ହଠାତ ମାଡ଼ିଆସିଲା ୪ ବଖରା ଘରକୁ ଉଡାଇନେଲା…ଅଚାନକ ଏଭଳି ଦୃଶ୍ୟକୁ ଦେଖି ଆବାକ ହୋଇଗଲେ ଗାଁ ଲୋକେ।
ମାତ୍ର ୨ ମିନିଟରେ ସବୁକିଛି ଛାରଖାର କରିଦେଲା। ଖାଇବା ସାରି ପରିବାର ଲୋକେ ଘରେ ଶୋଇଥିଲେ। ହଠାତ ମାଡି ଆସିଲା ଆଉ ଆଖି ପିଛୁଳାକେ ମାତ୍ର ୨ ମିନିଟରେ ସବୁକିଛି ଛାରଖାର କରିଦେଲା। କିଛି କୁଆଡେ ନଥିଲା ଆଖି ପିଛୁଳାକେ ମାଡି ଆସିଲା ଏକା ସାଙ୍ଗରେ ଉଡାଇଦେଲା ୪ ଟି ବଖରାର ଛପର। ଖାଲି ଛପର ନୁହେଁ ବରଂ ଘରେ ଥିବା ଆସବପତ୍ର ସହ ଅନେକ ଜିନିଷକୁ ଉଡାଇ ନେଇଛି। ଆଉ ବିଭିନ୍ନ ସ୍ଥାନରେ ବିଛିନ୍ନ ହୋଇ ପଡ଼ି ରହିଛି ଘରର ସବୁ ସାମଗ୍ରୀ।
ଆଜ୍ଞା ହଁ ବନ୍ଧୁଗଣ ଗୋଟିଏ ଦିନ ପୂର୍ବରୁ କାଳବୈଶାଖୀ ତା’ର ତାଣ୍ଡବ ରଚିଥିଲା। ଆଜି ଅପରାହ୍ନରେ ହଠାତ ମାଡ଼ିଆସିଲା ଆଉ ଆଖି ପିଛୁଳାକେ ୪ ଟି ଘରର ଛପରକୁ ଉଡାଇନେଲା। ହଠାତ ଏମିତି କେମିତି ପବନ ମାଡ଼ିଆସିଲା। ଆଉ ୪ ଟି ବଖରାରର ଛପରକୁ ଉଡାଇନେଲା। ଏହାକୁ ଦେଖି କେହି କିଛି ବୁଝିପାରିଲେନି। କେଉଁଠି ଥିଲା ଏହି ଘୁର୍ଣ୍ଣି ଝଡ଼। ହଠାତ ମାଡି ଆସିଲା ଆଉ ଆଖି ପିଛୁଳାକେ ଉଡାଇନେଲା ୪ ବଖରାର ଛପର। ଆଉ କେଉଁଭଳି ଦୃଶ୍ୟ ହୋଇଛି ତା’ର ଦୃଶ୍ୟ ତ ଆପଣ ମାନେ ଏହି ଫୋଟରେ ଦେଖି ପାରୁଥିବେ।
ଏହି ଘୁର୍ଣ୍ଣି ଝଡ଼ରେ ଗଗନ ଦାସଙ୍କ ୨ ବଖରା ଘର ଆଉ ଏହା ସହ ଝାଡେଶ୍ୱର ମଣ୍ଡଳଙ୍କ ୨ ବଖରା ଘରର ଛପର ଉଡାଇ ନେଇଛି। ଆଉ ଘରର ସମସ୍ତ ଜିନିଷ ଏଣେତେଣେ ବିଚ୍ଛିନ୍ନ ହୋଇ ପଡିଛି। ଆଉ ଏମିତି ହଠାତ ପବନର ବେଗକୁ ଦେଖି ଗାଁ ଲୋକେ ବି ଘର ଛାଡ଼ି ବାହାରକୁ ଦୌଡ଼ି ଆସିଲେ। ସମସ୍ତେ ଭୟଭୀତ ହୋଇଗଲେ। ପବନର ବେଗ ଏତେ ଭୟଙ୍କର ଥିଲା ଯେ ଯାହା ଫଳରେ ସେହି ଗାଁର ୪ ବଖରା ଏଜବେଷ୍ଟର କୁ ଉଡାଇ ଦେବା ସହିତ ଘରେ ଥିବା ଅନେକ ସାମଗ୍ରୀକୁ ମଧ୍ୟ ଉଡାଇ ନେଇଥିବା ଜଣାପଡିଛି।ଏହି ୨ ମିନିଟରେ ହୋଇଥିବା ଘୁର୍ଣ୍ଣି ଝଡ଼ରେ ଲୋକେ ଭୟଭୀତ ହୋଇଯାଇଥିଲେ।