ବୋହୂକୁ ବାବୁଶାନ୍ ଘରୁକୁ ନେଇଯିବାକୁ ଫୋନ୍ କଲେ ଶଶୁର,ଜାଣନ୍ତୁ କଣ କଣ କହିଲେ !

ତେବେ ବନ୍ଧୁଗଣ ଗଲା କାଲି ନିଜ ଜନ୍ମଦିନରେ ଭୁବନେଶ୍ୱର ସ୍ଥିତ ବାସଭବନରେ ନିକଟ ସମ୍ପ-ର୍କୀୟ ତଥା ପରିବାର ବର୍ଗଙ୍କ ଉପସ୍ଥିତିରେ କେକ କା-ଟିଥିଲେ ବାବୁଶାନ । ଆଉ ସେଠାରେ ଦେଖିବାକୁ ମିଳିଥିଲା ଆଉ ଏକ ଆଶ୍ଚ-ର୍ଯ୍ୟଜନକ ଘଟ-ଣା । କାଲି ବାବୁଶାନଙ୍କ ଘରେ ପହଞ୍ଚି ଥିଲେ ଲଳିତ ଶତପଥୀ

ତେବେ ଯଦି ଆପଣ ଜାଣି ନାହାଁନ୍ତି ତୋ ସେ ହେଉଛନ୍ତି ବାବୁଶାନଙ୍କ ଶ୍ୱଶୁର ତେବେ ବାବୁଙ୍କ ଘରେ ଆଜି ବସିବାକୁ ଯାଉଛି ଏକ ବଡ ବୈଠକ । ତେବେ ବାବୁଶାନ ମଧ୍ୟ କହି ସାରିଛନ୍ତି କି ତୃପ୍ତିଙ୍କ ସହିତ ତାଙ୍କର ମନ ସମ୍ପୂର୍ଣ୍ଣ ଭାବରେ ମିଶି ସାରିଛି ।

ତେବେ ବାକି ଯେଉଁଠି ଟିକେ ଅଳ୍ପ ଅଳ୍ପ କଥା ରହିଛି ଏହାର ମଧ୍ୟ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ନିଶ୍ଚୟ ସମାଧାନ ହୋଇଯିବ ବୋଲି ମଧ୍ୟ ସେ କହିଥିଲେ । ତେବେ ବାବୁଙ୍କ ଘରେ ତାଙ୍କ ଜନ୍ମଦିନ ଦିନ ହେବାକୁ ଯାଉଛି ଏକ ବଡ଼ ବୈଠକ । ଏହା ବ୍ୟତୀତ ଏହା ପରେ ବାବୁଶାନ ଓ ତୃପ୍ତି ଏକାଠି ହୋଇ ଯାଇ ପାରନ୍ତି । ଏହା ବ୍ୟତୀତ ତୃପ୍ତି ମଧ୍ୟ ଆଜି ଆସିଯାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ହିନ୍ଦୁ ଘରେ ବାର ତିଥି ଭଳି କିଛି ନିୟମ ରହିଥାଏ ତେଣୁ ହୁଏତ ତୃପ୍ତି ଆସିବାକୁ ଚାହୁଁ ନାହାନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ଏହି କଥା ଆଜି ଆଲୋଚନା ହେବ ବାବୁଶାନଙ୍କ ଘରେ ବୋଲି କୁହା ଯାଇଛି ଏହା ବ୍ୟତୀତ କାଲି ତାଙ୍କର ଜନ୍ମଦିନରେ ଜ୍ବାଇଁ ବାବୁଶାନ୍ ଙ୍କୁ ଆଶୀର୍ବାଦ କରିଛନ୍ତି ଲଳିତ ଶତପଥୀ । ତେବେ ଏକ ଭଲ ମଣିଷ ହେବା ପାଇଁ ଓ ଏକ ଭଲ ଜ୍ବାଇଁ ହେବା ପାଇଁ କହିଛନ୍ତି ଲଳିତ ଶତପଥୀ ଏହା ବ୍ୟତୀତ ସେ ଏକ ଭଲ ମଣିଷ ହୋଇ ତାଙ୍କର ଝିଅ ଓ ତାଙ୍କର ନାତିକୁ ଭଲ ଭାବରେ ରଖିବା ପାଇଁ ତାଙ୍କୁ ତାଗିଦ କରିଛନ୍ତି ଲଳିତ ଶତପଥୀ।

ତେବେ ବର୍ତ୍ତମାନ ବାବୁଶାନଙ୍କ ସହିତ ଆଲୋଚନା କରିବେ ଲଳିତ ଶତପଥୀ । ରବି ମିଶ୍ର ଓ ତାଙ୍କର ବାପା ମାଆ । ତେବେ ସେମାନେ ଏକାଠି ଭାବରେ ଏହି କଥାର ଆଲୋଚନା କରିବେ ବୋଲି ତାଙ୍କର ଜଣେ ନିକଟ ସମ୍ପ-ର୍କୀୟ କହିଥିଲେ ବୋଲି ଜଣା ପଡିଛି ।

ତେବେ ମାତ୍ର ଅଳ୍ପ ସମୟ ମଧ୍ୟରେ ଆଲୋଚନା ଶେଷ ହେବା ପରେ ସେମାନଙ୍କ ମଧ୍ୟରେ ଥିବା କ-ଳହ ଶେଷ ହେବା ସହିତ ସେମାନଙ୍କ କଳହର ଅନ୍ତ ନିଶ୍ଚୟ ଭାବରେ ଘ-ଟିବ ବୋଲି କୁହା ଯାଉଚି ଏହା ପରେ ପୁଣି ତାଙ୍କର ଖୁସିର ସଂସାର ନିଶ୍ଚୟ ଭାବରେ ପୁଣି ହସିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *