କ୍ୟା-ନ୍ସର ହୋଇଥିବା ଜାଣିବି ବିବାହ କଲେ। ପ୍ରେମିକକୁ ବିବାହ କରିବାର ୧୮ ଘଣ୍ଟା ପରେ ଆଖି ବୁଜିଦେଲେ ପ୍ରେମିକା।

ପ୍ରେମିକାକୁ ହୋଇଥିଲା କ୍ୟାନ୍ସର ତଥାପି ଯୁବକ ପ୍ରେମିକ ତାଙ୍କୁ ବିବାହ କଲେ। ବାହାଘରର ୧୮ ଘଣ୍ଟା ପରେ ମ-ରିଗଲା ପ୍ରେମିକା। ଶେଷ ମୁହୂର୍ତ୍ତରେ ବି ପ୍ରେମିକ ଛାଡିନଥିଲା ପ୍ରେମିକାର ହାତ। ଆଉ ଏସବୁକୁ ଦେଖି ସାରିବା ପରେ ସମସ୍ତେ ପ୍ରେମକୁ ସତ ପ୍ରଣାମ କରୁଛନ୍ତି। ଏମିତି ପ୍ରେମିକ ଭାଗ୍ୟରେ ଥିଲେ ମିଳେ। ମୃ-ତ୍ୟୁ ପୂର୍ବରୁ ବି ପ୍ରେମିକାର ହାତ ଛାଡିନଥିଲେ।

ଯେତେବେଳେ ପ୍ରେମକୁ ନେଇ ସମସ୍ତେ ଘୃଣା କରୁଛନ୍ତି ଠିକ ସେତିକିବେଳେ ଏମିତି ଏକ ପ୍ରେମ ବିବାହ ହୋଇଛି। ପ୍ରେମ ବିବାହର ୧୮ ଘଣ୍ଟା ପରେ ଏମିତି ଏକ ଘ-ଟଣା ଘଟିଛି ଯାହାକୁ ଜାଣିଲେ ଆଖିରୁ ଲୁହ ବହାରିଯିବ।।ବନ୍ଧୁଗଣ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପ୍ରେମିକାର ହାତ ଛାଡିନଥିଲା ପ୍ରେମିକ। କ୍ୟାନ୍ସର ହୋଇଥିଲା ପ୍ରେମିକାକୁ। ଡାକ୍ତରଖାନାରେ ପଡିଥିଲା ପ୍ରେମିକା। ବାସ ଏସବୁ ଭିତରେ ନିଜ ମନକୁ ଦୃଢ଼ କରି ପାଖରେ ଛିଡା ହୋଇଥିଲା ପ୍ରେକିକ। ପ୍ରେମିକାକୁ ଛାଡି ଯାଇନଥିଲା। ଆଉ ବିବାହ କରିଥିଲା।

ଡାକ୍ତର ଯେତେବେଳେ କହିଥିଲେ ଏଇ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେତିକିବେଳେ ନିଜେ କୋର୍ଟସୁଟ ପିନ୍ଧି ନିଜ ପ୍ରେମିକାକୁ କନିଆ ବେଶରେ ସଜେଇ ଦେଇ ବାହା ହୋଇଥିଲେ ଡାକ୍ତରଖାନାରେ। ଅକ୍ସିଜେନ ଲାଗିଥିଲା ପ୍ରେମିକ ଓ ପ୍ରେମିକାର ବାହାଘର ହେଉଥିଲା। ଏସବୁକୁ ଦେଖି ସାରିବା ପରେ ସମସ୍ତେ କହୁଛନ୍ତି ପ୍ରେମ ଆଉ କଣ କି। କିନ୍ତୁ ପାଖରେ ଥିବା ସମସ୍ତେ କା-ନ୍ଦି ପକାଉଥିଲେ। ସମସ୍ତେ ଭାବୁକ ହୋଇଥିଲେ ଆଉ ବିବାହର ୧୮ ଘଣ୍ଟା ପରେ ପ୍ରେମିକାର ମୃ-ତ୍ୟୁ ହୋଇଗଲା।

ଆଉ ଏ ଖବର ଜାଣି ସାରିବା ପରେ ସମସ୍ତେ କହୁଛନ୍ତି ପ୍ରେମ ଆଉ କଣ କି। ଏଇ ତ ପ୍ରେମ ଏଇ ପ୍ରେମ ଶାଶ୍ୱତ, ଏଇ ପ୍ରେମ ମଙ୍ଗଳମୟ ଏଇ ପ୍ରେମ ବିଦ୍ୟ ଏଇ ପ୍ରେମ ହିଁ ଜୀବନ।ବନ୍ଧୁଗଣ ଏମିତି ଏକ ଖବର ଆମେରିକାର। ୨୦୧୭ ଡିସେମ୍ବର ୨୨ ତାରିଖରେ ଏକ ପ୍ରେମୀ ଯୁଗଳଙ୍କୁ ନେଇ ଏମିତି ଏକ ଦୁଃ-ଖଦ ଘ-ଟଣା ଘଟିଥିଲା। ସେ ସମୟରେ ଏହି ପ୍ରେମୀଯୁଗଳଙ୍କ ପ୍ରେମ ବିବାହ ଖୁବ ଚର୍ଚ୍ଚାରେ ଥିଲା। ଦୁହିଙ୍କ ବିବାହର କିଛି ଫୋଟ ଓ କାହାଣୀ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଏ ମୋବାଇଲ ରୁ ସେ ମୋବାଇଲକୁ ଘୁରିବୁଲୁଛି। ଯାହାକି ପୁଣି ଥରେ ଜାଣିବା ପରେ ଲୋକେ ଭାବୁକ ହେଉଛନ୍ତି। ଏମିତି କାହାଣୀ କେବେ ଜାଣିନଥିବେ ଶୁଣିନଥିବେ କି ଦେଖିବି ନଥିବେ। ବାହାଘରର ୧୮ ଘଣ୍ଟା ପରେ ପ୍ରେମିକ ବା ସ୍ୱାମୀକୁ ଛାଡି ସବୁଦିନ ପାଇଁ ଛାଡି ଚାଲିଯାଇଛି ପ୍ରେମିକା ସ୍ତ୍ରୀ।

Leave a Comment

Your email address will not be published. Required fields are marked *

Scroll to Top