ବିଧାୟିକାଙ୍କ ପୁଅ ଉପରେ କଡା କାର୍ଯ୍ୟନୁଷ୍ଠାନ ନେଲା ଟ୍ରାଫିକ ପୋଲିସ।
ବିଧାୟିକାଙ୍କ ପୁଅ ଟ୍ରାଫିକ ନିୟମ ମାନିଲେ ନାହିଁ।ବିଧାୟିକାଙ୍କ ପୁଅ ଜାଣିବି ଟ୍ରାଫିକ ପୋଲିସ ଛାଡିଲା ନାହିଁ। ମଝି ରାସ୍ତାରେ ବାପାଙ୍କୁ ଫୋନ କଲା ପୁଅ। ଶେଷରେ ଟ୍ରାଫିକ ପୋଲିସ ଏଭଳି ନିଷ୍ପତ୍ତି ନେଲେ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ବିଭିନ୍ନ ସମୟରେ ଅନେକ ଲୋକ ଟ୍ରାଫିକ ନିୟମକୁ ମାନି ନଥାନ୍ତି ସେହିଭଳି ଏକ ବିଧାୟିକାଙ୍କ ପୁଅ ଟ୍ରାଫିକ ନିୟମ ମାନିନଥିଲେ। ଆଉ ତା’ପରେ ତାଙ୍କୁ ଟ୍ରାଫିକ ପୋଲିସ ଧରିଥିଲା। ଟ୍ରାଫିକ ପୋଲିସଙ୍କ ସହିତ ବିଧାୟକଙ୍କ ପୁଅଙ୍କ ମଧ୍ୟରେ କଥା କଟାକଟି ହେଲା। ବିଧାୟିକାଙ୍କ ପୁଅ ଜିଦ ଧରି ଥିଲେ କି ସେ ଟ୍ରାଫିକ ଚାଲାଣ ଦେବେ ନାହିଁ ହେଲେ ଶେଷରେ ଟ୍ରାଫିକ ପୋଲିସ ବିଧାୟିକାଙ୍କ ପୁଅ ଉପରେ କଡା କାର୍ଯ୍ୟନୁଷ୍ଠାନ ନେଇଥିଲେ।
ସୂଚନା ମୁତାବକ ମଧ୍ୟପ୍ରଦେଶର ଖଣ୍ଡବା ଜିଲ୍ଲାର ବିଧାୟିକା ଗଞ୍ଜନ ଡ଼ନେବଙ୍କ ପୁଅ ବିନା ସିଟ ବେଲ୍ଟରେ ଗାଡି ଚଲାଉଥିଲେ ତା’ପରେ ଟ୍ରାଫିକ ପୋଲିସ ଦେଖି ନେଇଥିଲା।ନଅନେକ ସମୟ ପର୍ଯ୍ୟନ୍ତ ଟ୍ରାଫିକ ପୋଲିସ ବିଧାୟକଙ୍କ ପୁଅଙ୍କୁ ଅଟକ ରଖିଥିଲେ ଆଉ ଟ୍ରାଫିକ ନିୟମକୁ ଭାଙ୍ଗିବା ନିମନ୍ତେ ତାଙ୍କ ନାମରେ ଚାଲାଣ କାଟିଥିଲେ। ବିଧାୟିକାଙ୍କ ପୁଅ ତାଙ୍କ ଉପରେ ବହୁତ ଗରମ ଦେଖାଉଥିଲେ। ଶେଷରେ ଟ୍ରାଫିକ ନିୟମ ଭାଙ୍ଗିବା ନିମନ୍ତେ ଚାଲାଣ ଦେବାକୁ ପଡିଥିଲା।
ଟ୍ରାଫିକ ପୋଲିସ ଯେତେବେଳେ ବିଧାୟିକାଙ୍କ ପୁଅକୁ ଅଟକାଇଥିଲା ସେତେବେଳେ ବିଧାୟିକାଙ୍କ ପୁଅ କହୁଥିଲେ ଯେ ସେ ଜଣେ ବିଧାୟିକାଙ୍କ ପୁଅ। ଆଉ ତାଙ୍କୁ ଛାଡ଼ିଦେବା ପାଇଁ। ଆଉ ତା’ପରେ ଟ୍ରାଫିକ ପୋଲିସ ତା ଉପରେ ରାଗିଯାଇଥିଲା। ଅନେକ ସମୟ ଧରି ମଧ୍ୟ ଟ୍ରାଫିକ ପୋଲିସ ବିଧାୟିକାଙ୍କ ପୁଅକୁ ଅଟକ ରଖିଥିଲା। ତା’ପରେ ବିଧାୟିକାଙ୍କ ପୁଅ ତାଙ୍କ ବାପା ଓ ମା’କୁ ଫୋନ କରିଥିଲେ। ତାଙ୍କ ବାପା ପୁଅକୁ ତାଗିଦ କରି କହିଥିଲେ ଯେହେତୁ ଟ୍ରାଫିକର ନିୟମ ଭାଙ୍ଗିଚୁ ଚାଲାଣ ଦେଇକି ଘରକୁ ଆସ। ଆଉ ଟ୍ରାଫିକ ପୋଲିସଙ୍କୁ କ୍ଷମା ମାଗ। ତାପରେ ଟ୍ରାଫିକ ପୋଲିସ ଚାଲାଣ କାଟିଥିଲେ। ଆଉ ବିଧାୟିକାଙ୍କ ପୁଅ ଚାଲାଣ ଦେଇ ଘରକୁ ଫେରିଥିଲେ।