ପୁରୀ ଜିଲ୍ଲା ବ୍ରହ୍ମଗିରୀରେ ଲ-ଜ୍ଜ୍ୟା । ସ୍ଵାମୀ ଆଗରେ ସ୍ତ୍ରୀ ସହିତ ଖରାପ୍ କାମ କଲେ ଦୁଇଜଣ.. ।
ନିଷ୍ଠୁରୁତାର ସବୁ ସୀମା ଲଙ୍ଘିଲେ ମଣିଷ ଆଉ ଭୁଲିଗଲେ ସବୁ ମର୍ଯ୍ୟାଦା । ପ୍ରଥମେ ସାଙ୍ଗର ସ୍ତ୍ରୀ ଉପରେ ପକାଇଥିଲେ ଲୋଲୁପ ଦୃଷ୍ଟି । ପରେ ନିଜ ଲାଳସାକୁ ପୂରଣ କରିବାକୁ ଯାଇ ଶେଷରେ କରି ବସିଲେ ଜ-ଘନ୍ୟ କା-ଣ୍ଡ । ଆଜ୍ଞା ହଁ ପୁଣି ଏକ ଲ-ଜ୍ଜାଜ-ନକ ଘ-ଟଣା ସାମ୍ନାକୁ ଆସିଛି । ଏ କୌଣସି ବାହାର ରାଜ୍ୟର ଘ-ଟଣା ନୁହେଁ, ଖୋଦ୍ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘ-ଟଣା । ସ୍ଵାମୀ ସାମ୍ନାରେ ସ୍ତ୍ରୀକୁ କରାଯାଇଛି ଗଣଦୁ-ଷ୍କର୍ମ । ପୁଣି ଏଭଳି ଅମଣିଷ ପଣିଆ ଦେଖାଇଛନ୍ତି ସାଙ୍ଗମାନେ । ଏ ଘଟ-ଣା ବିଷୟରେ ଆମେ ଭାବିଲା ବେଳକୁ ଆମ ଲୋମ ଟା-ଙ୍କୁରି ଉଠୁଛି, ଛାତି ଥରି ଯାଉଛି ।
କିନ୍ତୁ ଏପରି ଘ-ଟଣା ଗୋଟିଏ ସ୍ବାମୀ ଆଖି ସାମ୍ନାରେ ଘଟି ଯାଇଛି । ସ୍ଵାମୀର ହାତ ଗୋଡ଼ ବାନ୍ଧି କ-ଣ୍ଟା ବାଡ଼ିରେ ପକାଇ ଏଭଳି ଜ-ଘନ୍ୟ କା-ଣ୍ଡ ଘଟାଇଥିଲେ ସାଙ୍ଗ ଓ ପଡ଼ୋଶୀ ସମ୍ପ-ର୍କୀୟ ଦାଦା । ଯାହାକୁ ନେଇ ସ୍ବାମୀ ଜଣକ ଥା-ନାର ଦ୍ବାରସ୍ଥ ହୋଇଛନ୍ତି । ତେବେ ଯାହା ସୂଚନା ରହିଛି, ଅରଖକୁଦା ମେରାଇନ୍ ଥାନା ଅଂଚଳରେ ଜଣେ ମହିଳାଙ୍କୁ ଗଣ ଦୁ-ଷ୍କର୍ମ କରାଯାଇଥିବା ନେଇ ତାଙ୍କ ସ୍ଵାମୀ ଅଭି-ଯୁକ୍ତ ମାନଙ୍କ ନାଁରେ ଥା-ନାରେ ଅଭି-ଯୋଗ କରିଛନ୍ତି ।
ମହିଳାଙ୍କ ସ୍ଵାମୀଙ୍କ ହାତ ଗୋଡ ବାନ୍ଧି ତାଙ୍କ ଆଖି ସାମ୍ନାରେ ସ୍ତ୍ରୀକୁ ଦୁ-ଷ୍କର୍ମ କରିଥିବା ଅଭି-ଯୋଗ କରିଛନ୍ତି ବ୍ୟକ୍ତି ଜଣକ । ସୂଚନା ଅନୁସାରେ, ଗତକାଲି ରାତିରେ ଦୁଇଜଣ ଯୁବକ ଗୋପିନାଥପୁର ଅଞ୍ଚଳରେ ଜଣେ ସାଙ୍ଗକୁ ମ-ଦ ପିଇବାକୁ ଡାକିଥିଲେ । ସେ ମଧ୍ୟ କାମରୁ ଆସି ପହଞ୍ଚିବା ପରେ ସାଙ୍ଗ ମାନଙ୍କ ସହ ମିଶି ମ-ଦ ପିଇଲେ । ଆଉ ମ-ଦ ନି-ଶାରେ ସମ୍ପୂର୍ଣ୍ଣ ରୂପେ ବୁଡ଼ି ଯାଇଥିଲେ ।
ଏହି ସୁଯୋଗର ଫାଇଦା ଉଠାଇଥିଲେ ତାଙ୍କ ସାଙ୍ଗ ଆଉ ପଡ଼ୋଶୀ ସମ୍ପର୍କୀୟ ଦାଦା । କିଛି ସମୟ ପରେ ତାଙ୍କ ସ୍ତ୍ରୀ ସହ ଖରାପ ବ୍ୟବହାର ଦେଖାଇ ଥିଲେ ଶେଷରେ ସ୍ଵାମୀଙ୍କୁ ସେହିଠାରେ ବାନ୍ଧି ପକାଇଥିଲେ । ଆଉ ତାଙ୍କ ସ୍ତ୍ରୀ ସହ ଦୁ-ଷ୍କର୍ମ କରିଥିବା ଅଭି-ଯୋଗ ହୋଇଛି । ଏନେଇ ପୀ-ଡ଼ିତ ଦମ୍ପତି ତିନି ଜଣଙ୍କ ନାଁରେ ଥା-ନାରେ ଅଭି-ଯୋଗ କରିଛନ୍ତି । ଅଭି-ଯୋଗ ପାଇବା ପରେ ପୋ-ଲିସ ଏକ ଦୁ-ଷ୍କର୍ମ ମାମ-ଲା ରୁଜୁ କରି ଜଣଙ୍କୁ ଗି-ରଫ କରିଛି । ପୀଡ଼ି-ତାଙ୍କ ଡାକ୍ତରୀ ମାଇନା କରିବା ସହ ତ-ଦନ୍ତ ଚଳାଇଛି ଡାକ୍ତରୀ ମାଇନା ପରେ ଚିକିତ୍ସା ଚାଲିଛି ।