ନିର୍ବାଚନ ବେଳେ ଏହି ସୁନ୍ଦରୀ ଯୁବତୀଙ୍କୁ ଦେଖି ଚମକି ପଡିଲେ ଲୋକେ, ତେବେ କିଏ ଇଏ….।

କିଏ ଏହି ସୁନ୍ଦରୀ ଯୁବତୀ? ତାଙ୍କର ଗ୍ଲାମର ଯୁବ ପିଢିକୁ କରିଛି କିମିଆ। ଯାହାକୁ ନେଇ ସବୁଠି ବଢୁଛି ଚର୍ଚ୍ଚା। ନିର୍ବାଚନ ସହିତ ତାଙ୍କର କ’ଣ ରହିଛି ସମ୍ପର୍କ?ଜୋରସୋରରେ ଭାଇରାଲ ହେଉଛି ଏହି ଯୁବତୀଙ୍କ ଫୋଟ।ହଁ ଆଜ୍ଞା ଆଜିଠାରୁ ଆରମ୍ଭ ହୋଇଯାଇଛି ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ମତଦାନ। ଆଉ ଏହି ସମୟରେ ଗାଁ ଠାରୁ ସହର ସବୁକିଛି ସରଗରମ ରହିଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କର ଫୋଟ ଫାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ୟୁଜର୍ସ ମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ତେବେ ନିର୍ବାଚନ ମାହଲରେ ଏଇ ଯୁବତୀ ଜଣକ କିଏ କାହିଁକି ତାଙ୍କୁ ନେଇ ଏହି ସମୟରେ ଏତେ ଚର୍ଚ୍ଚା କରାଯାଉଛି। ଏମିତିକି ୟୁଜର୍ସ ମାନେ ତାଙ୍କ ଗ୍ଲାମର ଦେଖି କିମିଆ ହୋଇଯାଇଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଫୋଟ ଭିଡ଼ିଓ ଚାରିଆଡେ ଛାଇ ହୋଇଯାଇଛି।

ତେବେ ମିଳିଥିବା ସୂଚନା ଅନିଯାୟୀ ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ପୁଲିଙ୍ଗ ଫିସର। ହେଲେ ପୁଲିଙ୍ଗ ଫିସରଙ୍କର ଏଭଳି ଗ୍ଲାମର ଏବଂ ସୁନ୍ଦରତା ଦେଖି ଯୁବ ପିଢିମାମେ ନିଜକୁ ଅଟକାଇ ପାରିନାହାନ୍ତି। ଆଉ ନିଜର ମୋବାଇଲ ମାଧ୍ୟମରେ ତାଙ୍କର ଫୋଟ ଉଠାଇ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ କରୁଛନ୍ତି। ତେବେ ତାଙ୍କୁ ଦେଖିବା ପରେ କେହି କେହି ତ କହୁଛନ୍ତି ଏବେ ଯାହାବି ହୋଇଯାଉ ଆମେ ଭୋଟ ଦେବାକୁ ଯିବୁ। ଆଉ କେହି କେହି ପୁଲିଙ୍ଗ ଫିସର ମ୍ୟାଡାମ ଜଣକ ଗ୍ଲାମର ଛାଡି ନିରୋପକ୍ଷ ନିର୍ବାଚନ ଉପରେ ଧ୍ୟାନ ଦିଅନ୍ତୁ।

ତେବେ ପୁଲିଙ୍ଗ ଫିସରଙ୍କୁ ନେଇ ଏଭଳି ଅନେକ ମତ ଆସୁଥିବା ବେଳେ ତାଙ୍କର ଗ୍ଲାମର ଏବଂ ସୌନ୍ଦର୍ଯ୍ୟରେ ହଜି ଯାଇଛନ୍ତି ଯୁବପିଢି।ହଁ ଆଜ୍ଞ ଆଜି ମଧ୍ୟପ୍ରଦେଶ ସିବି ଷୋଡ଼ଲମଡ଼ଲା ଜବାଲପୁର ବାପଘାଟ ଓ ଝିନ୍ଦଲା ସାଂସଦିୟ କ୍ଷେତ୍ରରେ ମତ ଦାନ ଆରମ୍ଭ ହୋଇଛି। ଏହି ସମୟରେ ଝିଣ୍ଡଲା ଲୋକସଭା ନିର୍ବାଚନ ମଣ୍ଡଳୀରେ ପୁଲିଙ୍ଗ ଫିସରଙ୍କ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।ତେବେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମାନେ ନିଜ ଶୈଳୀରେ ମହିଳାଙ୍କୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ବାସ୍ତବରେ ଜନ ସମ୍ପର୍କ ବିଭାଗ ଏବଂ ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ସାମଗ୍ରୀ ନେଇ ଯାଉଥିବା ଜଣେ ମହିଳା ଅଧିକାରୀଙ୍କ ଫୋଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ତେବେ ଅନୁସନ୍ଧାନ ପରେ ଜଣା ପଡ଼ିଛି ଯେ ଭାଇରାଲ ହେଉଥିବା ମହିଳା ପୁଲିଙ୍ଗ ଅଫିସରଙ୍କ ନାମ ହେଉଛି ସୁଶୀଲା କନେଶ। ସେ ରାଜ୍ୟ ସରକାରଙ୍କ ସହକାରୀ ଗ୍ରେଡ-3ର ଅଧିକାରୀ ଏବଂ ଝିଣ୍ଡଳା ଜିଲ୍ଲାର ଯୋଗାଣ ସାକାର ଅବସ୍ଥାପିତ ଅଛନ୍ତି। ସର ବଥ ନେଇ ଆସୁଥିବା ବେଳେ ତାଙ୍କର କେହି ଫୋଟ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛି ଆଉ ତାଙ୍କର ସୁନ୍ଦରତାକୁ ନେଇ ବେସ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଏହି ଘଟଣା କିଛି ନୂଆ ନୁହେଁ ଆଗରୁ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ ଜଣେ ମହିଳା ପୁଲିଙ୍ଗ ଅଫିସର ଦିନା ଦିବେଦୀ ହଳଦିଆ ଶାଢ଼ୀ ପିନ୍ଧିଥିବାର ଭାଇରାଲ ହୋଇଥିଲା। ଏହା ପରେ ରୀନା ଇଣ୍ଟରନେଟରେ ଚାରିଆଡେ ଛାଇ ହୋଇଯାଇଥିଲେ। ଠିକ ସେହିଭଳି ଏବେ ସେହିଭଳି ଏକ ଘଟଣାର ପୁନଃରାବୃତି ହୋଇଛି।

Leave a Reply

Your email address will not be published. Required fields are marked *