ପିଲା ଦୁନିଆକୁ ଆସିଲା, ବାପା ସବୁଦିନ ପାଇଁ ଆରପାରିକୁ ଚାଲିଗଲା।
ପୁଅ ଜନ୍ମ ହେଲା ଆଉ ଏପଟେ ବାପାର ଜୀବନ ଗଲା। ହଁ ଆଜ୍ଞା ଏପଟେ ପୁଅ ଦୁନିଆକୁ ଆସିଲା ଆଉ ସେପଟେ ବାପା ମଶାଣୀ ଜୁ-ଇରେ ଜ-ଳିଗଲା। ସତରେ ଏ ଘଟ-ଣାକୁ ଯିଏ ଶୁଣୁଛି ଯିଏ ଦେଖୁଛି ସିଏ ଆନ୍ଦୋଳିତ ହୋଇ ପଡୁଛି। ହଁ ଆଜ୍ଞା ଏ ବାପା ଆଉ ଏ ଦୁନିଆରେ ନାହିଁ। ଏ ପୁଅକୁ ମାତ୍ର ଗୋଟିଏ ଦିନ ହୋଇନାହିଁ କିନ୍ତୁ ବାପାକୁ ଏବେ ନିଜ ପରିବାର ଲୋକ ମା-ରିଦେଲେ। ଏ ହତ ଭାଗିନୀ ସ୍ତ୍ରୀ ହସ୍ପିଟାଲରେ ପଡିଛି। ଆଉ ଏପଟେ ତାର ନିଜ ପରିବାର ଲୋକେ ସ୍ତ୍ରୀକୁ ଲୁ-ଚେଇ ଜା-ଳି ଦେଇଛନ୍ତି।
ହଁ ଆଜ୍ଞା ଏଭଳି ଘ-ଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥା-ନା ଅନ୍ତର୍ଗତ ବାଲିବିଲି ଗାଁରେ। ଏ ହେଉଛନ୍ତି ପ୍ରତିମା ମଳିକ। ଆଉ ଏ ହେଉଛନ୍ତି ତାଙ୍କ ସ୍ବାମୀ ସପନ ମଳିକ। ଯେତେବେଳେ ପ୍ରତିମା ତାଙ୍କ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ସେତେବେଳେ ସ୍ୱାମୀ ସପନ ବହୁତ ଖୁସି ହୋଇଯାଇଥିଲା। କାରଣ ସେ ବାପା ହୋଇଯାଇଥିଲା। ଆଉ ବାପା ଡାକ ଶୁଣି ଥାନ୍ତା।
ସୂଚନା ମୁତାବକ ତାଙ୍କ ସ୍ତ୍ରୀକୁ ହସ୍ପିଟାଲକୁ ନେଇଥିଲେ ପ୍ରସବ କରାଇବା ପାଇଁ ଆଉ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପୁତ୍ର ସନ୍ତାନଟି ଯେତେବେଳେ ଜନ୍ମ ନେଇଥିଲା ସେତେବେଳେ ଡାକ୍ତର କହିଥିଲେ କି ପୁଅର ଗୋଡ଼ରେ ଆ-ଘାତ ଲାଗିଛି। ଆଉ ସେହି ଗୋଡ଼ରେ ଥିବା କିଛି ଅଂଶକୁ ସ-ର୍ଜରି କରାଯିବ। ତାପରେ ସ୍ୱାମୀ ଗମେଣ୍ଟ ହସ୍ପିଟାଲ ରୁ ପ୍ରାଇଭେଟ କ୍ଲିନିକକୁ ତାଙ୍କ ପୁଅକୁ ଚିକିତ୍ସିତ କରିବା ପାଇଁ ଯୋଜନା କରୁଥିଲେ ଆଉ ଘରକୁ ଯାଇ ନିଜ ସମ୍ପ-ର୍କୀୟଙ୍କ ଠାରୁ ଟଙ୍କା ଯୋଗାଡ କରୁଥିଲେ।
ଠିକ ସେତିକିବେଳେ ନିଜ ପରିବାର ଲୋକେ ଏମିତିକି ସପନଙ୍କର ଦୁଇ ଭାଇ ତାଙ୍କ ମା ଆଉ ବାପା ସପନକୁ ମା-ରି ଦେଇଥିବା ଅଭି-ଯୋଗ ହୋଇଛି। କାରଣ ସପନଙ୍କ ପରିବାର କୁଆଡେ କହୁଥିଲେ ଯେତେ ସବୁ ନିଜ ନାଁରେ ଜମି ଅଛି ତାକୁ ବିକି ଦେବା ପାଇଁ ହେଲେ ସପନ କୁଆଡେ ବାରଣ କରୁଥିଲେ। ତାପରେ ସପନକୁ ଜୀବନରୁ ମା-ରିଦେଇଥିବା କହିଛନ୍ତି ସପନଙ୍କ ସ୍ତ୍ରୀ।
ତେବେ ମୃ-ତ ସପନଙ୍କର ଯେତେବେଳେ ଶ-ବ ସ-ତ୍କାର କରାଗଲା ସେତେବେଳେ ସ୍ତ୍ରୀ ପ୍ରତିମାକୁ ମଧ୍ୟ ଜଣେଇ ନଥିଲେ ଘରର ପରିବାର ଲୋକେ। ସ୍ତ୍ରୀକୁ ନଜଣାଇ ସ୍ବାମୀର ଶ-ବ ସ-ତ୍କାର କରିଦେଇଛନ୍ତି ଅଭି-ଯୋଗ ହୋଇଛି। ଏ ନେଇ ସାବରଙ୍ଗ ଥା-ନାରେ ମଧ୍ୟ ଅଭି-ଯୋଗ ହୋଇଛି କିନ୍ତୁ ପୋ-ଲିସ ପ୍ରତିମାକୁ କୌଣସି ପ୍ରକାରର ନ୍ୟା-ୟ ଦେଉନଥିବା ସେ ଅଭି-ଯୋଗ କରିଛନ୍ତି। ତେବେ ତିହିଡି ଠାରେ ଚାଲିଥିବା ମିଳିତ ଅଭି-ଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲାପାଳ ଓ SP କୁ ଭେଟି ଅଭି-ଯୋଗ କରିବା ସହ ତାଙ୍କ ଦିବ୍ୟଙ୍ଗ ସ୍ୱାମୀଙ୍କୁ ନ୍ୟା-ୟ ଦେବା ପାଇଁ ସେ ଗୁହାରି କରିଛନ୍ତି। ତେବେ ସପନ ଦିବ୍ୟଙ୍ଗ ହୋଇଥିବା ବେଳେ ସେ ଏବେ ଆଖି ବୁଜି ଦେଇଛନ୍ତି।ତେବେ ଜାଣିବାକୁ ବାକି ରହିଲା ପୋ-ଲିସ ପ୍ରଶାସନ ପ୍ରତିମାକୁ କେବେ ନ୍ୟା-ୟ ଦେଉଛି।