ସମ୍ବଲପୁର ରୁ କିଏ ଜିତିବ କହିଦେଲେ ପ୍ରସନ୍ନ

୨୦୧୯ ନିର୍ବାଚନ ରେ ସର୍ବାଧିକ ସାଂସଦ ଆସନ ପଶ୍ଚିମ ଓଡ଼ିଶାରୁ ବିଜେପି ସପକ୍ଷରେ ଯାଇଥିଲା ୫ ଟି ସାଂସଦ ଆସନ ପାଇଥିଲେ। ପ୍ରସନ୍ନ ଆଚାର୍ଯ୍ୟ ଙ୍କ ପରି ଜଣେ ବରିଷ୍ଠ ନେତା ସେ ସମ୍ବଲପୁରରୁ ଲଢ଼ିବା ପାଇଁ ଉଚିତ୍ ମନେ କରିଲେ ନାହିଁ ବା ତା’କୁ ପରିବର୍ତ୍ତନ କରାଗଲା ତାଙ୍କ ଚାପରେ। ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଚେକ୍ ଦେବ ହେଉଛି ବିଜେଡ଼ି ର ଦାୟିତ୍ଵ ଏବଂ ବିଜେଡ଼ି ସେଇଥି ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ସେଇଠି ଠିଆ କରିଛି ଯେ ଲୋକଙ୍କ ପାଖକୁ ରଙ୍ଗ୍ ମେସେଜ୍ ନଯାଉ ଯେ ବିଜେଡ଼ି ସିରିଏସ୍ଲି ନିର୍ବାଚନ ଲଢ଼ୁନାହିଁ। ପରିଣତି କ’ଣ ହେଇପାରେ କିନ୍ତୁ ବିଜେଡ଼ି ସିରିଏସ୍ଲି ନିର୍ବାଚନ ଲଢୁଛି ଏବଂ ବିଜେପିର ମୁକାବିଲା କରୁଛି ସେଇ ସଙ୍କେତ ଦେବା ପାଇଁ ପ୍ରଣବ ପ୍ରକାଶ ଦାସ ଙ୍କୁ ସମ୍ବଲପୁର ରେ ପ୍ରାର୍ଥୀ କରା ଯାଇଛି ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ।

ପଶ୍ଚିମ ଓଡ଼ିଶାରୁ ଛିଡ଼ା ହେବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କ୍ୟାଣ୍ଡେଟ୍ ହେବା କି ଗୋଟେ ରାଜନୈତିକ ଦଳର ରଣନୀତି, ମୁଖ୍ୟମନ୍ତ୍ରୀ ଜଣେ ମଧ୍ୟ ଗୋଟେ ରାଜନୈତିକ ଦଳର ନେତୃତ୍ବ ନେଉଛନ୍ତି ସେଇ ଅନୁସାରେ ସେ ବିଜେଡ଼ି ର ରଣନୀତି ଅନୁସାରେ ସେ ପଶ୍ଚିମ ଓଡ଼ିଶାରେ ଠିଆ ହୋଇଛନ୍ତି ଗତଥର ମଧ୍ୟ ସେ ପଶ୍ଚିମ ଓଡ଼ିଶାରୁ ଠିଆ ହୋଇଥିଲେ। ଏବଂ ପଶ୍ଚିମ ଓଡ଼ିଶା ଗତଥରରେ ଯେଉଁ ଠିଆ ହୋଇଥିଲେ ସେଥିରେ ବିଜେଡ଼ି କୁ ଫାଇଦା ମିଳିଥିଲା, କାରଣ ଦେଖିବେ ୧୯ ନିର୍ବାଚନ ରେ ସର୍ବାଧିକ ସାଂସଦ ଆସନ ପଶ୍ଚିମ ଓଡ଼ିଶାରୁ ବିଜେପି ସପକ୍ଷରେ ଯାଇଥିଲା ପାଞ୍ଚଟି ଆସନ ସେମାନେ ପାଇଥିଲେ। ତେଣୁ ଏଥର ସେଇ କଥା ହେଇପାରେ ତାକୁ ଚେକ୍ ଦେବା ପାଇଁ ନବୀନ ପଟ୍ଟନାୟକ ଠିଆ ହେଉଛନ୍ତି ବର୍ତ୍ତମାନ କଣ୍ଟାବାଞ୍ଜି ରୁ ଷ୍ଟ୍ରାଟେଜି ଖଲି କଣ୍ଟାବାଞ୍ଜି ଗୋଟେ ଇମ୍ପର୍ଟାଣ୍ଡ କଥା ହେଉଛି ତିନି,ଚାରୋଟି ଜିଲ୍ଲା ଆପଣମାନେ କୁହନ୍ତୁ ନୂଆପଡ଼ା କୁହନ୍ତୁ, କଳାହାଣ୍ଡି କୁହନ୍ତୁ ସବୁ ଦୃଷ୍ଟିରୁ ତା’ର ଇମ୍ପର୍ଟାଣ୍ଡ୍ସ ରହୁଛି କଣ୍ଟାବାଞ୍ଜି ରେ ରହୁଛି ଏବଂ ସେଇଥି ପାଇଁ କଣ୍ଟାବାଞ୍ଜି କୁ ବଛା ଯାଇଛି।

ଏହିସବୁ ଜିଲ୍ଲା ମାନଙ୍କରେ ଗୋଟେ ପ୍ରଭାବ ପଡ଼ିବ ଏବଂ ବିଜେଡ଼ି ଗୋଟେ ଆଶଙ୍କା କରୁଛି ହୁଏତ ସ୍ପ୍ଲିଟ୍ ଭୋଟିଂ ଯେମିତି କି ୧୯ ରେ ହୋଇଥିଲା ଏଥର ମଧ୍ୟ ସ୍ପ୍ଲିଟ୍ ଭୋଟିଂ ହୋଇପାରେ କିନ୍ତୁ ଏମ୍ପି ସାଙ୍ଗକୁ ଏମେଲେ ଭୋଟ୍ ମଧ୍ୟ ବିଜେପି ସପକ୍ଷରେ ଚାଲିଯାଇପାରେ। ଏହିଭଳି ଏକ ଆଶଙ୍କା କୁ ରୋକିବା ପାଇଁ ଏଇଟା ହେଉଛି ବିଜେଡ଼ି ର ରଣନୀତି। ଦେଖନ୍ତୁ ସମ୍ବଲପୁରରୁ ଏତେ ଶୀଘ୍ର କୁହାଯାଇ ପାରିବନି ଯେ ନିର୍ବାଚନ କାହା ସପକ୍ଷରେ ଯିବ କିନ୍ତୁ ବିଜେଡ଼ି ଗୋଟେ ବ୍ୟାକ୍ ଫୁଟ୍ ରେ ରହିଗଲା ଯେତେବେଳେ ହଠାତ୍ ପ୍ରାର୍ଥୀ ଚେଞ୍ଜ କରାଗଲା ସମ୍ବଲପୁର, ରେଢ଼ାଖୋଲ ଭିତରେ ଯେଉଁ ଅଦଳବଦଳ କରାଗଲା ଏଥିରେ ଜଣା ପଡ଼ୁଛି ଗୋଟେ ଭୁଲ୍ ସଙ୍କେତ ଗଲା ବୋଲି କୁହାଯାଇପାରେ।

ପ୍ରସନ୍ନ ଆଚାର୍ଯ୍ୟ ଙ୍କ ପରି ଜଣେ ବରିଷ୍ଠ ନେତା ସେ ସମ୍ବଲପୁରରୁ ଲଢ଼ିବା ପାଇଁ ଉଚିତ୍ ମନେ କରିଲେ ନାହିଁ ବା ତା’କୁ ପରିବର୍ତ୍ତନ କରାଗଲା ତାଙ୍କ ଚାପରେ। ତେଣୁ କେଉଁଠି ନା କେଉଁଠି ପାର୍ଟି ଗୋଟେ ପ୍ରେସର୍ ରେ ଥିଲା ଯେଉଁଥି ପାଇଁ କି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ପରିବର୍ତ୍ତନ କରାଗଲା ରେଢ଼ାଖୋଲ ରେ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ଦିଆଗଲା ଏବଂ ରୋହିତ୍ ପୂଜାରି ଙ୍କୁ ଦିଆଗଲା ସମ୍ବଲପୁର। ତେଣୁ ଇଏ ଗୋଟେ ଭୁଲ୍ ସଙ୍କେତ ଦେଉଛି ନିଶ୍ଚିତ ଭାବରେ ଏବଂ ସେଠି କଥା ହେଉଛି ଯେତେବେଳେ ବିଜେପିର ହେବି ୱଏଟ୍ ଲିଡର୍ ଲଢ଼ୁଛନ୍ତି ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଚିକ୍ ଦେବା ହେଉଛି ବିଜେଡ଼ି ର ଦାୟିତ୍ଵ ଏବଂ ବିଜେଡ଼ି ସେଇଥିପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ସେଇଠି ଠିଆ କରିଛି ଯେ ଲୋକଙ୍କ ପାଖକୁ ରଙ୍ଗ୍ ମେସେଜ୍ ନ ଯାଉ ଯେ ବିଜେଡ଼ି ସିରିଏସ୍ଲି ନିର୍ବାଚନ ଲଢୁନାହିଁ, ପରିଣତି କ’ଣ ହେଇପାରେ କିନ୍ତୁ ବିଜେଡ଼ି ସିରିଏସ୍ଲି ନିର୍ବାଚନ ଲଢୁଛି ଏବଂ ବିଜେପିର ମୁକାବିଲା କରୁଛି ସେଇ ସଙ୍କେତ ଦେବା ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁରରେ ପ୍ରାର୍ଥୀ କରା ଯାଇଛି ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ।

Leave a Reply

Your email address will not be published. Required fields are marked *