ସମାଚାରସ୍ପେଶାଲ ରିପୋର୍ଟ

ଯବାନଙ୍କ ହାତକୁ ମା-ରିଥିଲା ଗୁ-ଳି, ତଥାପି ଲ-ଢ଼ିଲେ, ଇଟାର ଜବାବ ଦେଲେ ପଥରରେ। ଆଉ ଗଡ଼ିଲା ଦସୁରୁର ମୁଣ୍ଡ।

ଯାହାକୁ ଖୋଜୁଥିଲେ ଯବାନ ତା’ର ଗଢ଼ିଛି ମୁଣ୍ଡ। ସେହି ଗୋଟିଏ ମୁଣ୍ଡ ଥିଲା ୫ ଲକ୍ଷ ଟଙ୍କା। ଯିଏ ଖୋଜି ବାହାର କରିଦେଵ ଯିଏ ଖୋଜି ଠିକଣା ଦେବ ତାକୁ ମିଳିବ ଲକ୍ଷ ଲକ୍ଷ ଟଙ୍କା।ହଁ ଆଜ୍ଞା ଏକ କୁଖ୍ୟାତ ମାଓବାଦୀକୁ ଧରିବା ପାଇଁ ହୋଇଥିଲା ୫ ଲକ୍ଷ ଟଙ୍କା ପୁରସ୍କାର। ଲୁ-ଚି ଲୁ-ଚି ଷ-ଡ଼ଯ-ନ୍ତ୍ର କରୁଥିବା ସେହି ଦୁ-ର୍ଦାନ୍ତ ମାଓବାଦୀକୁ ଧରିବା ପାଇଁ ପୋ-ଲିସ ପୁରସ୍କାର ରାଶି ପ୍ରଦାନ କରିଥିଲା।

ଆଜ୍ଞା ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ଶନିବାର ରାତିରେ ବାଲିଗୁଡା ଥା-ନା ଅନ୍ତର୍ଗତ ସୁଦ୍ରା ପଞ୍ଚାୟତ କାକିରିକୁପା ଗାଁରେ ସୁର-କ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁ-ଳି ବିନିମୟରେ ପ୍ରାଣ ହରାଇଛି ମାଓ ସଙ୍ଗଠନ କେକେ ପିଏନ ଡିଭିସିନାଲ କମିଟି ସଦସ୍ୟ ତଥା କମାଣ୍ଡର ଗୁଡୁ ମାରାଣ୍ଡି ( ଦାସୁଲ) ଧରି ପାରୁନଥିଲେ କେହି। ଜଙ୍ଗଲ ଭିତରେ ଲୁ-ଚି ଲୁ-ଚି ଏହି ରାଜ୍ୟରୁ ସେହି ରାଜ୍ୟକୁ ଘୁରି ବୁଲୁଥିଲା ଏହି ମାଓବାଦୀ। ଆଉ ସେନାଙ୍କ କ୍ୟାମ୍ପ ଉପରକୁ କରୁଥିଲା ଆକ୍ର-ମଣ। ସେନା ବାହିନୀ ଓ ପୋଲିସ ମାନଙ୍କର ର-କ୍ତ ବହିଲେ ଖୁସି ହେଉଥିଲା ଦାସୁଲ।

ସେହି ଗୋଟିଏ ମାଓନେତା ନେଉଥିଲା ଶହ ଶହ ଯବାନଙ୍କ ଜୀବନ। ଦୀର୍ଘ ୧୫ ବର୍ଷ ଧରି କନ୍ଧମାଳ ଜିଲ୍ଲାର ବୌଦ୍ଧ ଅଞ୍ଚଳରେ ଲାଲ ବାହୀନରେ ନେତୃତ୍ୱ ନେଇଥିବା ଦାସୁଲ ରାଜ୍ୟ ପୋ-ଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଥିଲା।ତେବେ ପୋ-ଲିସ ରେକ-ର୍ଡ ଅନୁସାରେ ଏହି ଦୁ-ର୍ଦାନ୍ତ ମାଓବାଦୀ ନେତା ହ-ତ୍ୟା ଲୁ-ଣ୍ଠନ ଭଳି ୨୨ ରୁ ଅଧିକ ମାମ-ଲାରେ ଜଡ଼ିତ ଥିବା ବେଳେ ତାଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ରହିଥିଲା। ବର୍ତ୍ତମାନ ଡିବିଏଫ ଯବାନ ଓ ମାଓ ସଙ୍ଗଠନ ମଧ୍ୟରେ ମୁହାଁ ମୁହିଁ ହେବା ଫଳରେ କେକେଭିୟନ ଡିଭିସିନାଲ କମିଟିର କମାଣ୍ଡର ଦାସୁରର ମୃ-ତ୍ୟୁ ହୋଇଛି।

ସୂଚନା ଅନୁସାରେ କାକିରିଗୁପା ଗ୍ରାମ ନିକଟରେ ମାଓବାଦୀ ଯବାନ ମାନଙ୍କ ଉପରେ ଅତରକିତ ଗୁ-ଳି ଚାଳନା କରିବା ସହ ଆଇଟି ବିସ୍ଫୋ-ରଣ କରିଥିଲେ। ଏହାର ଜବାବରେ ସୁର-କ୍ଷା ବାହିନୀ ପାଲଟା ଗୁ-ଳି ଚାଳନା କରିଥିଲା। ଅପ୍ରେସନ ସମୟରେ ଜଣେ ଡିପିଏଫ ଯବାନ ଗୁରୁ-ତ୍ୱର ହୋଇଥିଲେ। ତଥାପି ସେ ହାର ମାନିନଥିଲେ। ଇଟାର ଜବାବ ପଥରରେ ଦେଇଥିଲେ। ଲୁ-ଚି ଲୁ-ଚି ଜଙ୍ଗଲ ଭିତରେ ଗୁଳି ବର୍ଷା କରୁଥିଲେ ମାଓବାଦୀ। ଆଉ ଗୋଡ଼ାଇ ଗୋଡ଼ାଇ ମାଓବାଦୀଙ୍କୁ ଘାଇଲା କରିଥିଲେ ଯବାନ। ଶେଷରେ ମାଓନେତାଙ୍କ ମୁଣ୍ଡ ଗଡିଥିଲା।ଏପଟେ ବର୍ତ୍ତମାନ ଆ-ହତ ଡିପିଏଫ ଯବାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *