ମୁଁହ ଖୋଲିଲେ ଅର୍ଚ୍ଚନା । “ତାଙ୍କ ଦୋ-ଷ ଦୁର୍ବ-ଳତାକୁ ଲୁଚେ-ଇବା ପାଇଁ ମତେ ଫସେଇବାର ଷ-ଡଯ-ନ୍ତ୍ର କରିଥିଲେ” ।

ବନ୍ଧୁଗଣ ଇଡିରେ ହାଜର ହୋଇଥିଲେ ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କ ସହିତ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଇଡିରେ ହାଜର ହୋଇଥିଲେ । ତେବେ କେଉଁ ମାମ-ଲାକୁ ନେଇ ଇଡିରେ ହାଜର ହୋଇଥିଲେ ତାହା ଜଣା ପଡିନାହିଁ । ଦୀର୍ଘ ୧ ଘଣ୍ଟାର ପ-ଚରା ଉ-ଚରା ପରେ ଇଡି ଅଫିସରୁ ବାହାରକୁ ବାହାରି ଥିଲେ ଅର୍ଚ୍ଚନା ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ତେବେ ଇଡି ଅଫିସରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ପ୍ରତି-କ୍ରିୟା ଦେଇଥିଲେ ଅର୍ଚ୍ଚନା । ବ୍ଲା-କମେ-ଲିଂ ସାମ୍ରାଜ୍ୟ ସମ୍ପର୍କରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ସେ କହିଥିଲେ ଯେ, ଇଡି ହାଜର ପାଇଁ ସେମାନଙ୍କୁ ଡାକିଥିଲେ, ଯାହା ତଥ୍ୟ ମାଗିଥିଲେ ସେ ଦେଇଛନ୍ତି । ପୂର୍ବ କେ-ସ୍ ନେଇ ତଥ୍ୟ ରହିଛି, ଷ-ଡଯ-ନ୍ତ୍ର ଚାଲିଛି ।

ଯେଉଁ ମାନେ ଫସା-ଇଥିଲେ, କୋର୍ଟକୁ ତଥ୍ୟ ଦେବି ବୋଲି କହିଛନ୍ତି ଅର୍ଚ୍ଚନା । ମାନ୍ୟବର କୋର୍ଟଙ୍କ ଉପରେ ମୋର ପୁରା ଭରସା ରହିଛି ବୋଲି ସେ କହିଥିଲେ । ତେବେ ଏହାରି ମଧ୍ୟରେ ଏଥିରେ ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ହାତ ଥିବା ଅର୍ଚ୍ଚନା କହିଛନ୍ତି । ଏପଟରେ ନିର୍ବାଚନୀ ତାତି ସେପଟେ ଅର୍ଚ୍ଚନାଙ୍କ ବ-ୟାନ ଏବେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ।

ତେବେ ଦୀର୍ଘ ୧୪ ମାସ ପରେ ଗତ ଡିସେମ୍ବର ୧୨ ତାରିଖରେ ଭୁବନେଶ୍ୱର ଝାରପଡ଼ା ଜେ-ଲ୍ ରୁ ବାହାରିଥିଲେ ଅର୍ଚ୍ଚନା । ୨ ଲକ୍ଷ ଟଙ୍କା ଦୁଇଜଣ ଜାମିନଦାରଙ୍କ ବଦଳରେ ସେ ଜା-ମିନ ପାଇଥିଲେ । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନ-ଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଥିଲେ ମାନ୍ୟବର ହାଇକୋର୍ଟ । ପୂର୍ବରୁ ଅନ୍ୟ ଦୁଇଟି ମାମ-ଲାରେ ଅର୍ଚ୍ଚନା ଜାମିନ ପାଇଥିଲେ । ମୋଟ ତିନୋଟି ମାମ-ଲାରେ ଜାମିନ ପାଇସାରିଛନ୍ତି ଅର୍ଚ୍ଚନା । ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫ-ସାଇ ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଠ-କେଇ କରିଥିଲେ ।

ଏଥିରେ ତାଙ୍କୁ ସହଯୋଗ କରୁଥିଲେ ସ୍ବାମୀ ଜଗବନ୍ଧୁ । ଏମିତି ଅଭି-ଯୋଗ ଆସିବା ପରେ ତାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଗି-ରଫ କରିଥିଲା ପୋ-ଲିସ । ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଥିଲା କମିଶନରେଟ୍ ପୋ-ଲିସ । ପରେ ସହଯୋଗୀ ଖଗେଶ୍ବରଙ୍କୁ ମଧ୍ୟ ବାନ୍ଧିଥିଲା ପୋ-ଲିସ । ଏହି ମାମ-ଲାର ତ-ଦନ୍ତ ଇଡି ଦ୍ବାରା କରାଯାଇଥିଲା । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ବିଳାସପୂର୍ଣ୍ଣ କୋଠା ସମେତ ଖଗେଶ୍ୱରଙ୍କ କୋଠାକୁ ମଧ୍ୟ ଇଡି ଜ-ବତ କରିଥିଲା ।

Leave a Reply

Your email address will not be published. Required fields are marked *