୪୨ ଜଣଙ୍କୁ ବଞ୍ଚାଇଥିଲେ ଖାଲି ଟଙ୍କା ଦେଇ ତଡିଦେଲେ।

୪୨ ଜଣଙ୍କୁ ବଞ୍ଚାଇଥିଲେ ଖାଲି ଟଙ୍କା ଦେଇ ତଡିଦେଲେ।ସମ୍ମାନ ଟିକେ ବି ପାଇଲେ ନାହିଁ ଏଇ ପ୍ରକୃତ ହିରୋ।୪୨ ଜଣଙ୍କୁ ବଞ୍ଚାଇଥିଲେ ଖାଲି ଟଙ୍କା ଦେଇ ତଡିଦେଲେ। ସମ୍ମାନ ଟିକେ ବି ପାଇଲେ ନାହିଁ ଏଇ ପ୍ରକୃତ ହିରୋ ଜଣଙ୍କ। ୪୨ ଜଣଙ୍କ ଖୁସି ଦେଖି କା-ନ୍ଦି ପକାଇଥିଲେ ମାଟିରେ ମିସିଲା ବସୁଧୋଇବ କୁଟୁମ୍ବକମଙ୍କର ସ୍ଲୋଗାନ। ଏ ମଣିଷକୁ କେହି ଟିକେ ଚିନ୍ହିଲେ ନାହିଁ କି ସମ୍ମାନ ବି ଟିକେ ଦେଲେ ନାହିଁ। ମୁଲିଆଙ୍କ ଭଳି ଖାଲି ଟଙ୍କା ଦେଇ କାମ ସାରିଦେଲେ। କହିଲେ ତୁମର କାମ ସରିଗଲା ତୁମେ ଏଥର ଯାଇପାର। ତୁମର ଆଉ ଏଠାରେ କିଛିବି ଜାମ ନାହିଁ।

ଆଉ ଏ ଭଦ୍ର ବ୍ୟକ୍ତି ଜଣଙ୍କ ନିଜ ପ୍ରାପ୍ୟ ନେଇ ସେଠାରୁ ଚାଲିଆସିଥିଲେ ଖାଲି ସାଙ୍ଗରେ ନେଇ ଆସିଥିଲେ ୪୨ ଜଣଙ୍କ ମୁହଁରେ ଥିବା ହସକୁ ସନ୍ତକ ରୂପରେ। ଆଉ ଏ ମହାନ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭୂତଳ ବିଶେଷଜ୍ଞ ଆନୁଲ ଡିସ।ଆଜ୍ଞା ଆମେ ଆପଣଙ୍କୁ ଜଣେଇଦେବାକୁ ଚାହିଁବୁ କି ଯଦି ଆନୁଲ ନଥାନ୍ତେ ତାହେଲେ ୪୨ ଜଣ ଶ୍ରମିକ ବୋଧେ ମୃ-ତ୍ୟୁର ଟନେଲ ଭିତରୁ କେବେ ହେଲେ ବାହାରି ପାରୁନଥାନ୍ତେ।

୧୭ ଦିନର ସଙ୍ଘ-ର୍ଷ ମୃ-ତ୍ୟୁ ସହ ଅହ ରହ ଲଢ଼ି ପାଦେ ପାଦେରେ ବି-ପଦ ନିଶ୍ୱାସକୁ ବାଜିରେ ଲଗାଇ ଜୀବନକୁ ବଞ୍ଚାଇବାକୁ ପ୍ରୟାସ। କିନ୍ତୁ ସବୁକିଛି ଭୁଲିଗଲା ଏ ଦେଶ ଏବଂ ଏ ଦେଶର ଜନତା। ଯାହାଙ୍କୁ ମନେରଖିବା କଥା ତାଙ୍କୁ ଅସମ୍ମାନ ଦେଇ ଦେଶରୁ ବିଦା କରି ଦିଆଗଲା।ଯେଉଁ ଦେଶରେ କ୍ରିକେଟରେ ୫୦ ରନ ମାରିଲେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ମିଳୁଛି ସେହି ଦେଶରେ ୪୨ ଜଣଙ୍କ ଜୀବନ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ଫଳ ମିଳିଲା ଅସମ୍ମାନ ହେଲେ ଏଥିରେ ତିଳେ ହେଲେବି ଦୁଃ-ଖ ପ୍ରକାଶ କରିଲେ ନାହିଁ ଆନୁଲ।

ଖବର ମୁତାବିକ ଦିନ ଥିଲା ଦୀପାବଳୀ। ହଠାତ ଟନେଲ ଭୁଶୁଡିବା ଥିବା ଫଳରେ ଟନେଲ ଭିତରେ ଫସି ରହିଯାଆନ୍ତି ୪୨ ଜଣ ଶ୍ରମିକ। ଏହା ପରେ ଆରମ୍ଭ ହୁଏ ଉ-ଦ୍ଧାର କାର୍ଯ୍ୟ। ହେଲେ ଦିନ ପରେ ଦିନ ବିତି ଯାଇଥିଲେ ମଧ୍ୟ ଶ୍ରମିକ ମାନେ ବାହାରି ପାରନ୍ତି ନାହିଁ।ଯାହା ପରେ ସିଧା ଉତ୍ତରାଖଣ୍ଡର ସରକାର ଅଷ୍ଟ୍ରେଲିଆର ଏଇ ମହାନ ବ୍ୟକ୍ତି ଆନୁଲ ଡିସଙ୍କ ପାଖକୁ କଲ କଲେ।

ଆଉ କିଛି ନବୁଝି ନଶୁଝି ଦ୍ୱିତୀୟ ଭଗବାନ ଆସି ହାଜିର ହୋଇଯାଆନ୍ତି ଉତ୍ତରାଖଣ୍ଡରେ। ଆଉ ଯେତେବେଳେ ସେ ସେଠାରେ ପହଁଚି ଥିଲେ ତାଙ୍କର ମୁଣ୍ଡ କିଛିବି କାମ କରିନଥିଲା। କେମିତି ବଞ୍ଚାଇବେ କଣ କରିବେ। ସେ କିଛି ବଝିପାରନ୍ତି ନାହିଁ ହେଲେ ସେ ନିଜକୁ ଧର୍ଯ୍ୟହରା କେବେବି ହେବାକୁ ଦେଇନଥିଲେ। ସେ ନିଜର ଧର୍ଯ୍ୟକୁ ସମ୍ଭାଳି ଥିଲେ ଏବଂ ନିଜ ମନ ଭିତରେ ଚିନ୍ତା କରିଥିଲେ ସେମାନଙ୍କୁ କେମିତି ବଞ୍ଚାଇହେବ।

ମହାନ ବ୍ୟକ୍ତି ଆନୁଲ ଜୀବନ ବଞ୍ଚାଇବାକୁ ପ୍ରତି-ଶୃତି ଦିଅନ୍ତି। ସେ ବାରମ୍ବାର ବିଫଳ ହୋଇଛନ୍ତି ଉଦ୍ଧାର କାର୍ଯ୍ୟରେ। ଯାହା ପାଇଁ ତାଙ୍କୁ କେତେ କଟୁ କଥା ଏବଂ ଅ-ଶ୍ଳୀଳ କଥା ଶୁଣିବାକୁ ପଡିଛି।ତେବେ ସେ ସବୁ ଭୁଲି କେବଳ ଚେଷ୍ଟା ଜାରି ରଖିଥିଲେ କେମିତି ଶ୍ରମିକ ମାନଙ୍କୁ ବଞ୍ଚାଇବେ।

ନିଜେ ଖ୍ରୀଷ୍ଟିୟାନ ହୋଇ ମଧ୍ୟ ହିନ୍ଦୁ ଭଗବାନଙ୍କ ଆଗରେ ପ୍ରାର୍ଥନା କରୁଥିଲେ କି ତାଙ୍କୁ ଟିକେ ଶକ୍ତି ଦିଅନ୍ତୁ ସେ ଶ୍ରମିକ ମାନଙ୍କୁ କେମିତି ବଞ୍ଚାଇ ପାରିବେ। ପ୍ରତିଦିନ ସକାଳ ହେଲେ ସେ ତାଙ୍କ ମୁଣ୍ଡରେ ନାଲି ଟୀକା ମାରି କାମକୁ ବାହାରି ଯାଆନ୍ତି। ନାଁ ଖାଇବା ନାଁ ପିଇବା ତାଙ୍କ ମନକୁ କିଛିବି ଆସେନାହିଁ କେବଳ ଗୋଟିଏ ଜୋସ ଥିଲା କେମିତି ଟନେଲ ଭିତରୁ ଶ୍ରମିକ ମାନଙ୍କୁ ଉ-ଦ୍ଧାର କରିବେ। ତାଙ୍କ ମୁହଁରେ ହସ ଫୁଟାଇବେ ଏବଂ ତାଙ୍କର ପରିବାର ଲୋକଙ୍କ ମୁହଁରେ ଯେଉଁ ଦୁଃ-ଖ ଖେଳିଯାଇଛି ତାହାକୁ କେମିତି ହସରେ ପରିଣତ କରିବେ। ଆଉ ସେ ସେଥିରେ ମଧ୍ୟ ସଫଳ ହୋଇଥିଲେ। ୪୨ ଜଣ ଶ୍ରମିକଙ୍କୁ ମୃ-ତ୍ୟୁର ଟନେଲରୁ ବାହାର କରିଦେଲେ।

କିନ୍ତୁ ଆନଲଙ୍କୁ ବଡ଼ ମଞ୍ଚରେ ସମ୍ମାନୀତ କରାଗଲା ନାହିଁ। ପ୍ରକୃତ ହିରୋଙ୍କର ସଙ୍ଘ-ର୍ଷର କାହାଣୀ କେହି ମଧ୍ୟ ଜାଣିପାରିଲେ ନାହିଁ। ଏମିତି ଲାଗୁଛି ଯେମିତି ସେ ଟନେଲର ମାଟି ଭିତରେ ଆନଲଙ୍କର ସ-ଙ୍ଘର୍ଷ ଦବି ହୋଇଯାଇଛି। ଶେଷରେ ଗୋଟିଏ ପ୍ରଶ୍ନ ଆପଣ ମାନଙ୍କୁ ସ୍ୱାର୍ଥପର କିଏ ଆଉ ନିଃସ୍ୱାର୍ଥପର କିଏ ଆଉ ଆନଲଙ୍କୁ କେଉଁ ଉପାଧିରେ ସମ୍ମାନୀତ କରାଯିବ।

Leave a Reply

Your email address will not be published. Required fields are marked *