ଖାଇସାରି ସ୍ୱାମୀ ସ୍ତ୍ରୀ ଶୋଇଥିଲେ । ହଠାତ୍ ଅଧ ରାତିରେ ଘରେ ପଶିଲେ ୪ ପୋ-ଲିସ ବାବୁ । ଆଉ ତାପରେ… ।
ବନ୍ଧୁଗଣ ଖାଇସାରି ସ୍ଵାମୀ ସ୍ତ୍ରୀ ଦୁହେଁ ଘରେ ଶୋଇଥିଲେ । କିନ୍ତୁ ହଠାତ୍ ଅଧା ରାତିରେ ମହିଳାଙ୍କ ଶୋଇବା ଘରେ ପଶିଲେ ୪ ପୋ-ଲିସ୍ ବାବୁ । ଆଉ ତାହା ପରେ ୪ ଜଣ ପୋ-ଲିସ୍ ବାବୁ ଯାହା କରିଛନ୍ତି ତାହାକୁ ଶୁଣିଲେ ଆପଣମାନେ ମଧ୍ୟ ଚକିତ ହୋଇଯିବେ । ହଁ ଆଜ୍ଞା ମହିଳାଙ୍କ ଶୋଇବା ଘରେ ପଶି ୪ ଜଣ ପୋ-ଲିସ୍ କର୍ମଚାରୀ ମହିଳାଙ୍କୁ ଟଣା ଓଟରା କରୁଥିଲେ ଆଉ ମହିଳା ଜଣଙ୍କ କହୁଛନ୍ତି ତାଙ୍କୁ ଟଣା ଓଟରା କରିବା ସହିତ ତାଙ୍କ ଦେହରେ ମଧ୍ୟ ହାତ ମା-ରିଥିଲେ । ଆଉ ତାହା ପରେ ତାଙ୍କ ସ୍ବାମୀଙ୍କୁ ଅମଣିଷଙ୍କ ପରି ନିର୍ଦ୍ଧୁମ ମା-ଡ଼ ମା-ରିଥିଲେ । ଆଉ ୪ଜଣ ପୋ-ଲିସ୍ କର୍ମଚାରୀ ଘର ଭିତରେ ଜବ-ରଦସ୍ତି ପଶି ତାଙ୍କ ସହିତ ଏପରି କରିଛନ୍ତି ।
ତେବେ ସବୁଠାରୁ ବଡ଼ କଥା ହେଉଛି ସେହି ୪ଜଣ ପୋ-ଲିସ୍ କର୍ମଚାରୀ ଥିଲେ କିନ୍ତୁ ତାଙ୍କ ଭିତରୁ କେହି ଜଣେ ମଧ୍ୟ ମହିଳା ପୋ-ଲିସ୍ ନଥିଲେ । ଏହାପରେ ସ୍ଵାମୀଙ୍କୁ ଘରୁ ବାନ୍ଧିନେଇ ସକାଳ ଯାଏଁ ପଶୁଙ୍କ ଭଳି ମା-ଡ଼ ମା-ରିଛନ୍ତି । ଅନ୍ୟପଟେ ପୀ-ଡ଼ିତ ପି ଶିବା ମଧ୍ୟ କହୁଛନ୍ତି ଯେ ତାଙ୍କ ଘରେ ପଶି ସ୍ତ୍ରୀଙ୍କୁ ଟଣା ଓଟରା କରିବା ସହ ତାଙ୍କୁ ବାନ୍ଧି ଆଣିଲେ ପୋ-ଲିସ୍ ବାବୁ ।
ନିଜର ସାମ୍ବିଧାନିକକୁ ବେଖାତିର୍ କରି ପୋ-ଲିସ୍ ଅ-ତ୍ୟାଚା-ର କରିବା ଆଜିକା ସମାଜରେ କିଛି ବଡ଼ କଥା ନୁହେଁ । ତେବେ ଏଭଳି କିଛି ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମଦାପୂର୍ ବ୍ଲକ୍ ମାଛକୁଣ୍ଡ ସଦର ଅଞ୍ଚଳରେ ।ସୂଚନାଯୋଗ୍ୟ ଯେ ସ୍ଥାନୀୟ ମାଛକୁଣ୍ଡ ଅଞ୍ଚଳର ପି. ଶିବା ନିଜ ପରିବାରର ପ୍ରତିପୋଷଣ କରିବା ପାଇଁ ଏକ ଛୋଟିଆ ମୋବାଇଲ୍ ଦୋକାନଟିଏ କରିଛନ୍ତି । ସେଥିରେ ପରିବାର ବହୁତ୍ କଷ୍ଟରେ ଚଳି ଯାଉଥିଲା ।
କିନ୍ତୁ ଶିବାଙ୍କ ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡ଼ିଛନ୍ତି ବାପା । ପୋ-ଲିସ୍ ଥାର୍ଡ ଡ଼ିଗ୍ରୀ ଦେଇ ଲହୁ ଲୁହାଣ କରିଦେଇଥିବା ନେଇ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂଙ୍କ ନିକଟରେ ଅଭି-ଯୋଗ କରିଛନ୍ତି ପୀ-ଡ଼ିତ ପି. ଶିବା । ଏହି ଘଟ-ଣାକୁ ନେଇ ମାଛକୁଣ୍ଡ ଥା-ନାରେ ବିଭାଗୀୟ ତ-ଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ସହିତ ଅଭି-ଯୁକ୍ତଙ୍କୁ କୋରାପୁଟ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହେବା ସହିତ ମାଛକୁଣ୍ଡ ଥା-ନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି କୋରାପୁଟ ଏସପି।