ବାପାକୁ ବାଡେଇଲା ଝିଅକୁ ବାହା ହେବା ପାଇଁ କହିଲା।

ଭଲ ପାଉଥିବା ଝିଅକୁ ଅଟକାଇଲା ଯୁବକ, ଝିଅ ଫୋନ କଲା ବାପାକୁ। ବାପା ଆସିଲା ପୁଅ ମାରିଲା।ଝିଅ ନବମ ଶ୍ରେଣୀରେ ପାଠ ପଢୁଥିଲା। ସବୁଦିନ ଭଳି ଆଜିବି ସ୍କୁଲ ଯାଇଥିଲା। ହେଲେ ଗାଁର ସେହି ଯୁବକ ଯେଉଁ ଯୁବକ ସେହି ଝିଅକୁ ଭଲପାଉଥିଲା ଏକ ତରଫା ପ୍ରେମ କରୁଥିଲା ବାଟରେ ସବୁବେଳେ ହଇରାଣ ହର-କତ କରିଥିଲା ଆଉ ଏସବୁକୁ ଦେଖି ଝିଅ ନିଷ୍ପତ୍ତି ନେଇଥିଲା ନବମ ପରେ ଦଶମ ହେବ ମୋ ପରୀକ୍ଷା କଣ ହେବ?

ବାପା ଯଦି ଏମିତି ରାସ୍ତାରେ ବାରମ୍ବାର ହୁଏ ତେବେ ମୁଁ ସ୍କୁଲ ଯାଇ ପାରିବି ନାହିଁ। ମୋ ପାଠ କ୍ଷତିଗ୍ରସ୍ତ ହେବ। ହେଲେ ବାପା ସାହସ ଦେଇଥିଲେ ଝିଅ ତୁ ସ୍କୁଲ ଜା ବାଟରେ ଯଦି ସେ ଟୋକା କିଛି କୁହେ ତାହେଲେ ମୋତେ କହିବୁ। ଆଉ ଝିଅ ବି ପୂର୍ବ ଥର ପରି ଏଥର ବି ସ୍କୁଲକୁ ଯାଇଥିଲା ହେଲେ ବାଟରେ ସେଇ ଏକ ତରଫା ପ୍ରେମ କରୁଥିବା ଯୁବକ ଅଟକାଇଥିଲା ଯାହାକୁ ବି-ରୋଧ କରିଥିଲା ଛାତ୍ରୀ ଜଣଙ୍କ। କିନ୍ତୁ ଯୁବକ ଶୁଣି ନଥିଲା। ସିଧା ମୁଥା ମା-ରିଥିଲା ଝିଅର ମୁହଁକୁ ଆଉ ତାପରେ ଝିଅ ଫୋନ କରି ବାପାଙ୍କୁ କହିଥିଲା। ବାପା ବି ଘଟ-ଣା ସ୍ଥଳରେ ପହଞ୍ଚି ଥିଲେ। ଆଉ ସେତେବେଳେ ବାପା ଝିଅଙ୍କୁ ନିଧୁମ ପି-ଟିଥିଲା ଯୁବକ ଜଣଙ୍କ।

ଏକ ତରଫା ପ୍ରେମ କରୁଥିଲା ଆଉ ଚି-ତ୍କାର କରି କହୁଥିଲା ତ ଝିଅକୁ ମୁଁ ବିବାହ କରିବି ନହେଲେ ଆଉ କାହାକୁ ତାକୁ ହେବାକୁ ଦେବିନି। ଏହା କହୁଥିଲା ଆଉ ମା-ଡ଼ ମା-ରୁଥିଲା। ଆଉ ମା-ଡ଼ ମା-ରି ସେ ଫେ-ରାର ହୋଇ ଯାଇଛି। ଯାହା ବର୍ତ୍ତମାନର ସବୁଠୁ ବଡ଼ ଖବର ବାପା ଝିଅଙ୍କୁ ପି-ଟିଛି ରୋଡ଼ ରୋମିଓ।

ରୋମିଓ ମାଡ଼ ମାରି ବର୍ତ୍ତମାନ ଫେ-ରାର ହୋଇଯାଇଛି। ଏକ ତରଫା ପ୍ରେମକୁ ନେଇ ଏମିତି ଆକ୍ର-ମଣ କରାଯାଇଛି ବୋଲି ସୂଚନା ମିଳୁଛି। ବର୍ତ୍ତମାନ ଘ-ଟଣା ସ୍ଥଳରେ ଯୁବକ ଫେ-ରାର ଥିବା ବେଳେ ଖବର ଶୁଣିବା ପରେ ଘ-ଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଅଛନ୍ତି। ଏବଂ ପୋଲି-ସକୁ ମଧ୍ୟ ଖବର ଦିଆଯାଇଛି।

ଏଠାରେ ଜଣେଇଦେବାକୁ ଚାହିଁବୁ ଯେତେବେଳେ ଝିଅଟି କା-ନ୍ଦି କା-ନ୍ଦି ବାପାକୁ ଫୋନ କରିଥିଲା ବାପା ସଙ୍ଗେ ସଙ୍ଗେ ଘ-ଟଣା ସ୍ଥଳରେ ପହଞ୍ଚି ଥିଲା। ଆଉ ଯୁବକକୁ ପଚାରିବାକୁ ଚେଷ୍ଟା କରିଥିଲା ଯେ କାହିଁକି ମୋ ଝିଅକୁ ବାରମ୍ବାର ଏମିତି ରାସ୍ତାରେ ହଇ-ରାଣ ହରକତ କରୁଛୁ ଏବଂ ଏହା ଶୁଣି ରୋଡ଼ ରୋମିଓ ବାପ ଝିଅଙ୍କୁ ନି-ଦ୍ଧୁମ ମା-ଡ଼ ମା-ରିଥିଲା। ଆଉ ତାପରେ ଘ-ଟଣା ସ୍ଥଳରେ ରୋମିଓ ଫେ-ରାର ହୋଇଯାଇଛି ଯାହା ସୂଚନା ମିଳିଛି।

ସ୍କୁଲ ଯାଉଥିବା ବେଳେ ଛାତ୍ରୀଙ୍କୁ ପ୍ରଥମେ ଅଟକାଇଥିଲା ଯୁବକ ଆଉ ତାପରେ ଛାତ୍ରୀ ଜଣଙ୍କ ବାପାଙ୍କୁ ଫୋନ କରିବା ପରେ ଘଟଣା ସ୍ଥଳରେ ବାପା ପହଁଚି ଥିଲେ ଏବଂ ବାପ ଝିଅଙ୍କୁ ମା-ଡ଼ ମା-ରି ଛୁ ହୋଇଯାଇଛି ରୋଡ଼ ରୋମିଓ। ଏସବୁ ଘ-ଟଣା ହେବା ପରେ ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ସହାୟତାରେ ବାପାଙ୍କୁ ଡ଼ାକ୍ତରଖାନାକୁ ନିଆଯାଇଛି ଏବଂ ପରବର୍ତୀ ସମୟରେ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଘଟ-ଣାର ତ-ଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *