ-ତ୍ୟୁ କିଭଳି ହେଲା । ତାଙ୍କୁ କେହି ମା-ରିଦେବା ପରେ ଗଛ ମୂଳରେ ଫିଙ୍ଗି ଦେଇଥିବା ନେଇ ସ-ନ୍ଦେହ କରୁଛନ୍ତି ପରିବାର ଲୋକେ । ଯୁବକଙ୍କ ସ-ନ୍ଦେହ ଜନକ ମୃ-ତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।
ତେବେ ଏଭଳି କିଛି ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଅଳକୁଣ୍ଡ ଥା-ନା ଅନ୍ତର୍ଗତ କାଞ୍ଚିଆପାଟନା ଗାଆଁ ରେ । ତେବେ ଘ-ଟଣା ସ୍ଥଳରେ ପୋ-ଲିସ୍ ପହଞ୍ଚି ନିମ୍ବଗଛ ମୂଳରୁ ଯୁବକଙ୍କ ମୃ-ତ ଦେହ ଜ-ବତ କରିବା ସହିତ ଅଧିକ ତ-ଦନ୍ତ ଜାରି ରଖିଛି । ତେବେ ମୃ-ତକ ଜଣକ ହେଲେ ଅଳକୁଣ୍ଡ ଥା-ନା ଅନ୍ତର୍ଗତ କାଞ୍ଚିଆପାଟନା ଗାଆଁର ରବି ମଲ୍ଲିକଙ୍କ ପୁଅ ପିଣ୍ଟୁ ମଲ୍ଲିକ ବୋଲି ଜଣା ପଡିଛି । ତେବେ ଯୁବକ ଜଣକ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କେହି ହ-ତ୍ୟା କରିଛି ସେ ନେଇ ତ-ଦନ୍ତ କରୁଛି ପୋ-ଲିସ୍ ।